କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ): ୧୮ ସେପ୍ଟେମ୍ବର ୨୦୨୬-କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଳି ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ […]

ପରଭେଜ ନାମକ ଜଣେ ଭିନ୍ନକ୍ଷମ ବାଳକ ଗୋଟିଏ ଗୋଡରେ ଚାଲି ଚାଲି ସ୍କୁଲକୁ ଯାଆନ୍ତି। ବହୁତ କମ୍ ବୟସରେ ଭୟଙ୍କର ଅଗ୍ନିକାଣ୍ଡରେ ବାମ ଗୋଡ ହରାଇବା ସ୍ୱତ୍ୱ ସେ ନିଜ ସ୍ୱପ୍ନକୁ ଛାଡି ନାହାଁନ୍ତି | ପରଭେଜ ବର୍ତ୍ତମାନ ସରକାରୀ ହାଇସ୍କୁଲ, ୯ ମ ଶ୍ରେଣୀରେ ପଢୁଛନ୍ତି | ୧୪ ବର୍ଷ ବୟସ୍କା ପରଭେଜ କହିଛନ୍ତି, “ମୁଁ ଗୋଟିଏ ଗୋଡରେ ସନ୍ତୁଳନ ରକ୍ଷା କରି ଦିନକୁ ପ୍ରାୟ ଦୁଇ କିଲୋମିଟର […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର ଯୋଜନା ରହିଛି।ଆସନ୍ତା ୨୧ ତାରିଖରୁ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହ ପ୍ରଥମେ ଇଟାଲି ଓ ପରେ ସେଠାରୁ ଦୁବାଇ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୨୦୧୨ ମସିହାରେ ଲଣ୍ଡନରେ ଏଭଳି ଏକ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।୧୦ବର୍ଷ ପରେ ତାଙ୍କର ଏହା ଦ୍ବିତୀୟ ଗସ୍ତ । ଦୁବାଇରେ ଆୟୋଜିତ ଏକ ବିଜିନେସ୍ ମିଟ୍‌ରେ […]

ଡ଼.ନବକିଶୋର ମିଶ୍ର ଯେତେବେଳେ ଏକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିରେ ଚଳନ କରେ, ଏହା ସମସ୍ତ ରାଶିକୁ ପ୍ରଭାବିତ କରେ | ଜୁନ୍ ମାସରେ, ଅନେକ ବଡ ଗ୍ରହର ରାଶିରେ ପରିବର୍ତ୍ତନ ଆସିବ | ଯେଉଁଥିରୁ ମଙ୍ଗଳ ହେଉଛି ମୁଖ୍ୟ ଗ୍ରହ | ମଙ୍ଗଳ ମୀନ ରାଶି ଛାଡି ଜୁନ୍ ୨୭ ସକାଳ ୫ :୩୯ ରେ ମେଷ ରାଶିରେ ପ୍ରବେଶ କରିବେ | ମଙ୍ଗଳ, ସାହସ, ପରାକ୍ରମ […]

ବାସ୍ତବବ୍ୟୁରୋ:କଂଗ୍ରେସର ୧୩୬ ତମ ଫାଉଣ୍ଡେସନ ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ |କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିଦେଶ ଗସ୍ତରେ ଯାଇଛନ୍ତି । ଦଳ ଏହି ସୂଚନା ଦେଇଛି। ତେବେ ରାହୁଲ ଗାନ୍ଧୀ କେଉଁଆଡେ ଯାଇଛନ୍ତି ବୋଲି କଂଗ୍ରେସ ପ୍ରକାଶ କରି ନାହିଁ। କିନ୍ତୁ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ନିଶ୍ଚିତ କରିଛନ୍ତି ଯେ ସେ କିଛି ଦିନ ପାଇଁ ବାହାରକୁ ଯାଇଛନ୍ତି। […]

Pin It on Pinterest