ବାସ୍ତବବ୍ୟୁରୋ(ଭୁବନେଶ୍ବର):ଆଗକୁ ପଂଚାୟତ ନିର୍ବାଚନ,ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଵାଲା କଷାକଷି ।ଆଉ ଏହି ସମୟରେ ତେଲ ଦରକୁ ନେଇ ରାଜନୀତି ସରଗରମ । ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇ ଦୀପାବଳି ଭେଟି ଦେଇଥିବା ମୋଦୀ ସରକାରଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେବା ସହ, ରାଜ୍ୟ ସରକାର ଆଉ ୧୪ ଟଙ୍କା ଭାଟ କମାଇବାକୁ ଦାବି କରିଛି। ବିଜେପି କହିଛି, ପେଟ୍ରୋଲ ଓ ଡିଜେଲ ପାଇଁ ଭାରତ […]

ରାଜ୍ୟରେ ୨୪ ଘଣ୍ଟାରେ ୨୦୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୪ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୩୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୧୪୨୫ଜଣ ସୁସ୍ଥ ହୋଇଛନ୍ତି । […]

ବାସ୍ତବବ୍ୟୁରୋ:ମଣିଷମାନଙ୍କ ପରେ, ବର୍ତ୍ତମାନ କରୋନାର ଆଲଫା ଭାରିଆଣ୍ଟ ମଧ୍ୟ ପଶୁମାନଙ୍କଠାରେ ଦେଖିବାକୁ ମିଳିଛି | ପ୍ରାଣୀ ଚିକିତ୍ସା ରେକର୍ଡ ଗୁଡିକର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ SARS-CoV-2 ର ଆଲଫା ସଂସ୍କରଣରେ ଗୃହପାଳିତ ପଶୁମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି | ଆଲଫା ଭାରିଆଣ୍ଟ ପ୍ରଥମେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ମିଳିଥିଲା ​​ଏବଂ ସାଧାରଣତ ଏହାକୁ ୟୁକେ ଭାରିଆଣ୍ଟ ବା B.1.1.7.1 ଭାବରେ ଜଣାଶୁଣା | ଆଲଫା ଭାରିଆଣ୍ଟ ଇଂଲଣ୍ଡରେ ଏତେ […]

ବବିତା ସାମଲ(ଭଦ୍ରକକଲେଇ)କଲେଇ ଗ୍ରାମ ପଂଚାୟତ ର ବଳଭଦ୍ର ପୁର ରସିକାବାଜ ଗ୍ରାମ ରେ ଗତ ୧ ତାରିଖ ଦିନ ଅଗ୍ନିକାଣ୍ଡ ଘଟିଥିବା ପରିବାରକୁ ସହାୟତା ପାଇଁ ପହଁଚିଲେ ସ୍ବେଛାସେବୀ ସଂଗଠନ ।ସୂଚନା ମୁତାବକ ଆଗି୍ନିକାଣ୍ଡରେ ଉକ୍ତ ଗ୍ରାମ ର ରମାକାନ୍ତ ସାହୁ ଓ ଜୟପ୍ରକାଶ ସାହୁ ଙ୍କ ଘରେ ଅଚାନକ ଦିନ ଦିପହର ପ୍ରାୟ ୨ ଟା ସମୟରେ ନିଆଁ ଲାଗିଥିବା ଘର ଲୋକ ଦେଖିଲେ ହେଲେ ସେତେବେଳକୁ ନିଆଁ […]

