ସଂଜୟ ଶତପଥୀ(କଟକ): ବିଜେପି ପ୍ରତିଷ୍ଠା ଦିବସ ତଥା ସେବା ସପ୍ତାହ ପାଳନ ଅବସରରେ ଆଜି ଅପ୍ରେଲ ୯ତାରିଖରେ ସକାଳ ୮ଟା ସମୟରେ ଗଡ଼ଗଡିଆ ଘାଟଠାରେ କଟକ ନଗର ବିଜେପିର ନମାମୀ ଗଙ୍ଗେ(ନଦୀ ପୂଜନ) ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ନମାମୀ ଗଙ୍ଗେ ରାଜ୍ୟ ସଭାପତି ମହେଶ୍ୱର ସାହୁ, ସହ ସଂଯୋଜକ ଅଶୋକ ରଥ, ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, […]

ସଂଜୟ ଶତପଥୀ(କଟକ): ଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ସଂଘ ର ସଭାପତି ଶ୍ରୀ ଦଶରଥ ଦାସ ଙ୍କ ସଭାପତିତ୍ବରେ କଟକ ଜିଲ୍ଲା ସ୍ବାସ୍ଥ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାର ବହୁ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ଓ୍ବେବ୍ ଏବଂ ଡିଜିଟାଲ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି‌ ସମ୍ମିଳନୀରେ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ବହୁ […]

ରାକେଶ ମହାନ୍ତି(କେନ୍ଦ୍ରାପଡା): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ପ୍ରତି ତିନି ମାସରେ ଥରେ ପଞ୍ଚାୟତ, ବ୍ଲକ,ଜିଲ୍ଲା ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିବା ସଦ୍ଦଭାବନା ସଭାଗୃହ ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଗୀତାଞ୍ଜଳି ଶେଠୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ସଭାପତିତ୍ଵରେ ତିନୋଟି କମିଟି ଯଥା ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଥିବା ଜିଲ୍ଲା ସ୍ତରୀୟ […]

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ଗତ ଶୁକ୍ରବାର ଦିବା ଦଶ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଧିନସ୍ଥ ବୋଧଗାଁ ଠାରେ ଓଡ଼ିଶାର ବିଶିଷ୍ଟ କଳାକାର ତଥା ବ୍ରଜେଶ୍ବରୀ ରାମଲୀଳା ପରିଷଦର ରାବଣ ଭୂମିକାରେ ଦିର୍ଘଦିନ ଧରି ଅଭିନୟ କରିଥିବା ସ୍ବର୍ଗତ ଦୈତ୍ୟାରି ତ୍ରିପାଠୀଙ୍କର ମୃତ୍ୟୁ ବାର୍ଷିକୀ ଅବସରରେ ପରିଷଦର ସଭ୍ଯ ସମେତ ଗ୍ରାମବାସୀ ଓ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର,କବି, କବୟତ୍ରୀ, ସମାଜସେବୀ ତଥା ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି […]

ସଂଜୟ ଶତପଥୀ(କଟକ): ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ କଟକ ଜଗତପୁର ର ନାନକାର ଗ୍ରାମର ଅଧୂଷ୍ଠାତ୍ରୀ ଦେବୀ ମା’ବାସୁଳେଇ ଙ୍କ ଜନ୍ମୋତ୍ସବ ମାଆଙ୍କ ପୀଠରେ‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏକ ବୃକ୍ଷମୂଳେ ବିରାଜିତ ମାଆଙ୍କର ଏକ ମନ୍ଦିର ନିର୍ମାଣ ଲାଗି ସମସ୍ତ ଅଞ୍ଚଳବାସୀ ଅଣ୍ଟାଭିଡିଥିବା ବେଳେ, ମାଆଙ୍କର ଶ୍ରଦ୍ଧାଳୁମାନଙ୍କ ସହ ଯୋଡି‌ହୋଇଛନ୍ତି ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ।ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ଆଧ୍ୟାତ୍ମିକ ସମ୍ମିଳନୀର ଉଦଘାଟକ ଭାବେ ପୂଜ୍ୟ ପାଦ […]

ସଂଜୟ ଶତପଥୀ(କଟକ)୦୫/୦୪ : ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ଐତିହାସିକ ସହର କଟକ । ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ ।ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିବ ବିଜେପି । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମା’ କଟକଚଣ୍ଡୀ ମନ୍ଦିରକୁ ଯାଇ […]

ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସାରା ଭାରତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଓଡ଼ିଶାରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ପୋଲିସ୍ ବିଭାଗ ସୁଦକ୍ଷ ବୋଲି ଓଡ଼ିଶା ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୃହ ବିଭାଗ ର ସ୍ବଚ୍ଛତା ଓ ଓଡ଼ିଶା ପୋଲିସ ବିଭାଗର‌ ଦକ୍ଷତା ର ଜ୍ଵଳନ୍ତ ଉଦାହରଣ ଦିଏ କଟକ ଜିଲ୍ଲା ଗତିରାଉତ ପାଟଣା ର ଯୁବକ ଧନେଶ୍ଵର ବେହେରାଙ୍କ ହତ୍ୟାକାଣ୍ଡ। ଖବର […]

ପ୍ରମୋଦ ନାୟକ(ଭୁବନେଶ୍ୱର) ତା.୦୧/୦୪: ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃଆରୀ ରୁ ଆସନ୍ତା ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟ ଦିବସ ନିର୍ଘଂଟ ହୋଇଥିଲା । କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଗତକାଲି ଅଧିବେଶନ ବନ୍ଦ କରାଯାଇଛି । ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ ବିନା ଆଲୋଚନାରେ ରାଜ୍ୟ ସରକାର କାହିଁକି ହଠାତ୍ ସ୍ୱେଚ୍ଛାଚାରିତଭାବେ ବିଧାନସଭା ବନ୍ଦ କରିଦେଲେ ଏହାର ଉତର ରଖନ୍ତୁ । ଏ ସରକାର […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ପଵିତ୍ର ରାମ ନବମୀ ଅବସରରେ ଚାନ୍ଦବାଲି, ମତୋ ଓ ଘଣ୍ଟେଶ୍ବର ଅଞ୍ଚଳ ରୁ ଶ୍ରୀ ରାମଚନ୍ଦ୍ର ଙ୍କ ମେଢ ବାହାର କରାଜାଇ ଏକ ବଡ ପଟୁଆର ରେ ନିଆଯାଇ ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଗାନ୍ଧୀ ପଡିଆ ମଧ୍ୟରେ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ଧୁମଧାମରେ ଶେଷ ହୋଇଛି । କୁହାଯାଏ ଆଜିର ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଲଙ୍କାକୁ ଵିଜୟ କରିବା ସହିତ ଆଜିର ଦିନରେ […]

ସନ୍ତୋଷ ପାତ୍ର(ନର୍ଲା): ନର୍ଲାରାଡ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର (ରାଜ୍ୟପାଳ ପୁରସ୍କାର)ରେ ସମ୍ମାନିତ କରାଯାଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଶ୍ରୀଯୁକ୍ତ କର ସମେତ ରାଜ୍ୟର ୫୭ ଜଣ କୃତି ଶିକ୍ଷକ ଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି। ଶ୍ରୀଯୁକ୍ତ କର ବିଜ୍ଞାନର ଜଟିଳ ବିଷୟକୁ ସ୍ବଳ୍ପ ମୂଲ୍ୟ ବା ବିନା […]

Pin It on Pinterest