ବିନିକା(ଶାନ୍ତନୁ ପଣ୍ଡା) ଶନିବାର ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ ଓଡିଶା ବିଧାନସଭା ଗୃହ କମିଟି (ବିଦ୍ୟୁତ ବିଭାଗ ) ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ କମିଟି ସଦସ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି,ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ପ୍ରମୁଖ ବିନିକା ବ୍ଲକ ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ କରାଯାଉ ଥିବା କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଅବଗତ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ସାମ୍ବାଦିକ ସଂଘ ଓ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ଯୁବ ସମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକର ବାର୍ତ୍ତା ନେଇ ଆଜି ଚାନ୍ଦବାଲି ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଶ୍ରୀ ଦାସ ଓଡ଼ିଶାରେ ଜଣେ ନିର୍ଭିକ ସାମ୍ବାଦିକ ଭାବେ ବେଶ ଜଣାସୁଣା ଥିଲେ , ବାତ୍ୟା ହେଉ କିମ୍ବା ବନ୍ୟା ସବୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନିର୍ଭିକ ଖବର ପ୍ରସାରଣ କରି ଓଡ଼ିଶାର […]
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଜିହେଉଛି ପଣ୍ଡିତ ଦିନଦୟାଲ ଙ୍କ ଜନ୍ମ ଦିବସ। ଏହି ପଣ୍ଡିତ ଙ୍କ ଜନ୍ମ ଦିବସ ଅବସରରେ ମତୋ ବିଜେପି ଦଳ ପକ୍ଷରୁ ମତୋ ବିଜେପି କାର୍ଯାଳୟ ଠାରେ ପଣ୍ଡିତ ଦିନଦୟାଲ ଙ୍କ ଜନ୍ମ ଦିନ ପାଳନ କରାଯାଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ର ଆବାହକ ଅଶୋକ ରାଉଳ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ରତିକାନ୍ତ ନାୟକ, ମନୋଜ ଭଳ, ଦୈତାରୀ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ ।ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛିକି,ଆଜି ମଧ୍ୟରାତ୍ରରେ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ। ଆଜି ଭୋର ସାଢ଼େ ୫ଟା ସୁଦ୍ଧା ବାତ୍ୟା ‘ଗୁଲାବ’ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୨୭୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଥିବା ବେଳେ ଗତ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାଇ,ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସନ୍ଧ୍ୟାରେ ବାତ୍ୟାର ରୂପନେବ।ଆସନ୍ତାକାଲି ସନ୍ଧ୍ୟାରେ ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।ଏହିଗଭୀର ଅବପାତଟି ବାତ୍ୟାରେ ପରିଣତ ହେଲେ ତା’ର ନାଁ ‘ଗୁଲାବ’ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତିକି,ଗତକାଲି ସୃଷ୍ଟି ହୋଇଥିବା ଅବପାତଟି ଆଜି ସକାଳେ […]
ବାସ୍ତବବ୍ୟୁରୋ:ଆଜି ସକାଳ କେନ୍ଦୁଝର ବାସୀଙ୍କ ପାଇଁ ଲୁହଭିଜାର ସକାଳ ଥିଲା ।ପଞ୍ଚଭୂତରେ ବିଲୀନ ହୋଇଛି ଦୁଃସାହସୀ ତଥା ନିର୍ଭିକ ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀ କୂଳରେ ଅରିନ୍ଦମଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଏହି ସମୟରେ ଶୋକାକୂଳ ପରିବେଶ ନଦେଖିଲେ ବିଶ୍ୱାସ କରି ହେବନି,ସମସ୍ତଙ୍କ ଆଖିରେ ଲୁହର ବନ୍ୟା,ଯେପରିକି ନିଜ ଆତ୍ମୀୟଙ୍କୁ ହରାଇଛନ୍ତି ସମସ୍ତେ । ଆଜି […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ଚାନ୍ଦବାଲି ଏନ ଏ ସି ରେ ଅଗଷ୍ଟ ୭ ରେ ନୋଟିସ ନଂ (୧୫୬୧)ରେ ୫ଟି କାର୍ଯ୍ୟାଦେଶ ପାଇଁ ମୋଟ ୩ କୋଟି ୯୩ ଟଙ୍କାର କାର୍ଯ୍ୟାଦେଶ ପ୍ରକାଶ ପାଇଥିଲା । ବିଡ଼ର ମାନେ ନିର୍ଦ୍ଧାରିତ ସମୟରେ ଆବେଦେନ କରିଥିଲେ । ଆବେଦେନ କରିଥିବା ସମସ୍ତ ବିଡ଼ର ମାନଙ୍କୁ ଭୁଲ କାଗଜ ପତ୍ର ଦର୍ଶାଇ ନାକଜ କରାଯିବା ସହ ଜଣେ ଭୁବେନେଶ୍ୱର ଅଂଚଳର ଠିକାଦାରଙ୍କୁ ଯାହାର […]
ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି-ଲାଞିଗଡ ଢେପଗୁଡା ବିଟ ବେଡାଲଖମନ ଜଙ୍ଗଲରେ ଜଙ୍ଗଲି ହାତୀର ମୃତ ଦେହ ଉଦ୍ଧାର। ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଳକ ପୋଖରୀବନ୍ଦ ପଞ୍ଚାୟତ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଢେପଗୁଡା ବିଟର ମୁକୁନ୍ଦପୁର ଗାଁ ନିକଟରେ ଥିବା ବେଡାଲଖମନ ଜଙ୍ଗଲ ଠାରେ ଏକ ଜଙ୍ଗଲି ହାତୀର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । କିଛି ମାସ ହେଲା ଜଙ୍ଗଲି ହାତୀପଲ ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁ ଫସଲ ନଷ୍ଟ କରିବା […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଳିତ ଜାତିସଂଘର ସାଧାରଣ ସଭାର ଫୋରମ୍ ବ୍ୟବହାର କରି ଭାରତ ବିରୁଦ୍ଧରେ ପ୍ରଚାର ପ୍ରସାର କରିଆସୁଛନ୍ତି | ହେଲେ ଏଥର ତାଙ୍କର ବ୍ୟାଟିଂ ବିଫଳ ହୋଇଛି । ଜାତିସଂଘ ଫୋରମରେ କାଶ୍ମୀର ପ୍ରସଙ୍ଗକୁ ପୁଣିଥରେ ଉଠାଇଥିବା ପାକିସ୍ତାନକୁ ରାଇଟ୍ ଟୁ ଜବାବ ଅଧୀନରେ ଭାରତ ଏକ ଉପଯୁକ୍ତ ଉତ୍ତର ଦେଇଛି ଏବଂ କହିଛି ଯେ ପାକିସ୍ତାନ ସର୍ବଦା ଜାତିସଂଘ ଫୋରମର ଅପବ୍ୟବହାର କରିଆସୁଛି। ଓସାମା […]
ଦୀପକ କୁମାର ସାହୁ(କଳାହାଣ୍ଡି) ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାରେ ୨୬ ଟି ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ ସ୍କୁଲ l ଯେଉଁଥିପାଇଁ ଛାତ୍ର ଛାତ୍ରୀ , ଅଭିଭାବକ ଏବଂ ବୁଦ୍ଧିଜୀବି ମହଲରେ ଦେଖାଦେଇଛି ବେଶ ଉତ୍ସାହ l ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିକୁ ବିକଶିତ କରି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାର […]


