ସଞ୍ଜୟ ଶତପଥୀ(କଟକ) : କଟକ ପୌର ନିଗମର ମେୟରଙ୍କ କାର୍ଯ୍ୟାଳୟରେ ବାଥରୁମ କବାଟକୁ ନେଇ, ଗତ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ମେୟରଙ୍କ ଉଦ୍ଦେଶ୍ୟରେ ଏକ କବାଟ, ବନ୍ଧ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି।ମାନସ ଚୌଧୁରୀଙ୍କ ମତରେ ମେୟର ଯେଉଁ ଦଳର ହୁଅନ୍ତୁ ଆମ ସମସ୍ତଙ୍କ ମେୟର, ହେଲେ ବାଥରୁମ କବାଟ ଲଗାଇବା ପାଇଁ […]