ନୂଆଦିଲ୍ଲୀ(ବାସ୍ତବ କଥା)୨୪/୦୭: ଓଡ଼ିଶାର ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ୧୫୦ କିଲୋମିଟର ଦୀର୍ଘ ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୯୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।ଏହି ପ୍ରକଳ୍ପଟି ୨୦୦୩-୦୪ ରେଳ ବଜେଟରେ ୭୨୭ କୋଟି ଟଙ୍କାର ପ୍ରାରମ୍ଭିକ ବ୍ୟୟ ଅଟକଳ ସହ ସାମିଲ କରାଯାଇଥିଲା। ବର୍ତ୍ତମାନ ପ୍ରକଳ୍ପର ସର୍ବଶେଷ ବ୍ୟୟ ଅଟକଳ ୩,୩୯୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା […]

କଟକ(ସଞ୍ଜୟ ଶତପଥୀ): ଓଡ଼ିଶା ହେଉଛି ଶକ୍ତି ଆରାଧନାର ଏକ ପବିତ୍ର ଭୂମି। ଏଠାରେ ଗାଁ ଗାଁରେ, ପୀଠ ପୀଠରେ ମା’ ଶକ୍ତିରୂପିଣୀ ଭାବେ ବିରାଜମାନ। ଏହି ସଂସ୍କୃତି ଓ ବିଶ୍ୱାସର ଏକ ଜୀବନ୍ତ ତଥା ଅନନ୍ୟ ଉଦାହରଣ ଦେଖିବାକୁ ମିଳେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଜୟପୁର ଗ୍ରାମରେ, ଯେଉଁଠାରେ ପୂଜା ପାଉଛନ୍ତି ଜଗଜ୍ଜନନୀ ମା’ ମଙ୍ଗଳା। ଏହି ପୀଠ କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ନିସ୍ୱାର୍ଥପର ସେବା […]

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ଓଡ଼ିଶାର ବିଶେଷ ଭାବେ ବିପନ୍ନ ଜନଜାତି ଗୋଷ୍ଠୀଙ୍କ ସାମାଜିକ, ସାଂସ୍କୃତିକ ଓ ସ୍ୱାସ୍ଥ୍ୟ ସ୍ଥିତି ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବ୍ୟାପକ ବୈଷୟିକ ରିପୋର୍ଟ ପ୍ରକାଶ ପାଇଛି। ଏହି ଉପଲକ୍ଷେ ଲୋକସେବା ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ଡଃ ହରିବାବୁ କମ୍ଭମପତି ଏହି ସାକ୍ଷ୍ୟ-ଆଧାରିତ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର […]

ଭୁବନେଶ୍ୱର(ପ୍ରଶାନ୍ତପାଇକରାୟ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଆଜି ଥିଲା ଉଦ୍‍ଯାପନୀ ସଂଧ୍ୟା ।ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ ଗାୟକ ଥିଲେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପ୍ରଫେସର ରାମହରି ଦାସ, ସେ ପରିବେଷଣ କରିଥିଲେ ଚନ୍ଦନ ହଜୁରି ରଚନାରୁ ଚନ୍ଦନ ଲାଗି […]

ବାଲେଶ୍ଵର(ବାସ୍ତବକଥା): ହେରା ପଞ୍ଚମୀ ଅବସରରେ ସୋମବାର ସନ୍ଧ୍ୟାରେ ଇମାମି ଗୁଣ୍ଡିଚା ମନ୍ଦିର ଭକ୍ତି, ପାରମ୍ପରିକତା ଓ ସାଂସ୍କୃତିକ ରଙ୍ଗରେ ରଙ୍ଗୀନ ହୋଇ ଉଠିଥିଲା। ସୁସଜ୍ଜିତ ଆଲୋକମାଳା ଓ ଭଜନ ସଙ୍ଗୀତର ମାଧୁର୍ଯ୍ୟ ମନ୍ଦିର ପରିସରକୁ ଏକ ଅଲୌକିକ ରୂପ ଦେଇଥିଲା। ପୂର୍ବ ନିର୍ଧାରିତ ସମୟାନୁସାରେ ଶ୍ରୀବିଗ୍ରହଙ୍କର ତୁଳସୀ ଅଭିଷେକ କରାଯାଇଥିଲା। ଏହା ପରେ ଇମାମି କଲୋନୀର ପରିବାରବର୍ଗ ଏକତ୍ରିତ ହୋଇ ଶ୍ରଦ୍ଧାର ସହ ‘ଫ୍ୟାମିଲି ଭୋଗ’ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ […]

