ଭୁବନେଶ୍ୱର : ଆସନ୍ତା ୨୬ରେ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହେବ ହାସ୍ୟ ରସାତ୍ମକ ନାଟକ ‘ବନମାଳୀର ଘର’ । ମ୍ୟାଜିକ୍ ଥିଏଟର ଦ୍ୱାରା ପ୍ରସ୍ତୁତ ଏହି ନାଟକର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ଼ କମେଡ଼ି ଯୋଡ଼ି ପ୍ରଜ୍ଞା ଓ ଶଙ୍କର । ଏହିି ନାଟକଟିରେ ଭାଇ ଭାଇ ଭିତରେ ହେଉଥିବା ଫାଟକୁ ନିଚ୍ଛକ ଭାବରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଭାଇ ଭାଇଙ୍କ ଭିତରେ ଅର୍ଥ, ଜମି ଓ ଘରକୁ […]