ବାସ୍ତବବ୍ୟୁରୋ: ହ୍ଵାଟ୍ସଆପ୍ ନୂତନ ଗୋପନୀୟତା ନୀତି ଉପରେ, ଛୋଟ ବ୍ୟବସାୟୀଙ୍କ ସଙ୍ଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି। କ୍ୟାଟ୍ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଏବଂ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କ୍ୟାଟ୍ କହିଛନ୍ତି ଯେ ଭାରତୀୟଙ୍କ ସ୍ୱାର୍ଥରେ ଏହି ଆବେଦନ କରାଯାଇଛି। ଏହି ଆବେଦନ କରିଥିବା ଓକିଲ ବିବେକ ନାରାୟଣ ଶର୍ମା ମଧ୍ୟ ତାଙ୍କ […]

Pin It on Pinterest