ସଂଜୟ ଶତପଥୀ(କଟକ): ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରମାନଙ୍କ ଶହୀଦତାକୁ ସ୍ମରଣ କରିବା ପାଇଁ ଗତ ବର୍ଷ ଠାରୁ ସାରା ଦେଶରେ ୨୬ ଡିସେମ୍ବର କୁ ବୀର ବାଲ୍ ଦିବସ ରୁପେ ପାଳନ କରାଯାଉଛି।ଏହି ଅବସରରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ସ୍ଵାଧୀନତାର ସୁବର୍ଣ୍ଣଯୁଗରେ ‘ବୀର ବାଲ ଦିବସ’ ଆକାରରେ […]
Odishanews
ସଂଜୟ ଶତପଥୀ(କଟକ):କଟକ ନଗର ଜିଲ୍ଲା ବିଜେପି ତରଫରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଗତ କାଲି ଅପରାହ୍ନରେ କଟକ ସବ କଲେକଟରଙ୍କ ଅଫିସ ସମ୍ମୁଖରେ ରେ ନବୀନ ସରକାରର ଶଙ୍ଖ ଖୋଳପା ଭିତରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ ରାଜ୍ୟ ସଭା ସାଂସଦ ଧୀରାଜ ସାହୁଙ୍କ ଘରୁ ମିଳିଥିବା ବିପୁଳ ବେନାମୀ କଳା […]
ସଂଜୟ ଶତପଥୀ(କଟକ): ଦାରିଦ୍ର୍ୟ ସୀମାରେଖା ର ତଳେ ରାସ୍ତା କଡ଼ରେ ରହୁଥିବା ଅସହାୟ, ଦରିଦ୍ର, ନିଃସହାୟ ଓ ଅବହେଳିତ ତଥା ବୟସ୍କ ବ୍ୟକ୍ତିମାନେ ସଂପ୍ରତି ପ୍ରବଳ ଶୀତ ପ୍ରଭାବ ରେ ଦୟନୀୟ ଅବସ୍ଥାରେ ନିଜର ଜୀବନ କାଟୁଥିବା ବେଳେ ସହାୟତା ର ହାତ ବଢ଼ାଇଛି ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀରାମକୃଷ୍ଣ ମିଶନ୍। ବିଗତ ଦୁଇ ଦିନ ଧରି କଟକ ର ମାତାମଠସ୍ଥିତ ଶ୍ରୀରାମକୃଷ୍ଣ ମିଶନ୍ ର ପ୍ରମୁଖ, ସନାତନ ଧର୍ମର […]
ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆ ରେ ଏକ ନିର୍ଦ୍ଧାରିତ ସ୍ଥାନରେ ବିନା ଦେୟରେ ଉତ୍କଳ ଗୌରବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ଙ୍କ ନାମାନୁସାରେ ଏକ ମଞ୍ଚ ଯାହାକି “ମଧୁମଞ୍ଚ” ର ଆୟୋଜନ କରାଯାଇଥାଏ। ଏହି ମଞ୍ଚରେ ଐତିହାସିକ ବାଲିଯାତ୍ରା ର ଶୁଭାରମ୍ଭ ଠାରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ ମଧୁବାବୁ, ଓଡ଼ିଶାର ଅସ୍ମିତା ତଥା ଉତ୍କଳ ର ଭାଷା […]
ବାସ୍ତବବ୍ୟୁରୋ(କେନ୍ଦୁଝର) : ମୃତ୍ୟୁ କେତେବେଳେ ଆସେ କିଏବା କହିବ ।ମା’ତାରିଣୀଙ୍କ ଦର୍ଶନର ଅଭିଳାଷା ଆଶାର ହିଁ ରହିଗଲା। ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିଯୋଡି ଗ୍ରାମ ନିକଟରେ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୮(ଆଠ)ଜୀବନ । ଖବର ଅନୁଯାଇ, ଗଞ୍ଜମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ୩ଟି ପରିବାର ମା’ ତାରିଣୀଙ୍କ ଦର୍ଶନ ପାଇଁ ଏକ ଟାଟା ୱିଙ୍ଗର ଗାଡିରେ ଆସୁଥିବା ବେଳେ ଜାତୀୟ […]
ଆଦିତ୍ୟ ବେହେରା(ଭୁବନେଶ୍ବର): ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ ।୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡକ୍ଟର.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ । ୨୬ ଜାନୁଆରୀ ୧୯୫୦ […]
ସ୍ଵତନ୍ତ୍ର ପ୍ରତିନିଧି(କେନ୍ଦ୍ରାପଡ଼ା):-କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବସପୁର ଗ୍ରlମ ର କଳ୍ପନା ବାରିକଙ୍କର କିଛି ଦିନ ତଳେ, ଚାନ୍ଦୋଳ ସ୍ଥିତ ମକରାନନା କ୍ଲିନିକରେ ଏକ ଟିଉମର ଅପରେସନ ହେବାପରେ ସମ୍ପୂର୍ଣ ଖର୍ଚ୍ଚ ପଚିଶି ହଜାର ଦୁଇ ସହ ଟଙ୍କା ହୋଇଥିଲା ।ଯାହାକି ରାଜ୍ୟ ସରକାର ଙ୍କ ବିଜୁ ସ୍ଵାସ୍ତ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ bsky କାର୍ଡ ରୁ ଖର୍ଚ୍ଚ ହୋଇଥିଲl।ଅପରେସନ ବାବଦକୁ ଏକୋଇଶି ହଜାର ଟଙ୍କା ଓ ରକ୍ତ ଭଣ୍ଡାର […]
ନିରଂଜନ ଦାସ(ନୟାଗଡ):- ଖଣ୍ଡପଡ଼ା ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭ ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ତହସିଲଦାର ଧୋବେଇ ନାଏକ, ଏସଡିପିଓ ବିମଳ କୁମାର ବାରିକ, ଏଡିବିଓ ସୁବାଷ ଚନ୍ଦ୍ର ସେଠୀ , ଖଣ୍ଡପଡ଼ା ଥାନା ଅଧୀକାରି ଜ୍ୟୋତିପ୍ରକାଶ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ […]
ସଂଜୟ ଶତପଥୀ(କଟକ):କଟକର ଐତିହାସିକ ବାଲିଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କ ଅଧ୍ୟକ୍ଷତାରେ କଟକ ମହାନଗର ନିଗମ ସଭାଗୃହ ରେ ଡେପୁଟି ମେୟର ଙ୍କ ସହ ବିଭିନ୍ନ ରାଜନୈତିକ ନେତା, ସମାଜସେବୀ, ସମସ୍ତ କର୍ପୋରେଟର ଓ ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନନୀୟ ମେୟର ଶ୍ରୀ ସୁବାସ ସିଂ ଆଗାମୀ ବାଲିଯାତ୍ରା […]


