ବାସ୍ତବବ୍ୟୁରୋ(ଭୁବନେଶ୍ୱର):କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ।ସବୁ କଳ୍ପନା ଜଳ୍ପନାର ଶେଷ ।ପ୍ରଦୀପଙ୍କ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। କଂଗ୍ରେସ ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା […]

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି):୨୧/୧୦/ଆଜି ସାରା ଦେଶ ପାଳନ କରୁଛି ୬୨ତମ ପୋଲିସ ସହିଦ ଦିବସ । ଏହି ଅବସରରେ ଚାନ୍ଦବାଲି ବ୍ଲକର ମତୋ ଫାଣ୍ଡି ପରିସରରେ ପାଳିତ ହୋଇଯାଇଛି ପୋଲିସ ସହିଦ ଦିବସ । ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ- ଦେବି ଶଙ୍କର ପ୍ରତାପଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଚାନ୍ଦବାଲି ଥାନା ଆଇ ଆଇ ସି କରୁଣାକର ରାଉତ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଶୋକ […]

ବଲାଙ୍ଗିର(ବାସ୍ତବବ୍ୟୁରୋ): ପାଞ୍ଚ ଦିନିଆ ରିମାଣ୍ଡରେ ଆସି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ ସାହୁ । ନେହୁରା ହେଲି ମା ମାଣିକେଶ୍ବରୀ ଙ୍କ ରାଣ ଖାଇବାକୁ କହିଲି, ସେ ଶୁଣିଲାନି ଶେଷରେ ତଂଟି ଚିପି ମାରିଦେଲି ।ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ସ୍କୁଲ ହଷ୍ଟେଲକୁ ଆସିଥିଲେ,ସେଇ ଦିନ ମରିଥାନ୍ତା ଗୋବିନ୍ଦ, ହେଲେ ସାଙ୍ଗ ମାନଙ୍କ ସହ ଖସିଗଲା। ମୋର ସବୁ ଅନୈତିକ କାର୍ଯ୍ୟର ଗୁମର ଜାଣିଥିଲା ମମିତା ।ବାହାରେ […]

ଦୁଃଶାସନ ପୃଷ୍ଟି(କାମାକ୍ଷାନଗର):୨୧।୧୦-ପୁଣି ଗଜୁରିଛି ଭଣ୍ଡ ସାରଥୀ ପ୍ରେମ ।ବାପା-ପୁଅ ଙ୍କୁ ଉଠାଇ ନେଲା ପୋଲିସ । ଗ୍ରାମବାସୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ପରେ ଏ ପରି ପଦକ୍ଷପ ନେଇଛନ୍ତି ପରଜଙ୍ଗ ପୋଲିସ । ଖବର ଅନୁଯାଇ,ପରଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମ ଖଳିବାହାଳ ସାହିର ବହୁ ଚର୍ଚ୍ଚିତ ଭଣ୍ଡ ସାରଥୀ ର ଭକ୍ତ ବୋଲାଉଥିବା ଦିବାକର ନାଥ ଓ ପୁଅ ସୁକାନ୍ତ ନାଥ ।ସାରଥୀକୁ ପୂଜା କରିବା ସହିତ ସାରଥୀ […]

