ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲିବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର 5ଟି ଉପକ୍ରମରେ ୨ୟ ପର୍ଯ୍ୟାୟରେ ୮୦ଟି ହାଇସ୍କୁଲର ଲୋକାର୍ପଣ କରାଯାଇଛି l ଭିଡିଓ କଫେରେନସ ମାଧ୍ୟ୍ୟମରେ ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ୮୦ଟି ବିଦ୍ୟାଳୟକୁ ଲୋକାର୍ପଣ କରିଥିଲେ l ଭଦ୍ରକ ଜିଲ୍ଲାର ଏହି ଜିଲ୍ଲା ସ୍ଥରୀୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ […]


