ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ଆଜି ବାଲେଶ୍ୱର ଜିଲ୍ଲା ଵାଲିଆପାଳ ବ୍ଲକକୁ ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ଗସ୍ତକୁ ନେଇ ପ୍ରଶାସନ ଚଳଚଂଚଳ ହୋଇ ଉଠିଥିବା ବେଳେ ବିରୋଧିଙ୍କ ବିଭିନ୍ନ ପ୍ରସଙ୍ଗରେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା ହେବାର ସମ୍ଭାବନା ଦୃଷ୍ଟିରୁ ବ୍ଲକରେ କେତେକ ଛାମୁଆ ନେତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ଜିଲାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକାର୍ଡ ବଂଟନ କରାଯିବାକୁ ଗଲାବେଳେ ବିରୋଧି କଂଗ୍ରେସ ଓ […]
ତ୍ରିନାଥ ବାରିକ(ପିପିଲି):ପୁରୀ ଜିଲ୍ଲା ପିପିଲି ବାଇପାସ ଓଭର ବ୍ରିଜ ଛକରେ ଦୁର୍ଘଟଣା । ଶବଦାହ ଗାଡିକୁ ପିଟିଲା କାର ଦୁଇଟି ଯାକ ଗାଡି ଚୁରମାର ।ଭୁବନେଶ୍ୱର ରୁ ଶବ ନେଇ ପୁରୀକୁ ଯାଉଥିବା ଶବ ଦାହ ଗାଡି ଓଭର ବ୍ରିଜ ନିକଟରେ ଅଟକିଥିବା ବେଳେ ପୁରୀ ପଟୁ ଦ୍ରୁତଗତି ରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବିପରିତ ଦିଗରେ ଡିଭାଇଡ଼ର କ୍ରସ କରି ଶବ ଥିବା ଗାଡିକୁ ସାମ୍ନାପଟୁ ପିଟିଥିଲା। […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସମ୍ବିଧାନ ଦେଶକୁ ଆଗକୁ ନେବାରେ ସାହାଯ୍ୟ କରିଛି, କିନ୍ତୁ ଆହୁରି ଅନେକ କିଛି କରିବା ଆବଶ୍ୟକ। ସମ୍ବିଧାନ ଦିବସ ଅବସରରେ ଭିଗାନ ଭବନରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶହ ଶହ ବର୍ଷର ନିର୍ଭରଶୀଳତା ଭାରତକୁ ଅନେକ ସମସ୍ୟାରେ ପକାଇଛି। ନଭେମ୍ବର ୨୬ ସମ୍ବିଧାନ ଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ […]
ବାସ୍ତବବ୍ୟୁରୋ:ଦକ୍ଷିଣ ଆଫ୍ରିକା ଏବଂ ବୋତସ୍ୱାନାଠାରେ ଡେଲଟା ଅପେକ୍ଷା କରୋନା ଜୀବାଣୁଙ୍କର ଅଧିକ ସଂକ୍ରାମକ ରୂପ ପରିବର୍ତନ ଦେଖିବାକୁ ମିଳିଛି। ଏହା ସଂକ୍ରମଣକୁ ଶୀଘ୍ର ବିସ୍ତାର କରିବାର ସମ୍ଭାବନା ଅଛି | ବୋତ୍ସୱାନାରେ ମିଳୁଥିବା ପ୍ରକାରଟି ଜୀବାଣୁଙ୍କର ସର୍ବାଧିକ ପରିବର୍ତ୍ତିତ ରୂପ ଅଟେ | କରୋନା ର B.୧ .୧ .୫୨୯ ଭାରିଆଣ୍ଟକୁ ନୂତନ ନାମ ଦିଆଯାଇପାରେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଗୁରୁବାର ଦିନ ଏହି ନୂତନ କରୋନା […]
ତ୍ରିନାଥ ବାରିକ (ପୁରୀ):ଶ୍ରୀକ୍ଷେତ୍ର ପାଇଁ ଲେଖାହୋଇଛି ନୂଆ ଇତିହାସ।