ବାସ୍ତବ ବ୍ୟୁରୋ: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଆସନ୍ତା ଜୁନ ୪ରେ ଅର୍ଥାତ ରବିବାର ଦିନ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ଏବଂ ବାହାର ରାଜ୍ୟରୁ […]

ସଂଜୟ ଶତପଥୀ(କଟକ): କଟକ ସର୍କିଟ ହାଉସ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଗ୍ରାମୀଣ ସାମ୍ବାଦିକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଭାପତି ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମିଳିତ […]

ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳୋ ପପଞ୍ଚାୟତ ବରପଡା ଗ୍ରାମର ମାଧବ ବେହେରାଙ୍କ ପୁତ୍ର ମହେନ୍ଦ୍ର ବେହେରା (୩୩) ନିଜ ଘରେ ପଙ୍ଖାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ରାତିରେ ଖାଇ ପିଇ ସାରିବା ପରେ ଶୋଇବା ପୂର୍ବରୁ ମହେନ୍ଦ୍ର ବେକରେ ଲୁଗା ଲଗାଇ ପଙ୍ଖାରେ ଝୁଲୁଥିବାର ପରିବାର ଲୋକେ ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଗୋଷ୍ଠୀ […]

ବାସ୍ତବବ୍ୟୁରୋ:ଓଡ଼ିଶା ସରକାର “ଆମ ପୋଲିସ୍” ବିଭାଗ କୁ ନେଇ ଏତେ ଗର୍ବିତ ଯେ କହିଲେ ନ ସରେ। ଜନସାଧାରଣ କୈାଣସି ଭୁଲ୍ କଲେ ଓଡ଼ିଶା ପୋଲିସ୍ ବାହିନୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।ହେଲେ ପୋଲିସ୍ ଭୁଲ୍ କଲେ ତାହା ପୁଣି ଜନୈକ ବରିଷ୍ଠ ପୋଲିସ୍ ଅଧିକାରୀ। ନିଜର ଅବସର ଦିବସରେ ତାଙ୍କ ଲାଗି କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି ତାହା ବର୍ତ୍ତମାନ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। […]

ବାସ୍ତବ ବ୍ୟୁରୋ: ରାଜସ୍ଥାନରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ମାଗଣା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ ମାଗଣା ଆଉ ବାକି ୧୦୦ ୟୁନିଟ୍ ପାଇ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି ରାଜସ୍ଥାନର କଂଗେସ ସରକାର । ବଢୁଥିବା ମୁଦ୍ରସ୍ଫିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମତାମତ କ୍ରମେ ବିଦ୍ୟୁତ୍ ବିଲ ଛାଡ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ । ମାଗଣା […]

ବାସ୍ତବ ବ୍ୟୁରୋ: ଜୁନ୍‌ ପହିଲାରୁ ଖସିଲା ଗ୍ୟାସ ଦର । କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ଥିଲା। ଜୁନ୍‌ରେ ୮୩ ଟଙ୍କା କମିବା ପରେ ଏହାର ମୂଲ୍ୟ ୧୭୭୩ ଟଙ୍କା ହୋଇଛି। ବିହାର ରାଜଧାନୀ ପାଟଣାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ […]

ସଂଜୟ ଶତପଥୀ(କଟକ): ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ କଟକରେ ଦୀର୍ଘ ଦଶ ବର୍ଷ କାଳ କଟକ ମହାନଗର ଶାସନ ଓ ପ୍ରଶାସନ ର ଜାଇକା କାର୍ଯ୍ୟର ସାଙ୍ଘାତିକ ବିଳମ୍ବ ଏବଂ ଦାରୁଣ ପରିଚାଳନାଗତ ତ୍ରୁଟି ବ୍ୟବସ୍ଥା କାରଣରୁ କଟକ ବାସୀ ଅକଥନୀୟ ଯାତାୟତ ଅବ୍ୟବସ୍ଥା ସହିତ ଶେଷରେ ମରଣ ମୁହଁ କୁ ଯାଉଛନ୍ତି । ଗତକାଲି କେଶରପୁର ପୋଲ ପାଖ ଘଟଣାରେ ନାବାଳିକ ଝିଅ ଜାଇକା ଲୁହା ପାଇପ […]

ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ୨୦ଟି ଜିଲ୍ଲାରେ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି […]

ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା […]

ଜୟନ୍ତ ଶତପଥୀ(ଡେରାବିଶ): ସୋମବାର ଦିନ କଟକ ଜିଲ୍ଲା ନରାଜ ସ୍ଥିତ ଶ୍ରୀ ସିଦ୍ଧେସ୍ୱର ମହାଦେବ ଙ୍କ ପୀଠ ରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଗ୍ରାମପଞ୍ଚାୟତ ଲହଣଶାସନ ଗ୍ରାମ ନିବାସୀ ଅଶ୍ୱିନୀ କୁମାର ଶତପଥୀ ଙ୍କର ଏକ ରୁଦ୍ରାଭିଷେକ କର୍ମ ହେଉଥିଲା । ରୁଦ୍ରାଭିଷେକ ପରିସମାପ୍ତି ପରେ ସେ ଯେତେବେଳେ ଘରେ ପହଁଚିଲେ ଏ ସମୟରେ ଜାଣିବାକୁ ପାଇଲେ କି ତାଙ୍କର ପାଖାପାଖି ସାଢେତିନି ଭରି ଓଜନ ର ଏକ ସୁନା […]

Pin It on Pinterest