ସଂଜୟ ଶତପଥୀ(କଟକ): ଭାଜପା କଟକ ନଗର ଶିକ୍ଷକ ପ୍ରକୋଷ୍ଠ ତରଫରୁ ବାଖରାବାଦ ସ୍ଥିତ ଗାନ୍ଧି ଭବନରେ ଆର ବାଲ ସୁବ୍ରମଣ୍ୟମଙ୍କ ଲିଖିତ Power within the leadership legacy of Narendra Modi ପୁସ୍ତକ ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଥିଲା।କଟକ ନଗର ସଂଯୋଜିକା ଶ୍ରୀମତୀ ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇ ପୁସ୍ତକ […]

ରାଉରକେଲା(ନି.ପ୍ର): ବିଭିନ୍ନ ସମୟରେ ସାଧାରଣ ଲୋକେ ଅନେକ ଠକ ହାବୁଡରେ ପଡି ପୋଲିସର ଆଶ୍ରା ନିଅନ୍ତି,ହେଲେ ପୋଲିସ ଆଜି ଠକ କବଳରେ ପଡି ଥାନାରେ ଏତଲ ଦେବା ଦେଖିବାକୁ ମିଳିଛି।ଘର କିଣି ଦେବାକୁ କହି ବନ୍ଧମୁଣ୍ଡା ଥାନାର ଜଣେ ଅବସରପ୍ରାପ୍ତ ପୁଲିସ ସବଇନ୍ସପେକ୍ଟର ଠାରୁ ସମାଜସେବାର ଖୋଳପା ପିନ୍ଧା ଶଶଧର ପଣ୍ଡା ୩୩ଲକ୍ଷ ଚୁନ ଲଗାଇ ଧରଛୁଆଁ ନଦେବାରୁ,ଥାନାରେ ଶଶଧର ପଣ୍ଡାଙ୍କ ନାଁରେ ଠକେଇ ଅଭିଯୋଗ। ସୁଚନା ଅନୁଯାଇ ଶ୍ରୀ […]

ସଂଜୟ ଶତପଥୀ(କଟକ): କଟକ ର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିସରରେ ଥିବା ମଧୁସୂଦନ କକ୍ଷରେ ମହାସମାରୋହରେ ମହାବିଦ୍ୟାଳୟର ମାନନୀୟା ଅଧ୍ୟକ୍ଷା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼ଃ ସେକ୍ କଲିମୁଲ୍ଲା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ର ଅଧୂକାରିଣୀ ଡାକ୍ତର ଶ୍ରୀମତୀ ଯୋଗମାୟା ପଣ୍ଡା ଅତିଥି […]

ସଂଜୟ ଶତପଥୀ(କଟକ): କଟକ ର ବହୁ ପୁରାତନ ଯୁବ ସଂଗଠନ ବନ୍ଧବାଶେଳୀ କ୍ଲବ ପକ୍ଷରୁ କ୍ଲବ ପରିସରରେ ଶ୍ରୀ ବୁଢା ଗଣେଶଙ୍କ ନିକଟରେ ପବିତ୍ର ଘାଣ୍ଟ ଭୋଗ ଲାଗି,କଟକିଆ ଙ୍କୁ ବଣ୍ଟନ କରାଯାଇଥିଲା।ଏହା କଟକ ର ଭାଇଚାରା କୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ସଂଗଠନ ର ପ୍ରୟାସ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ସହରର ବରିଷ୍ଠ ମୂରବୀ ଶ୍ରୀ କବୀନ୍ଦ୍ର ସାହୁ, ଶ୍ରୀ ନିବାସ ମିଶ୍ର, […]

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା.ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି.ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ଉଭୟ ବୈଠକ ସଂଯୋଜନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମନୋହର ରନ୍ଧାରୀ ,ବିଧାୟକ ଦିବ୍ୟଶଙ୍କର ମିଶ୍ର ,ବିଧାୟକ ମନୋରମା ମହାନ୍ତି, […]

କଟକ(ସଂଜୟ ଶତପଥୀ):୨୧/୯-ବିକଶିତ ଓଡିଶାର ସ୍ବପ୍ନ ଦେଖୁଥିବା ଓଡିଶା ନବନିର୍ମାଣ ବିକାଶମଞ୍ଚର କେନ୍ଦ୍ରୀୟ ସଭାପତି ତଥା ରେଭେନ୍ସା କଲେଜର ପୂର୍ବତନ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସଙ୍କୁ ସମାଜସେବା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପବିତ୍ର ଅନନ୍ତବ୍ରତ ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ ପ୍ରଫେସର ଡକ୍ଟର ଦାସଙ୍କୁ ଉପାୟନ, ପୁଷ୍ପଗୁଚ୍ଛ […]

ସଂଜୟ ଶତପଥୀ(କଟକ): ଏକ ଦୁଃଖଦ ଖବର ନାଟ୍ଯ ନିର୍ଦ୍ଦେଶକ ତଥା ଜନତା ରଙ୍ଗମଞ୍ଚର ଅନ୍ୟତମ ବରିଷ୍ଠ ପରିଚାଳନା କମିଟି ର ବର୍ଷିଆନ ସାଥି ନାରାୟଣ ସିଂହ ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ବିୟୋଗ ହୋଇଯାଇଛି ।ଶେଷ ନିଶ୍ବାସ ତ୍ଯାଗ କଲାବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।ଜନତା ରଙ୍ଗମଞ୍ଚ କୁ ପୁନର୍ଗଠନ କରିବା ପାଇଁ ବହୁ ଉଦ୍ୟମ ଅବ୍ୟାହତ ରଖିଥିଲେ ।ସେ […]

ପ୍ରକଳ୍ପକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ଭୁବନେଶର(ନି.ପ୍ର)୧୦/୦୯/୨୦୨୪:ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । […]

ବରଗଡ଼:-୯.୯(ନବୀନ କୁମାର ଦାଶ)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗି ବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେ ଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ପଦମପୁର ର […]

Pin It on Pinterest