ଦେବକାନ୍ତ ମହାନ୍ତି,(ଚାନ୍ଦବାଲି): ୩୦/୧୧/୨୧ ପଞ୍ଚାୟତକୁ ଆସିଥିବା ଗୋଖାଦ୍ୟକୁ ଦିନ ଦୀପହରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚଞ୍ଚକତାର ସହ ଗୋଖାଦ୍ୟ ବିକ୍ରି କରୁଥିଲେ ସରପଞ୍ଚ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତରୁ । ସୂଚନାଯୋଗ୍ୟ ବାତ୍ୟା ୟସ ରେ ପଞ୍ଚାୟତକୁ ଆସିଥିବା ଗୋ ଖାଦ୍ୟକୁ ନଳଗୋହିରା ପଞ୍ଚାୟତର ସରପଞ୍ଚ ଆଶୁତୋଷ ଭୋଇ ଅନ୍ୟତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସରପଞ୍ଚ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଡିସେମ୍ବର ୧ ରେ ହେବାକୁ ଥିବା LPG ର ସମୀକ୍ଷାରେ ସିଲିଣ୍ଡରର ମୂଲ୍ୟ ହ୍ରାସ ହେବାର ସମସ୍ତ ସମ୍ଭାବନା ଅଛି | ଏହାର କାରଣ ହେଉଛି ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇଛି। ଏହା ବ୍ୟତୀତ ଆସନ୍ତା ବର୍ଷ ପଞ୍ଜାବ ସମେତ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର ପେଟ୍ରୋଲ ଏବଂ ଡିଜେଲ ଭଳି ଗ୍ୟାସକୁ ଶସ୍ତା କରିବେ ବୋଲି […]
ତ୍ରିନାଥ ବାରିକ(କଣାସ):କଣାସ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଆତ୍ମା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ପୁରସ୍କାର ପ୍ରଦାନ ସମାରୋହ ସହ କୃଷି ରଥର ଶୁଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ । କୃଷି ବିଭାଗର ଏକ ସଚେତନତା ରଥ କୃଷି କାର୍ଯ୍ୟାଳୟ […]
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ୭୨ତମ ସ୍ୱମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରିପୋର୍ଟ -ଦେବକାନ୍ତ ମହାନ୍ତି,ଚାନ୍ଦବାଲି -ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ଅଲ ଇଣ୍ଡିଆ ସମତା ସୈନିକ ଦଳ ପକ୍ଷରୁ ୭୨ତମ ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି l ଏହି ସାଧାରଣ ସଭାରେ ଅଲ ଇଣ୍ଡିଆ ସମତା ଦଳ ବ୍ଲକ ସଭାପତି ଗୟାଧର ଦାସଙ୍କ ସଭାପତିରେ ମୁଖ୍ୟ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୮/୧୧-ଚାନ୍ଦବାଲି ବ୍ଲକ କନେଫେରେନ୍ସ ହଲ ପରିସରରେ ଭଦ୍ରକ ଅଂଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ (ରକ୍ଷକ) ଅନୁଷ୍ଟିତ ହୋଇ ଯାଇଛି । ଏହି ରକ୍ଷକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦିଲ୍ଲୀର ସଡ଼କ ସୁରକ୍ଷା ପ୍ରଶିକ୍ଷକ ଆଦିତ୍ୟ ଚୌଧୁରୀ ଓ ଚାନ୍ଦବାଲି ଏସ ଡ଼ି ପିଓ ଦେବୀ ଶଙ୍କର ପ୍ରତାପ, ଏମ୍ ଭି ଆଇ ଡ଼ିକେ ନାୟକ, ଜୁନିଅର ଏମ୍ ଭି ଆଇ ସେକ୍ ରହିମ ପ୍ରମୁଖ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୭ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୮୬୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୫୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୭୮୬୪ ଜଣ ସୁସ୍ଥ […]
ବାସ୍ତବବ୍ୟୁରୋ:ଶୀତଦିନେ,ଗୁଡ଼ ସହିତ ଚା’କେବଳ ଆପଣଙ୍କ ଦୈନନ୍ଦିନ ଅଭ୍ୟାସଗତ ଚା’ର ସ୍ୱାଦକୁ ବଢାଇନଥାଏ ,ଏହାକୁ ପିଇବାର ଅନେକ ଲାଭ ମଧ୍ୟ ଅଛି | ଚିନି ବଦଳରେ ଗୁଡ଼ ଚା ସହିତ ଦିନ ଆରମ୍ଭ କରିବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ |ତେବେ ଆସନ୍ତୁ ଜାଣିବା ଆମ ଶରୀରର କେଉଁ କେଉଁ ସମସ୍ୟା ର ଆସୁ ସମାଧାନରେ ଗୁଡ଼ ଚା’ ସହାୟକ ହୋଇଥାଏ | ରକ୍ତହୀନତାର ଅଭାବ ଦୂର ହୁଏଯଦି […]
ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ଆଜି ବାଲେଶ୍ୱର ଜିଲ୍ଲା ଵାଲିଆପାଳ ବ୍ଲକକୁ ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ଗସ୍ତକୁ ନେଇ ପ୍ରଶାସନ ଚଳଚଂଚଳ ହୋଇ ଉଠିଥିବା ବେଳେ ବିରୋଧିଙ୍କ ବିଭିନ୍ନ ପ୍ରସଙ୍ଗରେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା ହେବାର ସମ୍ଭାବନା ଦୃଷ୍ଟିରୁ ବ୍ଲକରେ କେତେକ ଛାମୁଆ ନେତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ଜିଲାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକାର୍ଡ ବଂଟନ କରାଯିବାକୁ ଗଲାବେଳେ ବିରୋଧି କଂଗ୍ରେସ ଓ […]
ତ୍ରିନାଥ ବାରିକ(ପିପିଲି):ପୁରୀ ଜିଲ୍ଲା ପିପିଲି ବାଇପାସ ଓଭର ବ୍ରିଜ ଛକରେ ଦୁର୍ଘଟଣା । ଶବଦାହ ଗାଡିକୁ ପିଟିଲା କାର ଦୁଇଟି ଯାକ ଗାଡି ଚୁରମାର ।ଭୁବନେଶ୍ୱର ରୁ ଶବ ନେଇ ପୁରୀକୁ ଯାଉଥିବା ଶବ ଦାହ ଗାଡି ଓଭର ବ୍ରିଜ ନିକଟରେ ଅଟକିଥିବା ବେଳେ ପୁରୀ ପଟୁ ଦ୍ରୁତଗତି ରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବିପରିତ ଦିଗରେ ଡିଭାଇଡ଼ର କ୍ରସ କରି ଶବ ଥିବା ଗାଡିକୁ ସାମ୍ନାପଟୁ ପିଟିଥିଲା। […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସମ୍ବିଧାନ ଦେଶକୁ ଆଗକୁ ନେବାରେ ସାହାଯ୍ୟ କରିଛି, କିନ୍ତୁ ଆହୁରି ଅନେକ କିଛି କରିବା ଆବଶ୍ୟକ। ସମ୍ବିଧାନ ଦିବସ ଅବସରରେ ଭିଗାନ ଭବନରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶହ ଶହ ବର୍ଷର ନିର୍ଭରଶୀଳତା ଭାରତକୁ ଅନେକ ସମସ୍ୟାରେ ପକାଇଛି। ନଭେମ୍ବର ୨୬ ସମ୍ବିଧାନ ଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ […]


