ସଂଜୟ ଶତପଥୀ(କଟକ): ଆଇନ୍ ଛାତ୍ର ଓମ୍ ପ୍ରକାଶ ପଣ୍ଡା ଓଡିଶା ବାର୍ କାଉନ୍ସିଲ, କଟକଠାରେ ଏକ ଦାବୀପତ୍ର ଦେଇଛନ୍ତି। ଏହି ଦାବୀପତ୍ରରେ ସେ ଆଇନଜୀବୀ ମାନଙ୍କ ଲାଇସେନ୍ସ ତଥା ସଦସ୍ଯତା ବାବାଦକୁ ନିଆଯାଉଥିବା ଅର୍ଥକୁ କମ୍ କରିବାକୁ ଦାବୀ ରଖିଛନ୍ତି। ଅନ୍ୟ ରାଜ୍ଯରେ ନିଆଯାଉଥିବା ଲାଇସେନ୍ସ ଫି ଅପେକ୍ଷା ଓଡିଶାର ଲାଇସେନ୍ସ ଫି ବହୁତ ଅଧିକ, ଆଇନ୍ ଶିକ୍ଷା ସମାପ୍ତ କରି ନୁତନ ଭାବେ ଆଇନଜୀବୀ ଭାବେ ସଦସ୍ୟତା ବାବଦକୁ […]
ସଂଜୟ ଶତପଥୀ(କଟକ):ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଧର୍ମସଭାରେ ସଦଗୁରୁ କଳକୀବାବା ଯୋଗଦେଇ କହିଲେ -ଧର୍ମରକ୍ଷା ଓ ଶାନ୍ତି ସ୍ଥାପନ ହେଉଛି କଳକୀ ସେନାର ମୂଳମନ୍ତ୍ର ।ଏହି ବାର୍ତ୍ତାକୁ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଜଣାଇବା ହେଉଛି ପ୍ରତ୍ୟେକ ସେନାନୀର ସାଧୁ ଉଦ୍ୟମ । ନରାଜ-ମାର୍ଥାପୁରସ୍ଥିତ ଶ୍ରୀ ଅନନ୍ତବାସୁଦେବ ମନ୍ଦିର ପରିସରରେ ଆୟୋଜିତ ଧର୍ମସଭାରେ କଳକୀରତ୍ନ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱ କରିଥିଲେ ।ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥାଷ୍ଟକ ଓ […]
ବାସ୍ତବ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। […]
ବାସ୍ତବ ବ୍ୟୁରୋ: ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁଯାୟୀ, ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଲାଗିରହିଥିଲା। ଏହି ବିବାଦ କାରଣରୁ ନୀଳାଦ୍ରି […]
ନବୀନ ଦାଶ(ବରଗଡ଼):-(୭.୮)ଚାରିଆଡେ଼ ଫାଇଭ୍-ଟି ସ୍କୁଲ ରୂପାନ୍ତରିକରଣ କରିବାକୁ ଯାଇ ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଛୋଟ ରୁ ବଡ ଅଧିକାରୀ ତଥା ସରକାରୀ ମୁଣ୍ଡ ମାନଙ୍କୁ ସରକାର ଖଞ୍ଜି ଦେଇଛନ୍ତି। ହେଲେ ଫାଇଭ୍-ଟି ସ୍କୁଲ ଗୁଡ଼ିକ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଦିନକୁ ଦିନ ନୂଆଁ ନୂଆଁ ଘଟଣା ମାନ ଘଟି ଯାଉଛି । କେଉଁଠି ଗଛ କାଟି […]
ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରରେନ୍ସିଙ୍ଗ୍ ଜରିଆରେ ଓଡ଼ିଶା ସମେତ ୨୭ଟି ରାଜ୍ୟରେ ଥିବା ୫୦୮ଟି ରେଳ ଷ୍ଟେସନ୍ର ପୁନଃନିର୍ମାଣ ତଥା ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅମୃତ ଭାରତ ଯୋଜନା ଅଧୀନରେ ଏହି ବିକାଶମୂଳକ କାର୍ଯ୍ୟ କରାଯିବ। ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ହେବାକୁ ଥିବାବେଳେ ଏଥିରେ ଓଡିଶାର ୨୫ଟି ରେଳ ଷ୍ଟେସନ ସାମିଲ ଅଛି। ଏଥିପାଇଁ ମୋଟ ୨୫ ହଜାର […]
ବାସ୍ତବ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି। ଆଜି(ରବିବାର) ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୭ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪,୨୫,୩୮୩ କ୍ୟୁସେକ ଜଳ ପ୍ରବେଶ କରୁଛି। ୨୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩,୧୭,୬୭୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିଲା। […]
ବାସ୍ତବ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଗିରଫ । ତୋଷଖାନା ମାମଲାରେ ଇମ୍ରାନଙ୍କୁ କୋର୍ଟ ୩ବର୍ଷ ଦଣ୍ଡାଦେଶ ଦେବା ପରେ, ଲାହୋରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି ପାକିସ୍ତାନ ପୋଲିସ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସଲାମାବାଦର ଏକ ତଳ କୋର୍ଟ ତୋଷଖାନା ମାମଲାର ଶୁଣାଣି କରି ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । ଅଦାଲତ ଇମ୍ରାନଙ୍କୁ ୩ବର୍ଷ ଦଣ୍ଡାଦେଶ […]
ବାସ୍ତବ ବ୍ୟୁରୋ: ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ମନରୁ ଦ୍ୱନ୍ଦ୍ୱ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରହିବା ସହିତ, ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ଅନୁଯାୟୀ କାମ କରନ୍ତୁ ବୋଲି କହିଛନ୍ତି ଅମିତ ଶାହା । ସୂଚନାନୁଯାୟୀ, ଦୁଇଦିନିଆ ଗସ୍ତରେ ଆସି ନୂଆଦିଲ୍ଲୀ ଫେରିବା ପୂର୍ବରୁ ପ୍ରାୟ ୪ଘଣ୍ଟା ଧରି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଦଳର […]
ବାସ୍ତବ ବ୍ୟୁରୋ: ସାହାରା ଗ୍ରୁପରେ ଦୀର୍ଘଦିନ ଧରି ଫଶି ରହିଥିବା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି(ଶୁକ୍ରବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଠାରେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି କ୍ରମରେ ଆଜି ୧୧୨ ଜଣ ଜମାକାରୀଙ୍କୁ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଫେରାଇଛନ୍ତି । ଏନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି […]


