ବାସ୍ତବ ବ୍ୟୁରୋ : ସୋମବାର ଦିନ ବିଧବା ମାଆମାନେ ବୃନ୍ଦାବନରେ ଥିବା ଗୋପୀନାଥ ମନ୍ଦିରରେ ଫୁଲ ଏବଂ ଅଭିର ସହିତ ହୋଲି ଖେଳିଲେ। ଏଥିରେ ଅଂଶଗ୍ରହଣ କରିବାକୁ ଏକ ହଜାରରୁ ଅଧିକ ଦେଶୀ ତଥା ବିଦେଶୀ ମହିଳା ମଧ୍ୟ ପହଞ୍ଚିଥିଲେ। ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି – ଚମତ୍କାର, ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖି, ପ୍ରଥମ ଥର ପାଇଁ ଏପରି ଆନନ୍ଦ ଅନୁଭବ କରୁଛୁ । ଗୋପୀନାଥ ମନ୍ଦିରର […]
ବାସ୍ତବ ବ୍ୟୁରୋ:ଆଜି (ସୋମବାର) ବଡ଼ି ସକାଳେ ନିକୋବର ଦ୍ବୀପପୁଞ୍ଜ ଠାରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି। ସେହିପରି ଆଜି ସକାଳ ପ୍ରାୟ ୬:୩୦ରେ ଗୁଜୁରାଟ ର ଦ୍ୱାରକାଠାରେ ମଧ୍ୟ ୪.୩ ତୀବ୍ରତା ର ଭୂମିକମ୍ପ ଅନୁଭୂତ ହୋଇଥିଲା । ନିକୋବର ଦ୍ବୀପପୁଞ୍ଜ ଠାରେ ଭୋର୍ ପ୍ରାୟ ୫.୭ରେ ସଂଘଠିତ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର […]
ବାସ୍ତବ ବ୍ୟୁରୋ : ତ୍ରିପୁରାରେ ୩୨ ଟି ଆସନରେ ବହୁମତ ହାସଲ କରି ବିଜେପି ନିର୍ବାଚନରେ ଜିତିଛି, କିନ୍ତୁ କିଏ ସିଏମ ହେବ ସେନେଇ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଏଥର ରାଜ୍ୟରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଦ୍ୱିତୀୟ ଥର ହେବ ଜଣେ ମହିଳା ରାଜ୍ୟର ନେତୃତ୍ୱ ନେବେ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର […]
ବାସ୍ତବ ବ୍ୟୁରୋ: ତୋସାଖାନା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପାକିସ୍ତାନ ପୋଲିସ ରବିବାର ତାଙ୍କ ଘରେ ପହଞ୍ଚିଥିଲା। ଇସଲାମାବାଦ ପୋଲିସ ଟ୍ୱିଟ୍ କରି କହିଛି ଯେ ଏସପି ତାଙ୍କ ଘରେ ପହଞ୍ଚିବା ପରେ ଇମ୍ରାନ ସେଠାରେ ଉପସ୍ଥିତ ନଥିଲେ। କିଛି ଘଣ୍ଟା ପରେ ଇମ୍ରାନ ଖାନ ଲାହୋରରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ “ମୁଁ କେବେ କାହା ଆଗରେ ମୁଣ୍ଡ […]
ବାସ୍ତବ ବ୍ୟୁରୋ: ଆର୍ଥିକ ବର୍ଷର ଶେଷ ମାସ ୨୦୨୨-୨୩ ଅର୍ଥାତ୍ ମାର୍ଚ୍ଚ ଆରମ୍ଭ ହୋଇଯାଇଛି । ଏହି ମାସ ସରିବା ଆଗରୁ ଆପଣନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେବ । ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି PAN କୁ ଆଧାର ସହିତ ଲିଙ୍କ୍ କରିବା । ଯଦି ଆପଣ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ତାହା ନକରନ୍ତି, ତେବେ ଆପଣଙ୍କର PAN ନିଷ୍କ୍ରିୟ ହୋଇଯିବ । […]
ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର, ବୀରପୁତ୍ର, ଇଣ୍ଡୋନେସିଆ ର ଭୂମିପୁତ୍ର, ପ୍ରବାଦ ପୁରୁଷ, ଅପ୍ରତିଦ୍ଵନ୍ଦୀ ରାଜନେତା ତଥା ସଦାସର୍ବଦା ଓଡ଼ିଶାବାସୀଙ୍କ ବିଜୟକୁ ସ୍ବାଗତ କରୁଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ କଟକରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଶତାଧିକ ବିଜୁ ପ୍ରେମୀ ଏକ ସାଇକେଲ ଶୋଭାଯାତ୍ରାରେ ପ୍ରବାଦ ପୁରୁଷଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରୁ ବାହାରି ବିଭିନ୍ନ ସ୍ଲୋଗାନ ସହ ବକ୍ସି […]
ବାସ୍ତବ ବ୍ୟୁରୋ: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ରାଜ୍ୟ ଶକ୍ତି କମ୍ପାନୀ ପର୍ଟାମିନା ଦ୍ୱାରା ପରିଚାଳିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ଦୁଇ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି । ଉକ୍ତ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ । ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି। ମାମଲା […]
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକସ୍ଥ, ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ନହଣଶାସନ ଠାରେ, ଶ୍ରୀ ଶ୍ରୀ ରଘୁନାଥ ଓ ଶ୍ରୀ ଶ୍ରୀ ଲକ୍ଷେଶ୍ୱରଙ୍କ କୃପା ଅବଲମ୍ବନ କରି ଶ୍ରୀ ଲକ୍ଷେଶ୍ୱର କୃପାପରିଷଦ ୩୧ତମ ଶ୍ରୀରାମ ଚରିତ ମାନସ ନବାର୍ଣ୍ଣ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଫ୍ରେବୁଆରି ୨୧ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟସୂଚୀ ଅନୁଯାୟୀ […]
ପ୍ରମୋଦ ନାୟକ(ଭୁବନେଶ୍ବର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏହାଛଡ଼ା କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି।ଭୁବନେଶ୍ୱରରେ ତାଙ୍କର ପାଞ୍ଚଟି […]
ନୂଆଦିଲ୍ଲୀ: ଦେଶର ତିନି ଉତ୍ତରପୂର୍ବ ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ, ତ୍ରିପୁରା ଓ ନାଗାଲାଣ୍ଡ୍ରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ମେଘାଳୟରେ ଝୁଲା ସ୍ଥିତି ଦେଖିବାକୁ ମିଳିଛି। ଦୁଇଟି ରାଜ୍ୟରେ ମିଳିଥିବା ନିର୍ବାଚନୀ ସଫଳତା ପାଇଁ ତ୍ରିପୁରା ଓ ନାଗାଲାଣ୍ଡ୍ର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ମେଘାଳୟରେ ଦଳର ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହୋଇଥିବାରୁ ଭୋଟର୍ଙ୍କୁ କୃତଜ୍ଞତା ଜଣାଇବା […]