କେବଳ ପୁରୀ ନୁହେଁ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ଏକ ଐତିହାସିକ ଦିନ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ପତିତପାବନଙ୍କୁ ଦର୍ଶନ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରକଳ୍ପ ସାକାର ହେବାକୁ ଯାଉଛି। ସମସ୍ତଙ୍କ ସହଯୋଗରେ ଏହା ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତିମୁଖ୍ୟମନ୍ତ୍ରୀ। ପୂର୍ଵ ନିର୍ଦ୍ଧାରିତ କାର୍ଯ୍ୟସୂଚୀ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ବିଜେପି ଦଳର ଟାଣୁଆ ନେତା ଲଲାଟେନ୍ଦୁ ରାଏ ଆଜି ତାଙ୍କର ବିଭିନ୍ନ ପଞ୍ଚାୟତ ର ତିନିଶହ ପଚାଶ କର୍ମୀଙ୍କୁ ଧରି ବିଜେଡ଼ିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ।ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଚାନ୍ଦବାଲି ରେ ଶଙ୍ଖ ର ଶବ୍ଦ ସେତେ ଯୋରରେ ଶୁଭିଲାଣି ଅନ୍ଯଦଳରୁ ଲୋକମାନେ ମୁଁହ ଫେରାଇ ନେଉଥିବାର ଦେଖିବାକୁ ମିଳିଛି । ଏଥିନେଇ ଚାନ୍ଦବାଲି ବିଜୁ […]
ବାସ୍ତବବ୍ୟୁରୋ:ରାଜନଗର ବ୍ଲକ ରାଜପୁର ପଂଚାୟତ ରେ ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣପର୍ବ,ଅନୁଷ୍ଠିତ ହୋଇଯାଇଛି |ଉକ୍ତ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ,ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନର କଳଙ୍କିତ ଅଧ୍ୟାୟର ଯବନିକା ଟାଣିବା ପାଇଁ,କୃଷକ ଯୁବକ ମହିଳା ସହ ପଂଚାୟତର ପ୍ରତେକ ନାଗରିକ ଏକଜୁଟ ହେବାର ସମୟ ଆସିଛି | ଶ୍ରୀ ଜେନା ଆହୁରିମଧ୍ୟ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):୨୪/୧୧- ମୋଦୀ ସରକାର ସଂସଦର ଶୀତକାଳୀନ ଅଧିବେଶନ ପାଇଁ ୨୬ ଟି ବିଲ୍ ତାଲିକାଭୁକ୍ତ କରିଛନ୍ତି। ସମସ୍ତ ତିନୋଟି କୃଷି ନିୟମ, କ୍ରିପ୍ଟୋକ୍ୟୁରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ନିୟାମକ ବିଲ୍ ପ୍ରତ୍ୟାହାର କରିବା ପାଇଁ ବିଲ୍ ପ୍ରସ୍ତୁତ | ମଙ୍ଗଳବାର ଲୋକସଭା ସଚିବାଳୟ ଏହି ସୂଚନା ଦେଇଛନ୍ତି। ଲୋକସଭା ସଚିବାଳୟ ଅନୁଯାୟୀ ,କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ନିୟାମକ ବିଲ୍ ୨୦୨୧ ଆରବିଆଇ ଦ୍ୱାରା ଜାରି ହେବାକୁ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୨ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୬ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୯୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୬୭୪୬ ଜଣ ସୁସ୍ଥ ହୋଇଛନ୍ତି । […]
ବବିତା ସାମଲ(ଭଦ୍ରକ):ବହୁ ପ୍ରତିକ୍ଷିତ ତିନିଟି କୃଷି ଆଇନ କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପରେ ସାରା ଦେଶରେ କୃଷକ ମାନଙ୍କ ତରଫରୁ ଖୁସି ଜାହିର କରାଯାଇ କୃଷକ ବିଜୟ ଦିବସ ମଧ୍ୟ ପାଳନ କରାଯାଉଛି |ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଜିଲ୍ଲା କଂଗ୍ରେସ ତରଫରୁ ସବୁ କର୍ମୀ ଏକ ହୋଇ କେନ୍ଦ୍ର ସରକାର ଙ୍କ କୃଷି […]