ବବିତା ସାମଲ(ଭଦ୍ରକ):ଦୀପାବଳି ଆସିଲେ ମନ ନାଚି ଯାଏ ଭଦ୍ରକର କାଳୀପୂଜା ପାଇଁ,ଉତ୍ସବ ମୁଖର ହୋଇଉଠେ ଭଦ୍ରକର ପୁରପଲ୍ଲୀ, କାହିଁକିନା ଭଦ୍ରକ କାଳୀପୂଜା ହେଉଛି ଓଡିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା,କିନ୍ତୁ ବିଧିର ବିଧାନ କେଡେ ଯେ ବିଚିତ୍ର ତାହା କହିବା ବାହୁଲ୍ୟ ମାତ୍ର | ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନାର ପ୍ରଭାବରେ ଓଡ଼ିଶାର ସମସ୍ତ ପର୍ବପର୍ବାଣି ଫିକା ପଡିଛି ଆଉ ସେଥିରୁ ବାଦ ପଡିନି ଭଦ୍ରକର କାଳୀପୂଜା |ଏବର୍ଷ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୫\୧୧-ପବିତ୍ର ଦିପାବଳୀ ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ନିର୍ଦ୍ଧାରିତ ସମୟ ତଥା ରାତ୍ର ୯ ଟାରେ ଉଠିଲା ମହାଦୀପ।ଏଥିପାଇଁ ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି , ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲ୍ବପତ୍ର ଲାଗି କରାଯାଇ ଦିଗମ୍ବରବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ପରେ ପହଡଖିଆ […]

ଚାନ୍ଦବାଲି ନିକଟସ୍ଥ ବୈତରଣୀନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ। ଡଙ୍ଗା ଥିବାରୁ ଅଳ୍ପକେ ବର୍ତ୍ତିଲେ ୪ମତ୍ସ୍ଯଜିବୀ । ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୫\୧୧-ଗତକାଲି ଅମାବାସ୍ଯା ତିଥି ଥିବାରୁ ସମୁଦ୍ର ଜୁଆରରେ ଫୁଲି ଉଠିଥିଲା ଚାନ୍ଦବାଲି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀ, ଏପରିକି ଦୈନନ୍ଦିନ ପରି ମୁଆଁଗାଁର ମତ୍ସ୍ଯଜିବୀମାନେ ରାତିପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମାଛ ମାରିବା ପାଇଁ। ହେଲେ ଆଜି ସକାଳୁ ନଦୀରେ ମତ୍ସ୍ଯଜିବୀମାନେ ଜାଲ […]

WHO ଅଧିକାରୀ କରୋନାର ନୂଆ ତରଙ୍ଗକୁ ଭୟ କରୁଛନ୍ତି ୫୩ ଦେଶର ଏକ ବଡ଼ ଅଞ୍ଚଳରେ ୫ ଲକ୍ଷ ଲୋକ ମୃତ୍ୟୁ ବରଣ କରିପାରନ୍ତି ଡକ୍ଟର କ୍ଲେଗ କହିଛନ୍ତି ଯେ ୟୁରୋପ ପୁଣି ମହାମାରୀର କେନ୍ଦ୍ରରେ ଅଛି…. ଜେନେଭା:ବିଶ୍ୱର ଅନେକ ଦେଶରେ କରୋନା ମାମଲା ପୁଣି ବଢିବାରେ ଲାଗିଛି |ଏଭଳି ପରିସ୍ଥିତିରେ, WHO ର ବରିଷ୍ଠ ଅଧିକାରୀ ଭୟ କରିଛନ୍ତି ଯେ ୫୩ ଟି ଦେଶର ଅନେକ ଅଂଚଳରେ କରୋନାର […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୯୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୫୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୦୮୮୯ଜଣ ସୁସ୍ଥ ହୋଇଛନ୍ତି […]

ବାସ୍ତବବ୍ୟୁରୋ:କୋଭିଡ -୧୯ ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ୱ ର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯାହା ଏହି ବଟିକା ସହିତ ଚିକିତ୍ସାକୁ ଉପଯୁକ୍ତ ବୋଲି ସ୍ୱୀକୃତି ଦେଇଛି, ଯଦିଓ ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ କରୋନା ସଂକ୍ରମିତ ଲୋକଙ୍କୁ ଏହି ବଟିକା ବ୍ୟବହାର […]

Pin It on Pinterest