କଟକ(ସଂଜୟ ଶତପଥୀ) ୨୬।୦୮ : ମହାନଦୀବିହାର ବାସିନ୍ଦା ସମାଜସେବୀ ସଞ୍ଜୟ ଜେନା ଓ ଶିକ୍ଷାବିତ ଦେବର୍ଷୀ ରାଉତଙ୍କ ସୁପୁତ୍ର ସାଇ ସୌରଭ ଜେନା ୧୭ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ୨୦୨୪ ମସିହାରେ ଏହି ସଫଳତା ପାଇବାରେ ସାଇ ସୌରଭ ଓଡ଼ିଶାର ପ୍ରଥମ ଛାତ୍ର । ସୂଚନାଯୋଗ୍ୟ, ଦୈନଦିନ ଜୀବନରେ ବିଭିନ୍ନ ପ୍ରକାରର ପାରିବାରିକ ଓ ସାମାଜିକ ବ୍ୟାପାରକୁ ନେଇ ଉପୂଜୁଥିବା ସମସ୍ୟାରେ […]

ବରଗଡ଼୨୫.୮(ନବୀନ କୁମାର ଦାଶ):ରବିବାର ଦିନ ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟ ଠାରେ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି।ବରିଷ୍ଠ ନାଗରିକ ସଂଘ ଉପସଭାପତି ଗୈାନ୍ତିଆ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମଧୁଛନ୍ଦା ସାହୁ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ଏବଂ ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ଶାନ୍ତି ସୁନା -ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବରଗଡ଼ ଯୋଗ ଦେଇ ଏହି […]

ଭୁବନେଶ୍ବର(ନି.ପ୍ର): ବିଜୁ ଜନତାଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ଶ୍ରୀମତୀ ସୋଫିଆ ଆଲମ ବାଚସ୍ପତିକୁ ଅସମ୍ମାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି I ଶ୍ରୀମତୀ ସାହୁ କହିଥିଲେ, ଆଜି ବିଜେପିର ରାଜ୍ୟ ସଭାନେତ୍ରୀ ଐଶର୍ଯା ବିଶ୍ବାଳଙ୍କ ଦ୍ବାରା ବିଧାନସଭରେ ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସମୟରେ ବାଚସ୍ପତି […]

ବରଗଡ଼୨୩.୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ମହାକାଶ ଦିବସ ପାଳିତ ହୋଇ ଯାଇଛି। କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଲରମ୍ଭା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିନୟ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରବିନ୍ଦ୍ର କୁମାର ନାଏକ ମଂଚାସୀନ […]

ବରଗଡ-୨୦.୮(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ଠାରେ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଚାରି ଥାକିଆ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସରଣ୍ଡା ଛକ ରୁ ପାଖାପାଖି ୪୦୦ ମିଟର ଦୂର ଝାଉଁଯୋର୍ ନିକଟ ରେ ସମ୍ବଲପୁର-ବରଗଡ ୱେ ରେ ସମ୍ବଲ ପୁର ପଟୁ ବରଗଡ ଅଭିମୁଖେ ଯାଉ ଥିବା ଏକ ଦ୍ରୁତଗାମୀ ବୋଲେ ରୋ ପିକ୍ ଅପ୍ ନଂ-ଓଡି ୧୭ଏଫ୍ ୩୧୪୭ ହଠାତ୍ ବ୍ରେକ […]

ଭୁବନେଶ୍ୱର(ନି.ପ୍ର)୨୦/୦୮/୨୦୨୪: ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନୁଷ୍ଠିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟଥିବାବେଳେ, ଦୁଇ ତୃତୀୟାଂଶ ଭୋଟ ନପଡିବାରୁ ପ୍ରସ୍ତାବଟି ଖାରଜ ହୋଇଯାଇଛି। ତେଣୁ ଅଧ୍ୟକ୍ଷ ପଦରେ ଥିବା ବିଜୁ ଜନତା ଦଳର ସସ୍ମିତା ସାହୁ ପଦ ବଜାୟ ରଖୁବା ନିଶ୍ଚିତ ହୋଇଯାଇଛି। ଅନାସ୍ଥା ପ୍ରସ୍ତାବ କାଟ ଖାଇବା ବିଜୁ ଜନତା ଦଳ ପାଇଁ ଗୋଟିଏ ବଡ଼ ବିଜୟ ବୋଲି ବିବେଚନା କରାଯାଉଥିଲା ବେଳେ ଭାରତୀୟ ଜନତା ପାର୍ଟି, […]

ବରଗଡ(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ସଂସ୍କୃତ ଶିକ୍ଷକ ଯୋଗେଶ୍ୱର ଶାସ୍ତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନବୀନ କୁମାର ଦାଶ ଯୋଗ ଦେଇ ଥିବାବେଳେ ଯୋଗେଶ୍ୱର ଶାସ୍ତ୍ରୀ ସମ୍ମାନିତ ଅତିଥି […]

ଭୁବନେଶ୍ୱର(ନି.ପ୍ର)୧୯/୮:ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସରେ ପହଞ୍ଚି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ ।ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରକ୍ଷା ବନ୍ଧନ ପାଇଁ ଅଭିନନ୍ଦନ ଜଣାଇଥିଲେ । ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ […]

କଟକ(ସଂଜୟ ଶତପଥୀ): ବିଶିଷ୍ଟ ପ୍ରାବନ୍ଧିକ, ମାନବବାଦୀ କଥାକାର, ଦରଦୀକବି, ସଫଳ ଗବେଷକ, ସୁବକ୍ତା ଓ ଛାତ୍ରବତ୍ସଳ ପ୍ରଫେସର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକଙ୍କର ନବମ ଶ୍ରାଦ୍ଧବାର୍ଷିକ ସମାରୋହ ପାଳିତ ହୋଇଯାଇଛି । ତୁଳସୀପୁରସ୍ଥିତ ସାମ୍ବାଦିକ କଲୋନୀରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଫେସର ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଶାନ୍ତିନିକେତନ ହିନ୍ଦୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟଅତିଥି, ପ୍ରଫେସର ରେବତୀରମଣ ମହାପାତ୍ର ମୁଖ୍ୟବକ୍ତା ଓ ବିଶିଷ୍ଟ […]

Pin It on Pinterest