ବାଲେଶ୍ବର(କୃଷ୍ଣ କୁମାର ମହାନ୍ତି): ସୋମବାର ଦିନ ବ୍ୟାଙ୍କ ଅଫ୍ ବରୋଦା ତାର ୧୧୯ତମ ପ୍ରତିଷ୍ଠା ଦିବସ ବଡ଼ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଦେଶର ସମସ୍ତ ଶାଖା ଓ କାର୍ଯ୍ୟାଳୟ ସହ ମିଶି ବାଲେଶ୍ବର ମୁଖ୍ୟ ଶାଖା ମଧ୍ୟ ଏହି ଅବସରକୁ ବିଶେଷ ଭାବେ ପାଳନ କରିଥିଲା। ଏ ବର୍ଷ ପ୍ରତିଷ୍ଠା ଦିବସର ଥିମ୍ ଥିଲା ‘ବିଶ୍ବାସ ସହିତ ନେତୃତ୍ବ’। ଏହି ଅବସରରେ ବ୍ୟାଙ୍କ ତରଫରୁ କର୍ପୋରେଟ୍ ସାମାଜିକ ଦାୟିତ୍ବ […]

କଳିଙ୍ଗ ଯୁବସେନା କୁ ମିଳିଲା “ପଦାରବିନ୍ଦ ସେବା ସମ୍ମାନ -୨୦୨୬”…. କଟକ(ସଞ୍ଜୟ ଶତପଥୀ): ସେବା ଓ ସମର୍ପଣ ହିଁ ଶ୍ରେଷ୍ଠ ସେବକର ପରିଚୟ,ପଦାରବିନ୍ଦ ସ୍ମୃତି ସମର୍ପିତ ଆଲୋଚନାରେ ବକ୍ତାଙ୍କ ମତ‌।ପରିବେଶ ଆଜି ସମାଜର ସର୍ବଶ୍ରେଷ୍ଠ ଆହ୍ୱାନ ଓ ପ୍ରତ୍ୟେକ ନାଗରିକ ଏଥିପାଇଁ ଜାଗ୍ରତ ନହେଲେ ପରପିଢ଼ି ଭୟଙ୍କର ଦୁର୍ଦଶା ଭୋଗିବେ ତେଣୁ ଜଳ, ଭୁମି, ବାୟୁ ଓ ଆକାଶକୁ ନିର୍ମଳ ରଖିବାର ସମସ୍ତଙ୍କର ଦାୟିତ୍ୱ। ଲୋକସେବକ ଯୁବମଣ୍ଡଳ ପକ୍ଷରୁ ଆଜି […]

କାକଟପୁର(ମାନସ ସାମଲ): କାକଟପୁର-ଅସ୍ତରଙ୍ଗ ମୁଖ୍ୟରାସ୍ତାସ୍ଥିତ ଜିଉନ୍ତିଠାରେ ‘ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କାକଟପୁର, ଅସ୍ତରଙ୍ଗ, ଗୋପ ବ୍ଲକ ଏବଂ କୋଣାର୍କ ଏନ୍‌ଏସି ଅଞ୍ଚଳରୁ ୨୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦେଇ ଆଗାମୀ ଦିନର ସମାଜସେବା କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରାକେଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଟ୍ରଷ୍ଟ ସଭାପତି ସତ୍ୟପ୍ରିୟ ବେହେରା, ପଞ୍ଚାୟତ ସମିତି […]

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଉଦ୍‍ଘାଟନୀ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି । ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ଓ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନେ ଯୋଗଦାନ କରି […]

ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦ ଙ୍କ ବିଶେଷ ଜନସମ୍ପର୍କ ଅଭିଯାନ ଚିଲିକା- ତାରିଖ୧୯/୦୭(ଅଶୋକ କୁମାର ନାୟକ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସଫଳ ୧୨ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ରବିବାର ଦିନ ଆୟୋଜିତ ବିଶେଷ ଜନସମ୍ପର୍କ ଅଭିଯାନରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଏବଂ […]

Pin It on Pinterest