ଭୁବନେଶ୍ୱର(ନି.ପ୍ର)୨୦/୦୮/୨୦୨୪: ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନୁଷ୍ଠିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟଥିବାବେଳେ, ଦୁଇ ତୃତୀୟାଂଶ ଭୋଟ ନପଡିବାରୁ ପ୍ରସ୍ତାବଟି ଖାରଜ ହୋଇଯାଇଛି। ତେଣୁ ଅଧ୍ୟକ୍ଷ ପଦରେ ଥିବା ବିଜୁ ଜନତା ଦଳର ସସ୍ମିତା ସାହୁ ପଦ ବଜାୟ ରଖୁବା ନିଶ୍ଚିତ ହୋଇଯାଇଛି। ଅନାସ୍ଥା ପ୍ରସ୍ତାବ କାଟ ଖାଇବା ବିଜୁ ଜନତା ଦଳ ପାଇଁ ଗୋଟିଏ ବଡ଼ ବିଜୟ ବୋଲି ବିବେଚନା କରାଯାଉଥିଲା ବେଳେ ଭାରତୀୟ ଜନତା ପାର୍ଟି, […]
Odishanews
ବରଗଡ(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ସଂସ୍କୃତ ଶିକ୍ଷକ ଯୋଗେଶ୍ୱର ଶାସ୍ତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନବୀନ କୁମାର ଦାଶ ଯୋଗ ଦେଇ ଥିବାବେଳେ ଯୋଗେଶ୍ୱର ଶାସ୍ତ୍ରୀ ସମ୍ମାନିତ ଅତିଥି […]
ଭୁବନେଶ୍ୱର(ନି.ପ୍ର)୧୯/୮:ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସରେ ପହଞ୍ଚି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ ।ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରକ୍ଷା ବନ୍ଧନ ପାଇଁ ଅଭିନନ୍ଦନ ଜଣାଇଥିଲେ । ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ […]
କଟକ(ସଂଜୟ ଶତପଥୀ): ବିଶିଷ୍ଟ ପ୍ରାବନ୍ଧିକ, ମାନବବାଦୀ କଥାକାର, ଦରଦୀକବି, ସଫଳ ଗବେଷକ, ସୁବକ୍ତା ଓ ଛାତ୍ରବତ୍ସଳ ପ୍ରଫେସର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକଙ୍କର ନବମ ଶ୍ରାଦ୍ଧବାର୍ଷିକ ସମାରୋହ ପାଳିତ ହୋଇଯାଇଛି । ତୁଳସୀପୁରସ୍ଥିତ ସାମ୍ବାଦିକ କଲୋନୀରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଫେସର ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଶାନ୍ତିନିକେତନ ହିନ୍ଦୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟଅତିଥି, ପ୍ରଫେସର ରେବତୀରମଣ ମହାପାତ୍ର ମୁଖ୍ୟବକ୍ତା ଓ ବିଶିଷ୍ଟ […]
କେନ୍ଦ୍ରାପଡା(ନି.ପ୍ର): କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ହାତରେ ପିନ୍ଧିବା ପାଇଁ,ରାକ୍ଷୀ ପଠାଗଲା ନୂଆଦିଲ୍ଲୀ । ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ରାକ୍ଷୀ ପୂର୍ଣ୍ଣିମାର ଯଥେଷ୍ଟ ଦିନ ପୂର୍ବରୁ ସେ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଆବାସକୁ ସ୍ନେହ ଆଦରରେ ହାତତିଆରି ରାକ୍ଷୀ ପଠାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ମଧ୍ୟ ତାଙ୍କର ହାତ ତିଆରି ରାକ୍ଷୀ ପିନ୍ଧିବେ […]
କଟକ(ନି.ପ୍ର): ସର୍ବଶକ୍ତିମାନ ମହାବିଷ୍ଣୁଙ୍କ ଦଶମ ଅବତାର ଭଗବାନ କଳକୀଙ୍କ ପ୍ରଚାର ପ୍ରସାର କରି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଅନନ୍ତମାଧବଙ୍କ ଜନ୍ମ ଶତବାର୍ଷିକୀ ଧୂମଧାମରେ ପାଳନ କରାଯାଇଛି । ସୁଧର୍ମା ଭବନରେ ବାବା ଅନନ୍ତମାଧବଙ୍କ ସମାଧିପୀଠରେ ଆୟୋଜିତ ଶତବାର୍ଷିକୀ ସତସଙ୍ଗକୁ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ଉଦଘାଟନ କରିବା ସହିତ ସ୍ମରଣିକା ଉନ୍ମୋଚନ କରିଥିଲେ । ପ୍ରବଚକ ବିନୋଦ ବିହାରୀ […]
କେନ୍ଦ୍ରାପଡା(ନି.ପ୍ର): କେନ୍ଦ୍ରାପଡା ଜିଲା ଡେରାବିଶ ବସପୁର ନିକଟ ଲୁଣା ନଦୀକୁ ଶନିବାର (ଆଜି)ମଧ୍ୟାହ୍ନରେ ସମ୍ବିତ ସ୍ବାଇଁ(୩୮) ନାମକ ଜଣେ ଯୁବକ ଡେଇଁପଡ଼ି ନିଖୋଜ ହୋଇଯାଇଛନ୍ତି। ଖବର ଅନୁଯାଇ ଯୁବକଙ୍କ ଘର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲେ ଗ୍ରାମ ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ପୁଅ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ କର୍ମଚାରୀ ସମ୍ପୃକୁ ଯୁବକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିବା ବେଳେ ଏପର୍ଯ୍ୟନ୍ତ ସନ୍ଧାନ ମିଳିନାହିଁ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, […]
ଭୁବନେଶ୍ୱର(ନି.ପ୍ର): ଭାରତୀୟ ହକି ଦଳ ର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସ ଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟନାୟକ ନବୀନ ନିବାସ ରେ ସମ୍ବର୍ଦ୍ଧିତ କରିଛନ୍ତି. ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରା ଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ. ଅମିତ ଙ୍କୁ ଓଡିଶା ର ଗର୍ବ ଭାବରେ ଶ୍ରୀ ପଟନାୟକ ବର୍ଣ୍ଣନା କରିବା […]
କଟକ(ସଂଜୟ ଶତପଥୀ): ୧୫/୦୮ଗତ କାଲି ସିଏମସି କାଉନସିଲ ବୈଠକରେ ବକ୍ସି ଜଗବନ୍ଧୁଙ୍କର ପୂର୍ଣ୍ଣ ଅବ୍ୟୟବ ମୂର୍ତ୍ତି ବକ୍ସିବଜାର ଛକରେ ସ୍ଥାପନ ହେବାପାଇଁ ଅଗଷ୍ଟ ମାସ ୩୧’ତାରିଖ ଚୁଡାନ୍ତ କରାଯାଇଛି ବୋଲି ମେୟର ସୁବାଷ ସିଂ କାଉନସିଲ ମାଧ୍ୟମରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, […]
ବରଗଡ(ନବୀନ ଦାଶ):ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ “ଆଜାଦି କା ଅମୃତ ମହୋତ୍ସବ” ୭୮ ତମ ସ୍ବାଧିନତା ଦିବସ ଅବସରରେ ଅତାବିରା ଟ୍ରକ୍ ମାଲିକ ସଂଘ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଲୟ ପକ୍ଷରୁ ସଂଘ ର ସଭାପତି ଭୂପେନ୍ଦ୍ର କୁମାର ପଟେଲ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ଫିତା କାଟି ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ […]


