ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୮-୧-୨୦୨୨:ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ଆହାନରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଚାନ୍ଦବାଲି ଏନ ଏସି ସତ୍ୟସାଇ ସେବା ସଂଗଠନ ଆଶ୍ରମ ପରିସରରେ ଶୀତ କାଳିନ ସ୍ବତନ୍ତ୍ର ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତଦାନ ଶିବିରରେ ଚାନ୍ଦବାଲି ସତ୍ୟସାଇ ସେବା ସଂଗଠନର ଆବାହକ ରବିନ୍ଦ୍ର ଭୋଳଙ୍କ ସହିତ ଭଦ୍ରକ ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଶରତ ଆଚାର୍ଯ୍ୟ ଯୋଗ ଦେଇ […]
Odishanews
ସଂଜୟ ଶତପଥୀ(କଟକ): ଆଜି କେନ୍ଦ୍ରୀୟ ଭାଜପା ସଂଗଠନର ନିଷ୍ପତି ଅନୁଯାୟୀ ତୃଣ ମୂଳ ସଂଗଠନ ମଜଭୁତ କରିବା ପାଇଁ ସମସ୍ତ ମନ୍ତ୍ରୀ, ପଦାଧିକାରୀ ଙ୍କ କାର୍ଯ୍ୟକ୍ରମ ଅବସରରେ କଟକ ନଗର ଭାଜପା ଶାଖାର ବାରବାଟି ଓ ମହାନଦୀ ମଣ୍ଡଳର ପାଳକ ଦାୟିତ୍ୱ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହୋଦୟ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ ଦୁଇଟି ଅଲଗା ବୈଠକ ନେଇଥିଲେ। କଟକ ନଗର ସଭାପତି […]
ନର୍ଲା(ସନ୍ତୋଷ ପାତ୍ର)୦୩/୦୧/୨୩:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଜଣେ ସରକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଦୀର୍ଘ ବର୍ଷ ଧରି ସରକାରୀ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ, ନିକଟରେ ତାଙ୍କୁ ,ରାଜ୍ୟ ସରକାର ଜଳ ସେଚନ ବିଭାଗ ପକ୍ଷରୁ ଚିଠି ନ-28744/WR ତା-04/01/22 ରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା କୁ ବଦଳି କରାଯାଇଛି।ହେଲେ ତାଙ୍କ ରିଲିଭର ଆସି ନ ଥିବାରୁ,ଜିଲ୍ଲାପାଳ କଳାହାଣ୍ଡି ରିଲିଫ କରି ନ ଥିବା ବିଭାଗ ପକ୍ଷରୁ ସୂଚନା […]
ପ୍ରଶାନ୍ତ ଦାସ(ବାଲେଶ୍ବର): ଆଇସିୟୁରେ ଭର୍ତ୍ତି ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଗତ ସପ୍ତାହେ ହେଲା ସାଂସଦ ଶ୍ରୀ ଷଡ଼ଙ୍ଗୀ ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି (ସୋମବାର) ଅପରାହ୍ନରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷିଣ ନଜର ରଖିଛନ୍ତି […]
ଭୁବନେଶ୍ୱର(ପ୍ରମୋଦ ନାୟକ): ସମସ୍ତେ ନୂଆ ବର୍ଷ ଅପେକ୍ଷାରେ ଆଜି ବିଦାୟ ନେବ ୨୦୨୨ । ସମସ୍ତଙ୍କର ଅପେକ୍ଷା ଜିରୋ ନାଇଟ୍ ସେଲିବ୍ରେଶନକୁ ।ସ୍ବାଗତ କରିବେ ୨୦୨୩(ନୂଆବର୍ଷ)କୁ। ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ। ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି। ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୯//୧୨//୨୦୨୨:ଚାନ୍ଦବାଲି ବ୍ଲକର ମତୋ ଠାରେ ଲଳିତ ଶିବଶଙ୍କର ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ୩୩ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥାନୀୟ ମତୋ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପଲ୍ଲାଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।ତତ୍ପରେ କ୍ରୀଡା ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଠାରୁ କ୍ରୀଡା ବିରବାଦ୍ଯ […]
ସଂଜୟ ଶତପଥୀ(କଟକ)୨୮।୧୨ : କଟକ ୪୭ନଂ ୱାର୍ଡ ସ୍ଥିତ ମହାନଦୀ ବିହାର ବରିଷ୍ଠ ନାଗରିକ ମଂଚର ଅଷ୍ଟମ ବାର୍ଷିକୋତ୍ସବସଭାପତି ରବିନ୍ଦ୍ର ନାଥ ମହାନ୍ତିଙ୍କ ସଭାପତିତ୍ଵରେ ମହାନଦୀବିହାର ସ୍ଥିତ ମହାନଦୀ ଭବନଠାରେ ଅନୁଷ୍ଠିତହୋଇଯାଇଛି । ଏହି ବାର୍ଷିକୋତ୍ସବରେ ଚୌଦ୍ଵାର କଟକ ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଅମୂଲ୍ୟ ସମ୍ପଦ ।ତେଣୁ ଏହି ସମ୍ପଦକୁ ସଦାସର୍ବଦା ଯତ୍ନ ନେବା ନିହାତି ଆବଶ୍ୟକ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୮//୧୨//୨୦୨୨: ଚାନ୍ଦବାଲି ବ୍ଲକର ମତୋ ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟର ଶୀତକାଳୀନ ଜାତୀୟ ସେବା ଶିବିର ଉଦଘାଟିତ ହୋଇଯାଇଛି ।ସାତଘରିଆ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ , ନାଉଗୋରଡ଼ାରେ ଅନୁଷ୍ଠିତ ଉକ୍ତ ଶିବିରକୁ ବରିଷ୍ଠ ଅଧ୍ୟାପକ ଅଞ୍ଜନ କୁମାର ସାହୁ ଉଦ୍ଘାଟନ କରିଥିଲେ । ପୋଗ୍ରାମ ଅଫିସର ଶଶାଙ୍କ ଶେଖର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ପୂର୍ବତନ ପୋଗ୍ରାମ ଅଫିସର ମଦଳାସା ମଲ୍ଲିକ ଉପସ୍ଥିତ […]
ସଂଜୟ ଶତପଥୀ(କଟକ)ତା୨୮।୧୨ : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବୀକୁ ନେଇ ଗତ ନଭେମ୍ବର ୨୧ ତାରିଖ ଠାରୁବର୍ତମାନ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି । ଅଙ୍ଗନୱାଡ଼ି କର୍ମଚାରୀଙ୍କର ଦୀର୍ଘଦିନ ଆନ୍ଦୋଳନ ପରେ ମଧ୍ୟ ସରକାରଙ୍କ ତରଫରୁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି […]
ସଂଜୟ ଶତପଥୀ(କଟକ):ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପୀଠରେ ଆବାହମାନ କାଳରୁ ପ୍ରଭୁଙ୍କର ଦୈନିକ ନିତି କାନ୍ତି କାର୍ଯ୍ୟ ସମାପନ କରି ଦର୍ଶନାର୍ଥୀଙ୍କ ଦାନ ଦକ୍ଷିଣା ରେ ନିଜ ନିଜର ପରିବାରର ପ୍ରତିପୋଷଣ କରୁଥିବା ବ୍ରାହ୍ମଣ ପୂଜକମାନେ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପୀଠକୁ ରାସ୍ତା ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରକାଶ ଥାଉକି,ଶ୍ରୀ ଧବଳେଶ୍ବର ଙ୍କ ପୀଠକୁ ସଂଯୁକ୍ତ […]


