ଆଦିତ୍ଯ ବେହେରା(ଭୁବନେଶ୍ବର):ପାଖେଇ ଆସୁଛି ସାଧାରଣ ନିର୍ବାଚନ ।ବଢୁଛି ରାଜନୈତିକ ଉଷ୍ମତା।ସଜାଗ ହେଲେଣି ସବୁ ରାଜନୈତିକ ଦଳ। ଗତ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଥର ଯାଇ ସାରିଛନ୍ତି। ଆଜି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ […]

ସନ୍ତୋଷ ପାତ୍ର(ନର୍ଲା): ସ୍ବାସ୍ଥ୍ୟ ହଁ ସମ୍ପଦ ଯେଉଁ ମଣିଷ ଯେତେ ସ୍ବାସ୍ଥ୍ୟ ବାନ ସେହି ମଣିଷର ପରମାୟୁ ସେତେ ଅଧିକ ସେଥିପାଇଁ ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର,ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସ୍ବାସ୍ଥ୍ୟ ବୀମା ଯୋଜନା ରେ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ ସହିତ ଅନେକ ସଚେତନ କାର୍ଯକ୍ରମ ହାତକୁ ନେଇଥାନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଟିତ ହୋଇ […]

ବାସ୍ତବବ୍ୟୁରୋ(ବାଲେଶ୍ବର)୧୦/୨/୦୨୪: ଭାଇ ଭୁଲିଗଲା ରକ୍ତ ସମ୍ପର୍କ,ସାନ ଭାଇକୁ ହତ୍ୟା ପାଇଁ ଲକ୍ଷେ ସତୁରୀ ହଜାର ଦେଲା ସୁପାରି। ଭାଇକୁ ଅପରାଧି ହତ୍ୟା କଲେ। ପୋଲିସ କବଳରୁ ଖସି ଯିବାପାଇଁ ନିଜେ କମ୍ପ୍ଲେନର ସାଜିଥିଲେ ବଡଭାଇ। ହେଲେ ଖସି ପାରିଲେନି ପୋଲିସର ଚକ୍ରବ୍ୟୁହରୁ ।ପୁଲିସ ବଡଭାଇ ସମେତ ୬ ଜଣକୁ ଗିରଫ କରିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୁଲିସ। ବାଲେଶ୍ବରର ନିଳଗିରି ଥାନାରେ,ଗତ ୬ତାରିଖରେ କାଁଶ ଗ୍ରାମର […]

ସଂଜୟ ଶତପଥୀ(କଟକ): ପ୍ରାଚୀନ ଉତ୍କଳ ତଥା ବର୍ତ୍ତମାନ ର ଓଡ଼ିଶାର ଶ୍ରେଷ୍ଠ କଳା ଲୋକ ସଙ୍ଗୀତ ଆଧୁନିକତା ର ଚାପରେ ଧୀରେ ଧୀରେ ଲୁପ୍ତ ହେବାକୁ ଯାଉଥିବା ବେଳେ ଏବଂ ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ନିରବି ଯାଇଥୂବା ବେଳେ ଏବଂ ନିଜର ଦୈନିକ କର୍ମବହୁଳ ତଥା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜ ନିଜର ଅପାସୋରା ସଙ୍ଗୀତ କଳାକୁ ଘର କଣରେ ଏକୁଟିଆ ବସି ଲୁହ ଭିଜା ଆଖି ରେ ଗୁଣୁଗୁଣୁ […]

ବାସ୍ତବ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଆଜି କେନ୍ଦ୍ର ସରକାର ଏହି ତିନି ଜଣ ମହାନ ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରିଛନ୍ତି।  ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ ଏମଏସ୍ […]

ନର୍ଲା-୦୯/୦୨/୨୪(ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଆଦିବାସୀ ତଥା କୁଟିଆ କନ୍ଧ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ରହିଛି କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର କାର୍ଯ୍ୟାଳୟ। ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଥିବା ଜିଲ୍ଲା ଅଧିକାରୀ ମାନେ ବାହାବାହା ନେଉଥିବା ବେଳେ ଠିକ୍ ଓଲଟା […]

ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିଲାନି ଆରବିଆଇ। ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।  ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (ଏମପିସି)ର ଛଅ ଜଣିଆ ସଦସ୍ୟ […]

ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ନାଗରିକ ସଂହିତା ବିଲ୍‌କୁ ପାରିତ କରିଛି। ଆଜି ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ ପାସ୍‌ ହୋଇଛି। ୟୁସିସିର ଅର୍ଥ ରାଜ୍ୟ ବା ଦେଶରେ ରହୁଥିବା ସବୁ ଧର୍ମର ଲୋକଙ୍କ ପାଇଁ ଗୋଟିଏ ପ୍ରକାରର ଆଇନ ରହିବ। ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ପୋଷ୍ୟଗ୍ରହଣ ଆଦି ପାଇଁ ଗୋଟିଏ ପ୍ରକାରର ଆଇନ କାର୍ଯ୍ୟକାରୀ ହେବ। ବିଲ୍‌ ପାସ୍‌ ହେବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର […]

ବାସ୍ତବ ବ୍ୟୁରୋ: ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।  ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନିତ କରାଯିବା ନେଇ ଶେଆର କରି ଖୁବ୍ ଖୁସିବ୍ୟକ୍ତ କରିଛନ୍ତି।  ‘ଆଡଭାନୀଜୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା’ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି […]

ବାସ୍ତବ ବ୍ୟୁରୋ: ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ । ରାଂଚିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପାଇଙ୍କୁ ଗୋପନୀୟତା ଓ ପଦର ଶପଥପାଠ କରାଇଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବିଧାୟକ ଆଲାମଗିର ଆଲାମ (କଂଗ୍ରେସ) ଏବଂ ସତ୍ୟନନ୍ଦ ଭୋକତା (ଆରଜେଡି) ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜମି ଦୁର୍ନୀତି ମାମଲାରେ ହେମନ୍ତ ଚାରିପଟୁ ଫସିବା ପରେ ଜେଏମଏମ ବିଧାୟକ ଦଳର […]

Pin It on Pinterest