ପ୍ରମୋଦ ନାୟକ(ଭୁବନେଶ୍ୱର) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ବିକ୍ରି କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ ଯୋଜନା କରୁଛନ୍ତି । ରାଜ୍ୟ ବାହାରୁ ଏବଂ ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀ ଏବଂ ଏଠାରୁ ଯାଉଥିବା ଯାତ୍ରୀ ଯେପରି ସୁବିଧାରେ ଜଗନ୍ନାଥ ଙ୍କ ମହାପ୍ରସାଦ ପାଇବେ ସେ ନେଇ ବ୍ୟବସ୍ଥା କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ କହିଥିଲେ । ନିକଟରେ ବସିଥିବା ବିମାନ ବନ୍ଦରର […]
Puri
ତ୍ରିନାଥ ବାରିକ(ପୁରୀ): ଶୁକ୍ରବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି ସାଂସଦ ପିନାକୀ ମିଶ୍ର।ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଛି । ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ । ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ […]
ପୁରୀ ୨୫/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ,ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ । ଜଗଦଗୁରୁ ସପକ୍ଷ ଓ ବିପକ୍ଷବାଦୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଅଲୋଚନା ପରେ, ବିକାସ ନାମରେ ତୀର୍ଥ ଭୂମିର ଆଦର୍ଶ ଓ ଅସ୍ଥିତ୍ଵକୁ ବିଲୁପ୍ତ କରାଯାଉଛି ବୋଲି କହିଛନ୍ତି । ମୁଁ ବିକାସର ପକ୍ଷଧର କିନ୍ତୁ ମାର୍ଗକୁ ପ୍ରଶସ୍ତ କରିବା ପାଇଁ ମଠ ମନ୍ଦିର ଭାଙ୍ଗି ଯେଉଁ ବିନାସ ଚାଲିଛି ତାହାର ପକ୍ଷଧର ନୁହେଁ […]
ପ୍ରମୋଦ ନାଏକ(ଭୁବନେଶ୍ୱର):ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ, ଆଜି ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।ସେ କହିଛନ୍ତି କି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା । […]
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ମା ବିମାଳାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଟଳି ପଡିଲେ ଭକ୍ତ । ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ ଶେଷ ଇଛାଥିଲା କାଳିଆକୁ ଦେଖିବେ ଆଶୀର୍ବାଦ ଲୋଡିବେ । ସେ କଣ ଏୟା ମାଗିନେଲେ “ତୋତେ ଦେଖୁ ଥିବି ପ୍ରାଣ ପକ୍ଷୀ ଉଡିଯାଉ” ସାଙ୍ଗରେ ଥିଲେ ନିଜ ପରିବାର । କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ […]