ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ, ପୂର୍ବ-ପଶ୍ଚିମ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଉତ୍ତର-ପୂର୍ବ ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏବଂ ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ସମ୍ଭାବନା ରହିଛି […]

ନନ୍ଦିନୀ ପ୍ରଧାନ(ସମ୍ବଲପୁର),୨୮/୦୬: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା,ଏନଡିଏର ରାଷ୍ଟ୍ରପତି ପ୍ରାର୍ଥ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ,ଦେଶର ବିଭିନ୍ନ ରାଜ୍ୟରେ ଏତଲା ଦାୟର ହେଉଥିବା ବେଳେ, ଆଜି ସମ୍ବଲପୁର ଟାଉନ ଥାନାରେ ଏତଲା । ତାଙ୍କ ନାମରେ ସମ୍ବଲପୁର ଜିଲ୍ଲା ବିଜେପି ଏତଲା ଦାଏର କରିଛି । ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ଏକ ଟିମ୍ ଟାଉନ ଥାନା ଗସ୍ତ କରି ଲିଖିତ […]

ଏସ୍ ବାସ୍ତବ:କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନ ବଳାତ୍କାର କରିଥିବା ଅଭିଯୋଗ । ଅଭିଯୁକ୍ତ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କଠାରୁ ସତ୍ୟ ଲୁଚାଇ ରଖିଥିଲେ । ମାଧବନଙ୍କ ଫୋନ୍ କଲ ମାଧ୍ୟମରେ ହିଁ ସେ ଜାଣିବାକୁ ପାଇଲେ ଯେ ସେ ବିବାହିତ। ପିପି ମାଧବନ ପୂର୍ବରୁ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା କହିଥିଲେ। ସୂଚନା ଅନୁଯାଇ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି […]

ପ୍ରମୋଦ ନାୟକ(ଭୁବନେଶ୍ୱର): ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ା ଗତ ୨୪ ତାରିଖ ଦିନ ଆତ୍ମହତ୍ୟା କରିଥିଲେ। ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ବି ରହସ୍ୟ ହୋଇ ରହିଛି ରାଇମୋହନଙ୍କ ମୃତ୍ୟୁ ଘଟଣା । ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିଥିଲା । […]

ନୂଆଦିଲ୍ଲୀ: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ରବିବାର କହିଛନ୍ତି ଯେ ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଏକ ବ୍ୟକ୍ତିଗତ ପ୍ରତିଯୋଗିତାଠାରୁ ଅଧିକ ଏବଂ ସରକାରଙ୍କ କ୍ଷମତାସୀନ ପ୍ରବୃତ୍ତିକୁ ପ୍ରତିହତ କରିବା ଦିଗରେ ଏକ ପଦକ୍ଷେପ। ଯଶବନ୍ତ ସିହ୍ନା କହିଛନ୍ତି ଯେ ତାଙ୍କ ପୁଅ ତଥା ଭାରତୀୟ ଜନତା ପାର୍ଟି ସାଂସଦ ଜୟନ୍ତ ସିହ୍ନାଙ୍କ ସମର୍ଥନ ନ ପାଇ ସେ କୌଣସି ଧର୍ମସଙ୍କଟରେ ନାହାଁନ୍ତି। ସେ […]

ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ -ସୁରେଶରାଉତରା ସୁର ରାଉତରାୟଙ୍କ ବ୍ୟକ୍ତିଗତ ମତ। ବିଜେପି ପ୍ରାର୍ଥୀଙ୍କୁ ଆମେ କାହିଁକି ସମର୍ଥନ କରିବୁ ?- ଶରତ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଦଳ ସମର୍ଥନ କରିବ ନାହିଁ -ନରସିଂହ ମିଶ୍ର ପ୍ରମୋଦ ନାୟକ(ଭୁବନେଶ୍ବରu) :ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ କଂଗେସରେ ଝଡ଼ ।ଗୋଟିଏ ପଟେ ପାର୍ଟି ଅନ୍ୟପଟେ ମାଟିର ଲଢେଇ । […]

ରାଇରଙ୍ଗପୁର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ତାଙ୍କ ବାପ ଘର ଗାଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା ପାଇଲେ ବିଜୁଳି ଆଲୁଅ । କହିବାର ତାତ୍ପର୍ଯ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗ୍ରାମରେ ବିଦ୍ୟୁତ୍ ନଥିବା ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା ।ଏହା ପରେ ନିଦ ଭାଙ୍ଗିଥିଲା ବିଦ୍ୟୁତ୍ ବିଭାଗର,ବିଦୂତ ବେଗରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସେହି […]

ପ୍ରଶାନ୍ତ ଦାସ(ବାଲେଶ୍ୱର):ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ୧୦୦୦ ଟଙ୍କା ଫାଇନ କାଟିଲା ବାଲେଶ୍ୱର ଟ୍ରାଫିକ ପୋଲିସ ।ବିନା ହେଲମେଟରେ,ମନ୍ତ୍ରୀ ଓ ବିଧାୟକ ବାଲେଶ୍ୱରରେ ଏକ ବାଇକରେ ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଟ୍ରାଫିକ ନିୟମ ଭଙ୍ଗ କରିଥିବା ଜଣାଯାଇଛି। ଏଥିଲାଗି ଟ୍ରାଫିକ ପୁଲିସ ୧୦୦୦ ଟଙ୍କା ଗାଡ଼ିମାଲିକଙ୍କଠାରୁଜରିମାନା ଆଦାୟ କରିଛି। ଖବର ଅନୁଯାଇ,ବାଲେଶ୍ୱର ସହରର ହେମକାପଦା […]

ଏସ ବାସ୍ତବ:ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ,ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପ୍ରଦୀ ମୁର୍ମୁଙ୍କ ବିଷୟରେ ଝାଡ଼ଖଣ୍ଡ ରାଜନୀତିରେ ଆନ୍ଦୋଳନ ତୀବ୍ର ହୋଇଛି। ବିଜେପି ଉତ୍ସବ ପାଳନ କରୁଥିବାବେଳେ ଜେଏମଏମ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପ୍ରସଙ୍ଗରେ ନୀରବତା ଭାଙ୍ଗିବାକୁ ନିବେଦନ କରୁଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ନୀରବତାକୁ ଭାଙ୍ଗିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାଶ ଜେଏମଏମଙ୍କୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଜେଏମଏମ୍ର କିଛି ବିଧାୟକ ଦୌପ୍ରଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପାଇଁ ଗର୍ବିତ ଅନୁଭବ […]

ନବୀନ ଦାଶ(ବରଗଡ଼):ଓଡ଼ିଶାର ଭାତହାଣ୍ଡି ଭାବେ ବେଶ୍ ପରିଚିତ ଥିବା ବରଗଡ଼ ଜିଲ୍ଲାରେ ଉନ୍ନତ ମାନର ଧାନ ଚାଷ ହେଉଥିବାରୁ ଯଥେଷ୍ଟ ପରିମାଣ ରେ ସାର ର ଆବଶ୍ୟକତା ରହିଛି | ବିଗତ ରବି ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣି ଭିଟାମିନ ବାଧ୍ୟତା ହେବା ସହ ଚାଷୀ ଶୋଷଣ ର ଶିକାର ହୋଇଥିବା ବେଳେ, ଚାଷ କାର୍ଯ୍ୟ ରେ ବାଧା […]

Pin It on Pinterest