ଝାରସୁଗୁଡା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା ।ବହୁ ଦିନ ପ୍ରତିକ୍ଷାର ଅନ୍ତ ଘଟିଛି, ଘରଡିହ ପାଇବେ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା ୨ ହଜାର ବିସ୍ଥାପିତ ପରିବାର | ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ […]

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀର ରାଜରାସ୍ତାରେ କନିଷ୍ଠ ଶିକ୍ଷକ । ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ହଠାତ ବିଧାନସଭା ଫାଟକ ନିକଟରେ ପହଞ୍ଚି ଜୋର ଜରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ କନିଷ୍ଠ ଶିକ୍ଷକସଂଘ । ଫାଟକରେ ମୁତୟନ ପୋଲିସ କର୍ମଚାରୀଙ୍କ ସହ ଶିକ୍ଷକ ସଂଘ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଆଶାୟୀ ଶିକ୍ଷକମାନେ। ଏହି ସମୟରେ କିଛି ଶିକ୍ଷକମାନଙ୍କୁ ଉଠାଇନେଇଥିଲା ପୋଲିସ । […]

ରାହାସ ପୂର୍ଣ୍ଣିମାରେ ହରଗୌରୀ ବେଶରେ ଦର୍ଶନ ଦେବେ ବାବା… ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୫/ ୧୧-ପବିତ୍ର ପଞ୍ଚକବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏସୋପି ଜାରି କରାଯାଇଛି। ସେହିପରି ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ କୋଭିଡ କଟକଣା ପାଳନ କରିବା ସହ ମାକ୍ସ ପରିଧାନ କରି ବାବାଙ୍କୁ ଦର୍ଶନ କରିବା ପାଇଁ ପରାମର୍ଶ […]

ଜୋତିର୍ବିତ ଡ଼.ନବକିଶୋର ମିଶ୍ର ବାସ୍ତବବ୍ୟୁରୋ:ନଭେମ୍ବର ୧୯ ରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ,ବୃଷ ରାଶିରେ ଚନ୍ଦ୍ରଗ୍ରହଣ ହେବ |ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ର କ୍ରିତିକା ନକ୍ଷତ୍ରରେ ରହିବେ, ଯାହାର ଶାସକ ଗ୍ରହ ରବି ଅଟନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟ ଏବଂ ଚନ୍ଦ୍ରର ଦୁଇଟି ରହସ୍ୟମୟ ଗ୍ରହ ରାହୁ ଏବଂ କେଟୁ ଯେତେବେଳେ ସେମାନଙ୍କ ଅଧୀନରେ ଆସନ୍ତି ସେତେବେଳେ ଏକ ଚନ୍ଦ୍ରଗ୍ରହଣ ଘଟିଥାଏ | ଜୋତିର୍ବିତ […]

ତ୍ରିନାଥ ବାରିକ(ସତ୍ୟବାଦୀ) ପୁରୀ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି।୧୧ ବ୍ଲକ ରୁ ୯୯ ଜଣ ଛାତ୍ରଛାତ୍ରୀ ଓ ୭୭ ଜଣ ଗାଇଡ଼ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଚଣ୍ଡେଶ୍ୱର ମହାପାତ୍ର ,ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ […]

ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କେଶବାନନ୍ଦ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୧ ଆୟୋଜନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ରାଜକନିକା ଠାରେ, ଅନୁଷ୍ଠିତ ହୋଇଯାଇଛି | ଏହି ଶିଶୁ ମହୋତ୍ସବ ରେ, କନିକା ତହସିଲଦାର ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜକନିକା ବିଇଓ ସରୋଜ […]

ସନ୍ତୋଷ ପାତ୍ର (ନର୍ଲା):୧୪/୧୧- କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରେ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବୀନେଇ, ଆଜି ଏକ ସର୍ବସାଧାରଣ ସମାବେଶ ହୋଇଥିଲା | ଆଇନଜୀବୀ କୁବେର ସାହୁ ଙ୍କ ଅଧ୍ୟକ୍ଷତା ଏହି ବୈଠକ ଆବାହନ କରାଯାଇଥିବା ବେଳେ, ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାଏକ,ବ୍ଲକ ସଭାପତି ସମୀର […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର):୧୪/୧୧- ଆସୁଛି ଆଉ ଏକ ବାତ୍ୟା,ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇସାରିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି । ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେବ । ୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ ।ଏହାର ପ୍ରଭାବରେ […]

ବନିତା ସାମଲ(ଭଦ୍ରକ):ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ର ଅଦମ୍ୟ ସାହାସିକତା ଓ କାର୍ଯ୍ୟଦକ୍ଷତା ପାଇଁ କୁକ୍ଷାତ ଲୁଟେରା ବାପି ପାଣିକୁ ଏନକାଉଣ୍ଟର କରି ଗିରଫ କରିଛି ପୋଲିସ |ଡକାୟତି ଯୋଜନା ବେଳେ ଏନକାଉଣ୍ଟର କରାଯାଇଛି |ଗତ ଦୁଇ ଦିନ ତଳେ ଭଦ୍ରକ ଆରଡ଼ି ଛକରୁ ଗୁଳି ଫୁଟାଇ ଲୁଟ ଓ ପରେ ବୃଦ୍ଧଙ୍କ ଠାରୁ ଲୁଟ ସମସ୍ତ ଘଟଣାକୁ ନେଇ ଗ୍ରାମାଞ୍ଚଳ ପୋଲିସ ତରଫରୁ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ […]

ଦୀପକ ସାହୁ(କଳାହାଣ୍ଡି)ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ବଦଳିନି ଚିତ୍ର । ଆଜି ବି ଚିରଅବହେଳିତ ହୋଇ ପଡିରହିଛି ଅନେକ ଦୁର୍ଗମ ଅଞ୍ଚଳ । ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ ,ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଏସବୁ ଅଞ୍ଚଳ । ଏମାନଙ୍କ ପାଇଁ ଅଭିଶପ୍ତ ପାଲଟିଛି ଏହି ଅଞ୍ଚଳର ଭୌଗଳିକ ସ୍ଥିତ । ଅସହାୟ ବୃଦ୍ଧ ବୃଦ୍ଧା, ବିଧବା ,ଦିବ୍ୟାଙ୍ଗ ତଥା ଗରିବ ଲୋକେ କାଟୁଛନ୍ତି ଦୁର୍ବିସହ […]

Pin It on Pinterest