ଭବାନୀପାଟଣା୨୬/୫(କିଶୋର ନାଏକ):-ଗ୍ରୀଷ୍ମ ର ପ୍ରଚଣ୍ଡ ତାତି ରେ ମଧ୍ୟ ଶ୍ରମିକ ମାନେ ନିଜ ପେଟ ପାଇଁ ଦୈନନ୍ଦିନ ସଖାଳୁ ଉଠି ନିଜ କାର୍ଯ୍ୟ ରେ ଲାଗିପଡ଼ନ୍ତି, କିନ୍ତୁ ବେଳେ ବେଳେ ଏମିତି କାଳ ଫସ ରେ ପଡିଯାନ୍ତିଯେ ମୃତ୍ୟୁ ରୁ ମଧ୍ୟ ମୁକୁଳି ପାରନ୍ତି ନାହିଁ। ହେଲେ ନିୟତି ର ଲେଖା ଏମିତି ଥାଏ ଯେ ମଣିଷ ବି ପୋକ ମାଛି ପରି ମରିଯାଏ। ଏମିତି ଏକ ଘଟଣା ଦେଖିବାକୁ […]

ବ୍ରହ୍ମପୁର(ବାସ୍ତବକଥା):ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ଶ୍ରୀ ସୁଧୀର ପାତ୍ର ଅପହରଣ ଓ ବଳାତ୍କାର ମାମଲା ରେ ଫେରାର ଥିବା ଅପରାଧୀ ବଡଗଡ ଥାନା ଅନ୍ତର୍ଗତ ନଉଗାଁ ର ୨୭ ବର୍ଷିୟ ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରୀପାଢୀ ସାହିର ୩୫ ବର୍ଷୀୟ ସରୋଜ ପଣ୍ଡା ଙ୍କୁ ଆଜି ବ୍ରହ୍ମପୁର ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ସବିଶେଷ ତଥ୍ୟ ଅନୁଯାୟୀ ଏହି ଚାରିଜଣ ଅପରାଧୀ ଙ୍କୁ ପୋଲିସ୍ ର […]

ଭୁବନେଶ୍ବର(ବାସ୍ତବକଥା): ୧୦ ଦିନରେ ୪ ଥର ବଢିଲାଣି ତେଲ ଦର। ଆଗକୁ ହେବ ଆହୁରି ସାଙ୍ଘାତିକ୍ ସ୍ଥିତି। ୧୨୦ ଛୁଇଁବ ପେଟ୍ରୋଲ ଲିଟର ପିଛା ବଢିବ ୧୨ ଟଙ୍କା। ଆସନ୍ତା ୨୦ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ଦର ସମାନ ହେବ। ଲିଟର ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇବ।ଆମେ କହୁନୁ,ଏକଥା କହିଛନ୍ତି ନିଖିଳ ପେଟ୍ରୋଲିୟ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ। ଆପଣ ଯାଣିଛନ୍ତି, ୧୦ […]

ରାଉରକେଲା(ବାସ୍ତବକଥା): ସୁନ୍ଦରଗଡ଼ ଜିଲ୍ଲା ପୋଲିସ୍ ପକ୍ଷରୁ ” ନିଶା ମୁକ୍ତ ” ଅଭିଯାନ ଅଧୀନରେ ପ୍ଲାଣ୍ଟସାଇଟ୍ ପୋଲିସ୍ ୨୨୦ ଗ୍ରାମ୍ ହେରୋଇନ୍ ଜବତ୍ କରିବା ସହିତ ୬ ମହିଳାଙ୍କ ସମେତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି।ସୂଚନା ଅନୁସାରେ ୨୦୨୬ ମଇ ୨୩ ତାରିଖ ସକାଳେ ପ୍ଲାଣ୍ଟସାଇଟ୍ ଥାନା ଅଧୀନସ୍ଥ ମହତାବ ରୋଡ୍ ଅଞ୍ଚଳର ମୀନାପଡ଼ାରେ ଏକ ସ୍ୱତନ୍ତ୍ର ଚଢାଉ କରାଯାଇଥିଲା। ଏଥିସହିତ ପ୍ଲାଣ୍ଟସାଇଟ୍ ଥାନାର ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା […]

ଜଗତସିଂହପୁର(ପ୍ରଫୁଲ ସାହୁ):ଜଗସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନା ପଂଚାୟତ ବରିମୂଳ ଗ୍ରାମ ର ଯୁଧିଷ୍ଠିର ଦାସଙ୍କ ଘର ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଚାରି ବଖରା ଘର ସମ୍ପୂର୍ଣ ପୋଡି ଯାଇଥିଲା।କେବଳ ଯାହା ପିନ୍ଧି ଥିଲେ ସେତିକି। ଧାନ, ଚାଉଳ, ଲୁଗାପଟା, ସୁନାରୁପା, ଆସବା ପତ୍ର, ସହିତ ସମସ୍ତ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି।ଏହି ଦୁଖଃଦ ଖବର ଟିମ ସେବା ଫାଉଣ୍ଡେସନ ଜାଣିବା ପରେ, ଯୁଧିଷ୍ଠିରଙ୍କ ଘରେ ପହଂଚିଥିଲେ। […]

