ମନୋଜ ମହାନ୍ତି(ଭୁବନେଶ୍ୱର): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା। ବହୁତଳ କାର୍‌ ପାର୍କିଂରେ ବେପାର ହେଉନି। ଯେଉଁ ପରିମାଣରେ ପାର୍କିଂ ହେବା ଆଶା କରାଯାଉଥିଲା, ସେହି ପରିମାଣରେ ହେଉନାହିଁ। ଏଭଳି କାରଣ ଦେଖାଇ ଦୁଇ ଠିକାସଂସ୍ଥାକୁ ମାସକୁ ୮ଲକ୍ଷରୁ ଅଧିକ ହିସାବରେ ୫ ମାସର ୩୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଦେୟ ଛା‌ଡ଼ି ଦେବାକୁ ଚକ୍ରାନ୍ତ ଚାଲିଛି । ବେପାର ହେଉ ନଥିବାରୁ ଧାର୍ଯ୍ୟ ଦେୟ […]

ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର): ଦିର୍ଘ ୬ବର୍ଷ ପରେ ପୁଣିଥରେ ଭଞ୍ଜନଗର ସହରରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।କରୋନା କଟକଣା ସକାଶେ ଗତ ଥର ଯାତ୍ରା ବନ୍ଦ ରହିଥିଲା। ହେଲେ ଏହି ବର୍ଷ ଯାତ୍ରାକୁ ଶାନ୍ତି ଶୃଙ୍ଖଳା, ଅଧିକ ଆକର୍ଷଣୀୟ ଓ ଧୂମ୍ ଧାମ ସହକାରେ ପାଳନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ […]

ପ୍ରମୋଦନାୟକ(ଭୁବନେଶ୍ବର): ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ କୁମାର ଜେନା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୀପ ଜେନା ଆସନ୍ତା ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ। ସେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦାୟିତ୍ବ ତୁଲାଇବେ। ସେପଟେ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। […]

ତ୍ରିନାଥବାରିକ(ସାକ୍ଷୀଗୋପାଳ): ଆଜି (ରବିବାର) ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟି ପକ୍ଷରୁ ଏକ ରକ୍ତଦାନ ଶିବିର ସାକ୍ଷୀଗୋପାଳ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗ ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ଆଗ୍ରହ, ଉତ୍ସାହ ଦ୍ୱାରା ପାଖାପାଖି ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି। ରୋଟାରୀ ଡିଜିଏନ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, […]

ରାକେଶେ ମହାନ୍ତି(କେନ୍ଦ୍ରାପଡ଼ା): ନ୍ଦ୍ରାପଡ଼ାର ବଡ଼ହାଟ ସ୍ଥିତ ସ୍ବର୍ଗତ ସୁନିଲ କୁମାର ବୋଷ ଙ୍କ ପତ୍ନୀ ସ୍ବେଛାସେବୀ ଜ୍ୟୋତ୍ସ୍ନା ବୋଷ ଙ୍କ ୨୪/୦୨/୦୨୩ ତାରିଖ ଶୁକ୍ରବାର ଦିନ ମୃତ୍ୟୁ ହେବାପରେ ତାଙ୍କର ଶରୀର ଦାନର ସ୍ବୀକାରୋକ୍ତି ଅନୁଯାୟୀ ମର ଶରୀରକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦାନ କରାଯାଇଛି । ଏହି ମହତ ଦାନ ଦ୍ୱାରା ଅନେକ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଓ ମାନବ ସମାଜ ର ଉତ୍ତମ […]

ସଂଜୟ ଶତପଥୀ(କଟକ): ଚଳିତ ମାସରେ ଜାମ୍ମୁକାଶ୍ମୀର ଠାରେ ଅନୁଷ୍ଠିତ ହୋଇଥିବା ସ୍କୋଏ ମାର୍ଶାଲ ଆର୍ଟ ଓ ସିପକ୍ ଟାକରୋ ପ୍ରତିଯୋଗିତାରେ କଟକର ଅନ୍ୟତମ ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ ସୟଦ୍ ସେମିନାରୀ ସ୍କୁଲ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ରନର୍ସ ଅପ୍ ଟ୍ରଫି ହାସଲ କରିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଥୂବା ଏହି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ପରିପ୍ରେକ୍ଷୀରେ ସୟଦ୍ ସେମିନାରୀ ସ୍କୁଲ […]

ସଂଜୟ ଶତପଥୀ(କଟକ):ସଂପ୍ରତି କଟକ ସହରର ରାସ୍ତାଘାଟ ଶୋଚନୀୟ ହୋଇପଡିଛି। କଟକ ମହାନଗର ନିଗମ ‌ସ୍ବାସ୍ଥ୍ଯ ବିଭାଗର ରାସ୍ତା ସଫେଇ ଦିଗରେ ଅପାରଗତା ଚରମ ସୀମାରେ ପହଞ୍ଚିଛି, ଯାହାଫଳରେ କି କଟକ ସହରର ରାସ୍ତାଘାଟ ଉପରେ ବାଲି,ମାଟି ଓ ନର୍ଦ୍ଦମା ମାଟି ଜମା ହେବା ଫଳରେ ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣା ଓ ଅସ୍ୱାସ୍ଥ୍ୟକର ପରିବେଶ ‌ସୃଷ୍ଟି ହୋଇଛି। କେବଳ ନିୟୋଜିତ ଟ୍ରାଫିକ୍ ପୋଲିସ୍ କର୍ମଚାରୀ […]

ସଂଜୟ ଶତପଥୀ(କଟକ): ଆଜି କଟକ ନଗର କଂଗ୍ରେସ କମିଟି ପକ୍ଷରୁ କଟକ କଲେଜ ଛକ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ ମହାପାତ୍ର ଙ୍କ ସଭାପତିତ୍ବରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ଓ ଆଦାନୀ ମହାମେଗା ସ୍କାମ୍ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି […]

ପ୍ରମୋଦନାୟକ(ଭୁବନେଶ୍ବର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ  ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ଦଶଟି ପୁସ୍ତକ ରଚନା କରିଛନ୍ତି […]

ଜୟନ୍ତ ଶତପଥୀ(ଡେରାବିଶ): କ୍ଷୀରେଶ୍ୱର ୟୁଥ କ୍ଲବ କାକତିଆ , ଆନୁକୂଲ୍ୟରେ ଚାଲୁ ରହିଥିବା ନେତାଜୀ ଚାଲେଞ୍ଜ କପ ଟୁର୍ନାମେଣ୍ଟ ରେ ଜୟଚଣ୍ଡୀ କ୍ରିକେଟ କ୍ଲବ ଗହଗା ନରସିଂହପୁର ବି ବି ସି କୁସୁନପୁର କୁ ହରାଇ ଚମ୍ପିୟାନ ହୋଇଅଛି । ଏହ ଚିତାକର୍ଷକ ମ୍ୟାଚ୍ ରେ,ଜୟଚଣ୍ଡୀ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭର ରେ ୨୭୭ରନ କରିଥିଲା ବେଳେ, ଦଳ ପକ୍ଷରୁ ଦିଲ୍ଲୀପ ଦାଶ ସର୍ବାଧିକ ୭୬ରନ […]

Breaking News

Pin It on Pinterest