ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି-ଥୁଆମୁଳ ରାମପୁର ଆଇ.ସି.ଡ଼ି.ଏସ ସିଡିପିଓ ପୁଷ୍ପାଞ୍ଜଳି ରଥ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଅଙ୍ଗନୱାଡି କର୍ମୀ ଚୟନ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା। ଭବାନୀପାଟଣା ବଡପଡା ବାସଭବନ ରେ ବୀର ସିଂ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟଙ୍କା ସହ ଧରିଲା। ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ […]

ବିମଲ ଯୋଷୀ(ବଲାଙ୍ଗୀର):ବହୁ ଚର୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ,ଆଜି ସକାଳୁ ସକାଳୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି । ଗତକାଲି ସାରିଥିଲା ଗୋବିନ୍ଦର ରିମାଣ୍ଡ,ତେଣୁ ଆଜି ସକାଳୁ ତାକୁ ବଙ୍ଗମୁଣ୍ଡା ଏସ୍‌ଡିଜଏମ୍‌ କୋର୍ଟରେ ହାଜର କରିଥିଲା ପୁଲିସ୍‌। ଏହାପରେ ତାକୁ କଣ୍ଟାବାଞ୍ଝି ଜେଲ୍‌କୁ ପଠାଇ ଦିଆଯାଇଛି। ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧୀ ଗତ ରାତିରେ ସରୁଥିଲା। ତେଣୁ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୮୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୫୯୧୭ଜଣ ସୁସ୍ଥ ହୋଇଛନ୍ତି ।  ଆଜି […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୯ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୪୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୫୫୦୭ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର […]

ବାସ୍ତବବ୍ୟୁରୋ:ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତାର ବିଶେଷ ଗୁରୁତ୍ୱ ରହିଛି। ଆମ ଚାରିପାଖରେ ଥିବା ଜିନିଷଗୁଡ଼ିକ ଜୀବନରେ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ | ସାଧାରଣତ ଲୋକମାନେ ନିଜ ପର୍ସରେ ଟଙ୍କା ବ୍ୟତୀତ ଅନେକ ଜିନିଷ ରଖନ୍ତି | ବାସ୍ତୁ ଶାସ୍ତ୍ରୀରେ ଏହିପରି ଅନେକ ଜିନିଷ ବର୍ଣ୍ଣନା କରାଯାଇଛି, ଯାହାକୁ ରଖିବା ଦ୍ୱାରା ଜଣେ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ଏହି ଜିନିଷଗୁଡ଼ିକୁ ପର୍ସରେ ରଖିବା ଅଶୁଭ ବୋଲି […]

ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ରାଜନୀତି ବି ଜୋର ଧରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ୍ ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହିତ ଲିଙ୍କ୍ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ତଥା ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ଦଳ […]

ବବିତା ସାମଲ(ଭଦ୍ରକ):ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରୁ ଗତକାଲି ମୋଟର ଭେଇକିଲ ଯାଞ୍ଚ ବେଳେ, ଗୋଟିଏ ବାଇକ ରେ ଯାଉଥିବା ତିନି ଜଣଙ୍କୁ ଅଟକାଇଥିଲା ପୋଲିସ ଏବଂ ଯାଞ୍ଚ ବେଳେ ୩୧୬ ଗ୍ରାମ୍ ବ୍ରାଉନ ସୁଗାର,ବ୍ରାଉନ, ସୁଗାର ଭରିବା ପାଇଁ ଉପଯୋଗୀ ୨୦୦ ଖାଲି ପ୍ୟାକେଟ,ତିନିଟି ମୋବାଇଲ, ଆଧାର କାର୍ଡ, ୪00 ଟଙ୍କା ଜବତ କରିଛି ଗ୍ରାମାଞ୍ଚଳ ପୋଲିସ | ଜଣେ […]

ଭଦ୍ରକ(ବବିତା ସାମଲ) ୨୨।୧୦-ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ।ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ, ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ପାଇଁ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଶୋଭାଯାତ୍ରା ।ବିଜେପି କର୍ମୀମାନେ ବିଭିନ୍ନ ଲାରା ଦେଇ ସହର ପରିକ୍ରମା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଖବର ଅନୁଯାଇ, ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଯାଇଥିବା ବେଳେ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର କେତେକ ନେତା ଓ କର୍ମୀ ବ୍ୟାରିକେଡ଼ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୨/୧୦-ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ଚାନ୍ଦବାଲିରେ ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଶହ ଏକ ଶୋଭାଯାତ୍ରା କରାଯାଇଛି । ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ସିପିଆଇ ପକ୍ଷରୁ ଏକ ପ୍ରତିବାଦ ସଭାସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୨ ଦଫା ଦାବୀ ପତ୍ର ପ୍ରେରଣ କରାଯାଇଛି । କଳାହାଣ୍ଡି ଜିଲ୍ଲାର ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମତା ମେହର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ […]

ଦୀପକ ସାହୁ(କଳାହାଣ୍ଡି):_ମମିତା ମେହେର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ନେଇ ପୋଲିସ ର କ୍ରାଇମ୍ ରିକ୍ରିଏସନ କରିଛି। ପ୍ରାତଃ ୪. ୧୫ ରେ ମହାଲିଙ୍ଗ ଖେଳ ପଡିଆ ରେ ଉତ୍ତରାଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁସଲକର ନୀତିନ ଡାଗଡୁ ଙ୍କ ଉପସ୍ଥିତି ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ର କ୍ରାଇମ୍ ରିକ୍ରେଏସନ କରାଯାଇଛି। ଗୋବିନ୍ଦ ସାହୁ ଦେଖାଇଛି ଡେମୋ। […]

Pin It on Pinterest