ଭଦ୍ରକ:(ଶୁଭ୍ରକାନ୍ତ ରାଉତରାୟ): ଭଦ୍ରକ ସଂସ୍କୃତି ଭବନରେ ଗାଳ୍ପିକ ଅଧିବକ୍ତା ତଥା ଯୁବ ନାଟ୍ୟକାର ରୁଦ୍ରକାନ୍ତ ରାଉତରାୟଙ୍କ ଗଳ୍ପ ସଂକଳନ “ଅନ୍ତଃହୀନ ଜ୍ୟୋସ୍ନା” ଲୋକାର୍ପିତ ହୋଇ ଯାଇଛି। ବିଶିଷ୍ଠ କବୟିତ୍ରି ସଂଯୁକ୍ତା ବଳ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ସାହିତ୍ୟିକ ସମାଜସେବୀ ଅଜୟ ନାୟକ, ବରେଣ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଅଧ୍ୟାପକ ଡଃ ବିଶ୍ଵରଞ୍ଜନ ଦାସ ଯୋଗ ଦେଇଥିଲେ ।ଏହି ଗଳ୍ପ ସଂକଳନ ରେ […]

କୃଷ୍ଣପ୍ରସାଦ(ଗୋପାଳକୃଷ୍ଣ ରଥ):ଚିଲିକାରେ ସରକାରଙ୍କ କଟକଣାକୁ ଫୁ’ ।ବିପଦପୂର୍ଣ୍ଣ ଭାବେ ଚାଲିଛି ଯାତ୍ରା।ପ୍ରଶାସନର ଚିଠି ଓ ନିର୍ଦ୍ଦେଶ ପରେ ମଧ୍ୟ ଯାତ୍ରୀବାହୀ ଡଙ୍ଗା ଓ ଭସାପୋଲରେ ଯାତ୍ରୀଙ୍କୁ ଦିଆଯାଉନାହିଁ ଲାଇଫ୍ ଜ୍ୟାକେଟ । ଫଳରେ ପ୍ରତିଦିନ ଜୀବନକୁ ବିପଦରେ ପକାଇ ଯାତ୍ରା କରୁଛନ୍ତି ଶତାଧିକ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବାରମ୍ବାର ସଚେତନତା ସତ୍ତ୍ୱେ ନିୟମକୁ ଅଣଦେଖା କରାଯାଉଛି ।କୌଣସି ଅଘଟଣ ଘଟିଲେ ତାହାର ଦାୟିତ୍ୱ କିଏ ନେବ ବୋଲି […]

କୃଷ୍ଣ ପ୍ରସାଦ(ଗୋପାଳକୃଷ୍ଣ ରଥ):ନୀଳାମ୍ବୁ ଚିଲିକାରୁ ୯୨୦ ଏକର ବେଆଇନ ଘେରି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ନୀଳମ୍ବୁ ଚିଲିକାକୁ ଘେରି ମୁକ୍ତ କରିବାର ଅଭିଯାନ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ, ତହସିଲ ପ୍ରଶାସନ ର ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ସୋମବାର ତିତିପ ରାଜସ୍ବ ସର୍କଲ […]

କୃଷ୍ଣପ୍ରସାଦ(ଗୋପାଳ ରଥ): ଦେଶ ବାହାରେ ଯୁଦ୍ଧ, ଦେଶ ଭିତରେ ନାହିଁ ନାହିଁର ଜୀବନ।ହୁହୁ ହୋଇ ବଢୁଛି ବଜାର ଦର, ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ। ଏଥିରୁ ଚିଲିକାର ମତ୍ସଜୀବୀ ବା ବାଦ଼ ଯିବେ କିପରି। ତେଲ ଟାଙ୍କିରେ ତେଲ ନଥିବାରୁ ଚିଲିକାକୁ ଯାଇପାରୁନାହାନ୍ତି ମତ୍ସ୍ୟଜୀବୀ।ଡଙ୍ଗା ଘାଟରେ ଅଟକି ରହିଥିବାବେଳେ, ମାଛ ଧରା କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ପ୍ରତିଦିନ ଚିଲିକାକୁ ଯାଇ ଜୀବିକା ନିର୍ବାହ କରୁଥିବା ଶତାଧିକ ମତ୍ସ୍ୟଜୀବୀ […]

ପୁରୀ(ଜୟକୃଷ୍ଣ ଦାସ): ଆଜି ସନ୍ଧ୍ୟା ପ୍ରାୟ ୫ଟା ୫୫ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଖବର ନଜରକୁ ଆସିଥିଲା। ସିଂହଦ୍ୱାର ଥାନା ପୋଲିସ ଓ ଏକ ସ୍ୱତନ୍ତ୍ର ଟିମ୍ ତତ୍କ୍ଷଣାତ୍ ଡ୍ରୋନ୍‌ଟିକୁ କାବୁ କରିବା ପାଇଁ କାର୍ଯ୍ୟରତ ହୋଇଥିଲେ। ଏହି ଅଭିଯାନ ମଧ୍ୟରେ ଧାନକୁଟି ସାହି ଗଳି ଅଞ୍ଚଳରୁ ଜଣେ ବ୍ୟକ୍ତି ଡ୍ରୋନ୍‌ଟିକୁ ଅପରେଟ୍ କରୁଥିବା ବେଳେ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଝାଡ଼ଖଣ୍ଡ […]

Pin It on Pinterest