ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ୩୧/୧୦ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସକୁ ଓଡ଼ିଶା ପୋଲିସ୍ ତରଫରୁ ଆଜି ଭୁବନେଶ୍ୱର ପୁରୁଣା ସହର (Old Town) ସ୍ଥିତ ନୂଆ ମାର୍କେଟ୍ କମ୍ପ୍ଲେକ୍ସ ଠାରେ ପୂର୍ଣ୍ଣ ଉତ୍ସାହର ସହ ପାଳନ କରାଯାଇଛି। ସର୍ଦ୍ଦାର ପଟେଲଙ୍କ ଦେଶକୁ ଏକାଠି କରିବାର ଆଦର୍ଶ ତଥା ତାଙ୍କର ଏକତା ମୂଳକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ […]

ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧିନରେ ଥିବା କଟକ ଦରଘା ବଜାର ଥାନା କୁ ଏକ ବଡ ସଫଳତା ମିଳିଛି। ହସ୍ତଗତ ହୋଇଥୂବା ଖବର ଅନୁଯାୟୀ କଟକ ନିମସାହି ର ବାସିନ୍ଦା ମହମ୍ମଦ ଆଜାର୍ ଏକ ବ୍ୟାଙ୍କ ଠକାମୀ ର ଶିକାର ହୋଇଥୂବା ନେଇ ସ୍ଥାନୀୟ ଦରଘା ବଜାର ଥାନା ରେ ତା ୧୩/୦୭/୨୦୨୪ ରିଖ ଦିନ ଏକ ଏତାଲା ଦାୟର କରିଥିଲେ। ଏହି ଏତଲାକୁ ଭିତ୍ତିକରି ଦରଘାଵଜାର […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ଥାନା ଭାରପ୍ରାପ୍ତ ଅଧିକାରୀ ସଙ୍ଗୀତା ମହାପାତ୍ର ଙ୍କ ସଂଯୋଜନା କ୍ରମେ ସୂର୍ଯ୍ୟ ମଣି ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମର୍ ସ୍ମିତ୍ ଉଦ୍ଘାଟନ କରି ଥିବାବେଳେ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୬୧ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୯୨,ସର୍ବ […]

ରାକେଶ ମହାନ୍ତି(କେନ୍ଦ୍ରାପଡା): କଥାରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୁଲିସି,ଛୋଟ ବେଳେ ହୁଏତ ବୁଝି ହୋଇନଥିଲା ଏବେ କିନ୍ତୁ ଠିକ ବୁଝି ହେଉଛି । ଇଲିସିରେ ଅଧିକ କଣ୍ଟା ହେଲେ ସୁଆଦିଆ ଆଉ ପୁଲିସି ଚାକିରୀ ସୁଆଦ ହିଁ ସୁଆଦ ହେଲେ ଏମିତି ଚେଲା ଜରିଆରେ ଲାଞ୍ଚନେଇ ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଏ ଏସ ଆଇ ପୃଥ୍ୱୀରାଜ ମିଶ୍ର । ୭ ହଜାର ଟଙ୍କା ଲାଞ୍ଚ […]

Pin It on Pinterest