ସଂଜୟ ଶତପଥୀ(କଟକ)୨।୭ : ଭକ୍ତିରେ ବନ୍ଧା, ଭାବରେ ଛନ୍ଦା । ତାଙ୍କରି ଯାତ୍ରାକୁ ନେଇ ମହାନଦୀବିହାରସ୍ଥିତ ମଙ୍ଗଳାମନ୍ଦିର ଛକରେ ଆୟୋଜିତ ହେଉଅଛି ଶ୍ରୀଗୁଣ୍ଡିଚା ମହୋତ୍ସବ – ୨୦୨୫ । ମହୋତ୍ସବ କମିଟିର ଆବାହକ ସଞ୍ଜୟ ଜେନା ଓ ହିମାଂଶୁ ଷଡ଼ଙ୍ଗୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଷଷ୍ଠ ସନ୍ଧ୍ୟାରେ,ଉଦଘାଟକ ଭାବେ କଟକ ଡିସିପି ରିଷିକେଶ ଖିଲାର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, […]
Odishanews
ରଥଯାତ୍ରା ଅବ୍ୟବସ୍ଥା ଓ ବିଏମସିରେ ଗୁଣ୍ଡାରାଜ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦିତ କରିଛି।ବିଏମସି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ।ଭୁବନେଶ୍ୱର(ନି.ପ୍ର)୦୨/୦୭: ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହେବା ଓ ପୁରୀରେ ରଥଯାତ୍ରାକୁ ନେଇ ବ୍ୟାପକ ଅବ୍ୟବସ୍ଥା ପରେ, ଆଇନ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏହି ଦୁଇ ଘଟଣା ସାରା ଦେଶରେ […]
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ୫୪ନଂ ରାଜ୍ୟ ରାଜପଥ କଡ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର ସମସ୍ତ କର୍ମକର୍ତ୍ତା ଙ୍କ ମିଳିତ ଉଦ୍ୟମରେ ଜୋନ୍ ର ସଭାପତି ଟିଙ୍କୁ ଉଗର ଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇ ଥିଲା। ଏଥିରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର […]
ବରଗଡ଼/ଡୁଙ୍ଗୁରିପାଲି୦୨/୦୭(ନବୀନ କୁମାର ଦାଶ):ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ପ୍ରତିଷ୍ଠାତା ସଂପାଦକ ଉଦ୍ଧବ ବାରିକ ଙ୍କ ଆବାହକତ୍ବ ରେ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଶବ୍ଦନୃତ୍ୟ ପ୍ରଣେତା ଗୋଟିଏ ଦିନ ରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଭାଷା ଆନ୍ଦୋଳନ ର ମହାସାରଥୀ ଗୁରୁ ଶ୍ରୀ ଭଗବାନ ସାହୁ ଙ୍କ ୯୫ତମ ଜନ୍ମବାର୍ଷିକୀ ପାଳନ ଓ ପରେ କବିତା ଆସର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସାରସମାଲ […]
ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠଙ୍କୁ ସାକ୍ଷାତକାର କାର୍ଯ୍ୟ କ୍ରମ ପରିପ୍ରେକ୍ଷୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଂପାଦକ ଗୋବିନ୍ଦ ଦାଶ ଙ୍କ ନେତୃତ୍ବରେ ଆଜୀବନ ସଦସ୍ୟ,ଅବସରପ୍ରାପ୍ତ ଡାକ କର୍ମଚାରୀ ବାସୁଦେବ ପ୍ରଧାନ ଙ୍କୁ ତାଙ୍କ ୱାର୍ଡ ନଂ ୧୮ ସ୍ଥିତ ଭାରତୀ ନଗର ବାସଭବନ ରେ ସାକ୍ଷାତ କରିବା ସହିତ ନିକଟ ରେ ସମ୍ବଲପୁର ରୁ ତାଙ୍କର ସଫଳ ଅସ୍ତ୍ରୋପଚାର କରି ଫେରିଥିବା […]
ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ରେ ସବୁ ଗଡବଡ।ବରଗଡ଼ ନିଶାର ଗଡ ସହ ଚୋର ଡକା ୟତ ଙ୍କ ଗଡ ସାଜି ଅଞ୍ଚଳରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଦିନକୁ ଦିନ ନୂଆଁ ନୂଆଁ ଘଟଣା ଗୁଡ଼ିକ ଘଟି ନିରୀହ ଜୀବନ ବଳି ପଡ଼ିବା ସହ ଲୋକେ ସର୍ବସ୍ବାନ୍ତ ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।ସେଥିମଧ୍ୟରୁ ଅତାବିରା ଅନ୍ୟତମ ।ଅଞ୍ଚଳ ଟି ଚାଷ ପ୍ରବଣ ଅଞ୍ଚଳ ଭାବେ […]
କେନ୍ଦ୍ରାପଡ଼ା(ନି.ପ୍ର): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ମୂର୍ଚ୍ଛନା ଭଜନ ମଞ୍ଚ ର କଳାକାର ମାନେ ଚିତା କର୍ଶକ ଭଜନ ପରିବେଷଣ କରିଥିଲେ। ପ୍ରାରମ୍ଭରେ ମୂର୍ଚ୍ଛନା ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସମସ୍ତ କଳାକାର ମାନଙ୍କ […]
ବରଗଡ଼୦୧/୦୭(ନବୀନ କୁମାର ଦାଶ):ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଅମା ନୁଷିକ ଆକ୍ରମଣକୁ ଦୃଢ଼ନିନ୍ଦା କରି ବରଗଡ ଜିଲ୍ଲାରେ କାର୍ଯ୍ୟ ରତ ୪୨ ଜଣ ଓଏଏସ ଅଧି କାରୀ ଏବଂ ୨୨ ଜଣ ଓଆର ଏସ ଅଧିକାରୀଙ୍କୁ ମିଶାଇ ସମୁ ଦାୟ ୬୫ ଜଣ ଅଧିକାରୀ ଆଜି ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଆବେଦନ ପତ୍ର […]
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା,କ୍ରୀଡା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ୨୨୦୭.୭ ଲକ୍ଷ ଅଟକଳ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ହିତାଧିକାରୀଙ୍କୁ ପ୍ରଦାନ କଲେ ବିଭିନ୍ନ ସରକାରୀ ସୁବିଧା। ବରଗଡ଼(ନବୀନ ଦାଶ) ୨୮/୦୬:ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି।ସମାବେଶରେ ମୁଖ୍ୟ ଅତିଥି ଭାବେ […]
୨୯ରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ।ଭୁବନେଶ୍ୱର(ନି.ପ୍ର)୨୮/୦୬: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ […]