ବିନିକା(ଶାନ୍ତନୁ ପଣ୍ଡା)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି । ଆଜି ସଂନ୍ଧ୍ଯାରେ ଦେବାଶିଷ ସାହୁ. ଟଙ୍କଧର ସାହୁ ମାଲିକ ସାହୁ ଓ ତାଙ୍କ ସ୍ତ୍ରୀ ଉଲୁଣ୍ଡା ବ୍ଲକ କୋଟସମଲାଇ ନିଜ ଶଶୁର ଘରରୁଦୁଇଟା ବାଇକ ଯୋଗେ ବିନିକା ବ୍ଲକ ସିଂଘିଯୁବା ନିଜ ଘରକୁ ଫେରୁଥିଲେ । ବିଶାଲପାଲି ଛକ ନିକଟରେ ହମ୍ପ୍ସ ଥିବାରୁ ଗାଡି ଧୀରେ କରିବା ବେଳେ ଦୁଇ ଜଣ ଯୁବକ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ)କରୋନା ମହାମାରୀ ବିରୋଧରେ ଯୁଦ୍ଧରେ ଦେଶ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ଭାରତରେ ଟୀକାକରଣ ଆକଳନ ଆଜି ୧୦୦ କୋଟି ଅତିକ୍ରମ କରିବାକୁ ଯାଉଛି ଏବଂ ଏହି ଅବସରରେ ସାରା ଦେଶରେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏପର୍ଯ୍ୟନ୍ତ କେବଳ ଚାଇନା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟିକା ଦେଇଛି। ଏପର୍ଯ୍ୟନ୍ତ, ୧୮ ବର୍ଷରୁ ଅଧିକ ବୟସର ୭୫ ପ୍ରତିଶତ ଲୋକଙ୍କୁ ଟୀକା ର ପ୍ରଥମ […]

ଆଶିଷ ନାୟକ(ରାଜକନିକା):କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ର ମଧ୍ୟ ଭାଗରେ ଥିବା ଖରସ୍ରୋତା ନଦୀ ର ମଧୁର ପାନୀୟ ଜଳ ଯୋଗାଣ ପାଇଁ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ଆମରଣ ଅନଶନ ସହିତ ଆନ୍ଦୋଳନ ଜାରି ରହିଛି |ତେଣୁ ମେଗା ଇମ୍ଫା ସ୍ଟକଚର୍ ଆଦାନି କମ୍ପାନୀ କୁ ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାକୁ ବଡ ବଡ ପାଇପ୍ ଯୋଗେ ଛାଡିବାକୁ ଓଡିଶା […]

ବଲାଙ୍ଗିର(ବିମଲ ଯୋଷୀ): “ହଁ, ମୁଁ ମମିତା ମେହେରକୁ ମର୍ଡର କରିଛି। ମୁଁ ହିଁ ମମିତାର ହତ୍ୟାକାରୀ ।ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ତୁମ୍ଭି ତୋଫାନର ଏକ ପ୍ରକାର ଯବନିକା ପଡ଼ିଛି ।ଏହା ପୂର୍ବରୁ ପୁଲିସ୍‌ କବଜାରେ ୪ ଦିନ ରହି ପାଟି ଫିଟାଉ ନ ଥିବା ଗୋବିନ୍ଦ ହଠାତ୍‌ ସବୁ ସତ ବଖାଣିବାର ରହସ୍ୟ କିଛି ବୁଝା ପାରୁ ନାହାନ୍ତି […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ୨୦/୧୦-ଚାନ୍ଦବାଲି ବ୍ଲକ ବିଜୟନଗର ପଂଚାୟତ ମଧୁପୁର ଗାଁରେ ହନୁମାନ ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ, ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବୀ କରିଥିଲେ ଅଭିଯୁକ୍ତ l ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତ ଗିରଫ ସହ ଗୋଟିଏ କାର ଜବତ l ହନୁମାନ ପଇସା କୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ ପରେ ୫ଲକ୍ଷ ଟଙ୍କାର […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଭାରତରେ କରୋନା ସଂକ୍ରମଣର ନୂଆ କ୍ଷେତ୍ରରେ ରିଲିଫ୍ ଅବଧି ଜାରି ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪ ହଜାର ୬୨୩ ଟି କରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି।ଏହି ସମୟରେ,ଦେଶରେ ୧୯୭ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି | ପୁନରୁଦ୍ଧାର ହାର କ୍ରମାଗତ ଭାବରେ ଏହାର ସର୍ବୋଚ୍ଚ ସ୍ତରରେ ଏବଂ ଗତ ବର୍ଷ ମାର୍ଚ୍ଚ ତୁଳନାରେ ସର୍ବାଧିକ ଅଟେ | ଗତ ୪ ଦିନ ପାଇଁ, […]

Pin It on Pinterest