ନୂଆଦିଲ୍ଲୀ(ବାସ୍ତବକଥା) :ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଅଧିକ ମଜଭୁତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି I ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ ଅନେକ ଆଶାବାଦୀ ରହିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ୍ ନବସୃଜନର ବ୍ୟବହାର ଏବଂ ଭାରତର ବିକାଶମୂଳକ ସମାଧାନଗୁଡ଼ିକୁ ନିଜ ବିକାଶର ଉତ୍ସ ଭାବେ ଗ୍ରହଣ […]
odisha
କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ): ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ୨୦୨୬କୁ ଶାନ୍ତିଶୃଙ୍ଖଳା ସହିତ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ରଥଗଠନ, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘଣ୍ଟ,ରାସ୍ତାଘାଟ ମରାମତି, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଶାନ୍ତି […]
କଟକ(ବାସ୍ତବକଥା): IIC ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ ନୂଆ ମୋଡ।ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି ।ଅଟକ ଥିବା ଜଣଙ୍କ ପୋଲିସ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି।ଏହି ବ୍ୟକ୍ତିଙ୍କୁ ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଛି କମିଶନରେଟ୍ ପୋଲିସ। ଗତ ଶନିବାର ଦିନ କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିକ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ […]
ପୁରୀ(ଜୟକୃଷ୍ଣ ଦାସ): ଗୋପବନ୍ଧୁ ଆୟୁର୍ବେଦ କଲେଜର କିରାଣୀ ବସନ୍ତ କୁମାର ସାମନ୍ତରାୟ କହୁଛନ୍ତି ମୋର ଆଉ ୨ ମାସ ଚାକିରୀ ରହିଲା ମୋର ଆଉ କେହି କିଛି କରିପାରିବେନି, ମୁଁ ବିଜେପି ସରକାରଙ୍କ ଗେଲ୍ହା ପୁଅ, ସରକାରୀ ଟଙ୍କା ଏପରି ମୁଁ ମାରିଖାଉଥିବି….. ପ୍ରଧାନ କିରାଣୀ ଶ୍ରୀ ବସନ୍ତ କୁମାର ସାମନ୍ତରାୟଙ୍କ ମହା ଦୁର୍ନୀତି କରି ଭିଜିଲାସନ୍ସ ରେ କେଶ ଥିଲା ବେଳେ ବାବୁ କିରାଣୀ ରୁ ମୁଖ୍ୟ କିରାଣୀ […]
ରାଉରକେଲା(ବଳିଆ ନାୟକ): ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି।ଆଜି ଆମ ଗାଁ ର ଝିଅ ନୂଆଗାଁ ବ୍ଲକ ଲିମଡା ପଞ୍ଚାୟତ ର କିରଣ ଏକ୍କା ଟୋକୟୀ ଠାରେ ଅଣ୍ଡର-୧୮ ଜାତୀୟ ସ୍ତରରେ ବ୍ରୋଞ୍ଜ ମେଡଲ ହାସିଲ କରିଛନ୍ତି।ତାଙ୍କର ପରବର୍ତୀ ପ୍ରତିଯୋଗିତା ଓମାନ ରେ ହେବାକୁ ଯାଉଛି ଏବଂ ସେ ବୀରମିତ୍ରପୁର ବିଧାୟକଙ୍କୁ ହକି ଷ୍ଟିକ୍ ପାଇଁ ଅନୁରୋଧ କରିଥିଲେ। ଏହି ପରିପେକ୍ଷୀରେ ଆଜି […]
ବରଗଡ଼(ବାସ୍ତବକଥା): ୪/୭ ପୂର୍ବତଟ ରେଳପଥ (ECOR)ର ପ୍ରସ୍ତାବକୁ ଅନୁମୋଦନ କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପୁରୀ–କୋରାପୁଟ–ପୁରୀ ମଧ୍ୟରେ ନୂତନ ୧୮୪୦୭/୧୮୪୦୮ ପୁରୀ–କୋରାପୁଟ ଏକ୍ସପ୍ରେସ ଚଳାଚଳ ପାଇଁ ସବୁଜ ସଙ୍କେତ ଦେଇଛି। ରେଳ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପତ୍ର ଅନୁଯାୟୀ, ୧୮୪୦୭ “ପୁରୀ – କୋରାପୁଟ” ଏକ୍ସପ୍ରେସ ଟ୍ରେନ୍ ପୁରୀରୁ ସକାଳ ୭ଟାରୁ ବାହାରି ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା ଆଦି ଷ୍ଟେସନ […]
କଟକ(ସଞ୍ଜୟ ଶତପଥୀ): କଟକ କମିଶନରେଟ୍ ପୋଲିସ୍ ଅଧି ନରେ ଥୂବା ଚାଉଳିଆଗଞ୍ଜ ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତି ଙ୍କ ଝୁଲନ୍ତା ମୃତଦେହକୁ ତାଙ୍କର ସରକାରୀ ବାସଗୃହ ରୁ ପୋଲିସ୍ ଜବତ କରିବା ସହ ଏହି ଘଟଣା କୁ ଅତ୍ୟନ୍ତ ଗମ୍ଭୀରତା ର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଶ୍ରୀମତୀ ମହାନ୍ତିଙ୍କ ମୃତଦେହ କୁ ବ୍ୟବଛେଦ ପାଇଁ କଟକ ପୋଲିସ୍ ପଠାଇଛି ଏବଂ […]
କଟକ(ବାସ୍ତବକଥା): ପବିତ୍ର ଘୋଷଯାତ୍ରା ଲାଗି ସମଗ୍ର ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଉତ୍ସୁକ ହୋଇ ଅନାଇ ରହିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇପଡିଛି। ଏହି ପବିତ୍ର ରଥଯାତ୍ରା ଲାଗି ସମଗ୍ର ଓଡ଼ିଶା ର ସମସ୍ତ ଜିଲ୍ଲାମାନଙ୍କରେ ପ୍ରସ୍ତୁତି ଚାଲିଥିବା ବେଳେ କଟକ ବା କେମିତି ବାଦ୍ ପଡିବ। ଏଥିଲାଗି କଟକ ମହାନଗର ନିଗମ ପକ୍ଷରୁ କଟକ ମହାନଗର ନିଗମ ର ମେୟର ଓ କମିଶନର କଟକ ମହାନଗର ନିଗମରେ […]
ବାସ୍ତବକଥା: ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ।OMSA ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶନାମା।OMHS କ୍ୟାଡର୍ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ।ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍ ପରେ କାର୍ଯ୍ୟରୁ ନିବୃତ୍ତ କରିବାକୁ ଚିଠି।ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ସିଡିଏମ୍ ଓ ପିଏଚ୍ଓଙ୍କୁ ଚିଠି।ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA)ର ଧର୍ମଘଟ ଜାରି।ହେଲେ ଡାକ୍ତରବି ନଛୋଡବନ୍ଦା,ଦାବି ପୂରଣ ନ ହେବା […]
ସୋନପୁର(ନମୋଗୁରୁ ହୋତା):ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ମାଣିକେଶ୍ବରୀ ଶିବମନ୍ଦିରେ ବଲାଡିଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସମସ୍ତ ବ୍ରାହ୍ମଣ ଦେବତା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସଭାରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବ୍ରାହ୍ମଣ ଏକତା ଏବଂ ସାଙ୍ଗଠନିକ ହେଵା ନେଇ ଏହି ସଭାର ଲକ୍ଷ ଏବଂ […]


