ପରଭେଜ ନାମକ ଜଣେ ଭିନ୍ନକ୍ଷମ ବାଳକ ଗୋଟିଏ ଗୋଡରେ ଚାଲି ଚାଲି ସ୍କୁଲକୁ ଯାଆନ୍ତି। ବହୁତ କମ୍ ବୟସରେ ଭୟଙ୍କର ଅଗ୍ନିକାଣ୍ଡରେ ବାମ ଗୋଡ ହରାଇବା ସ୍ୱତ୍ୱ ସେ ନିଜ ସ୍ୱପ୍ନକୁ ଛାଡି ନାହାଁନ୍ତି | ପରଭେଜ ବର୍ତ୍ତମାନ ସରକାରୀ ହାଇସ୍କୁଲ, ୯ ମ ଶ୍ରେଣୀରେ ପଢୁଛନ୍ତି | ୧୪ ବର୍ଷ ବୟସ୍କା ପରଭେଜ କହିଛନ୍ତି, “ମୁଁ ଗୋଟିଏ ଗୋଡରେ ସନ୍ତୁଳନ ରକ୍ଷା କରି ଦିନକୁ ପ୍ରାୟ ଦୁଇ କିଲୋମିଟର […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର ଯୋଜନା ରହିଛି।ଆସନ୍ତା ୨୧ ତାରିଖରୁ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହ ପ୍ରଥମେ ଇଟାଲି ଓ ପରେ ସେଠାରୁ ଦୁବାଇ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୨୦୧୨ ମସିହାରେ ଲଣ୍ଡନରେ ଏଭଳି ଏକ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।୧୦ବର୍ଷ ପରେ ତାଙ୍କର ଏହା ଦ୍ବିତୀୟ ଗସ୍ତ । ଦୁବାଇରେ ଆୟୋଜିତ ଏକ ବିଜିନେସ୍ ମିଟ୍‌ରେ […]

ଡ଼.ନବକିଶୋର ମିଶ୍ର ଯେତେବେଳେ ଏକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିରେ ଚଳନ କରେ, ଏହା ସମସ୍ତ ରାଶିକୁ ପ୍ରଭାବିତ କରେ | ଜୁନ୍ ମାସରେ, ଅନେକ ବଡ ଗ୍ରହର ରାଶିରେ ପରିବର୍ତ୍ତନ ଆସିବ | ଯେଉଁଥିରୁ ମଙ୍ଗଳ ହେଉଛି ମୁଖ୍ୟ ଗ୍ରହ | ମଙ୍ଗଳ ମୀନ ରାଶି ଛାଡି ଜୁନ୍ ୨୭ ସକାଳ ୫ :୩୯ ରେ ମେଷ ରାଶିରେ ପ୍ରବେଶ କରିବେ | ମଙ୍ଗଳ, ସାହସ, ପରାକ୍ରମ […]

ବାସ୍ତବବ୍ୟୁରୋ:କଂଗ୍ରେସର ୧୩୬ ତମ ଫାଉଣ୍ଡେସନ ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ |କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିଦେଶ ଗସ୍ତରେ ଯାଇଛନ୍ତି । ଦଳ ଏହି ସୂଚନା ଦେଇଛି। ତେବେ ରାହୁଲ ଗାନ୍ଧୀ କେଉଁଆଡେ ଯାଇଛନ୍ତି ବୋଲି କଂଗ୍ରେସ ପ୍ରକାଶ କରି ନାହିଁ। କିନ୍ତୁ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ନିଶ୍ଚିତ କରିଛନ୍ତି ଯେ ସେ କିଛି ଦିନ ପାଇଁ ବାହାରକୁ ଯାଇଛନ୍ତି। […]

Pin It on Pinterest