ବାସ୍ତବବ୍ୟୁରୋ:ଦକ୍ଷିଣ ଆଫ୍ରିକା ଏବଂ ବୋତସ୍ୱାନାଠାରେ ଡେଲଟା ଅପେକ୍ଷା କରୋନା ଜୀବାଣୁଙ୍କର ଅଧିକ ସଂକ୍ରାମକ ରୂପ ପରିବର୍ତନ ଦେଖିବାକୁ ମିଳିଛି। ଏହା ସଂକ୍ରମଣକୁ ଶୀଘ୍ର ବିସ୍ତାର କରିବାର ସମ୍ଭାବନା ଅଛି | ବୋତ୍ସୱାନାରେ ମିଳୁଥିବା ପ୍ରକାରଟି ଜୀବାଣୁଙ୍କର ସର୍ବାଧିକ ପରିବର୍ତ୍ତିତ ରୂପ ଅଟେ | କରୋନା ର B.୧ .୧ .୫୨୯ ଭାରିଆଣ୍ଟକୁ ନୂତନ ନାମ ଦିଆଯାଇପାରେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଗୁରୁବାର ଦିନ ଏହି ନୂତନ କରୋନା […]
ତ୍ରିନାଥ ବାରିକ (ପୁରୀ):ଶ୍ରୀକ୍ଷେତ୍ର ପାଇଁ ଲେଖାହୋଇଛି ନୂଆ ଇତିହାସ।କେବଳ ପୁରୀ ନୁହେଁ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ଏକ ଐତିହାସିକ ଦିନ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ପତିତପାବନଙ୍କୁ ଦର୍ଶନ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରକଳ୍ପ ସାକାର ହେବାକୁ ଯାଉଛି। ସମସ୍ତଙ୍କ ସହଯୋଗରେ ଏହା ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତିମୁଖ୍ୟମନ୍ତ୍ରୀ। ପୂର୍ଵ ନିର୍ଦ୍ଧାରିତ କାର୍ଯ୍ୟସୂଚୀ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ବିଜେପି ଦଳର ଟାଣୁଆ ନେତା ଲଲାଟେନ୍ଦୁ ରାଏ ଆଜି ତାଙ୍କର ବିଭିନ୍ନ ପଞ୍ଚାୟତ ର ତିନିଶହ ପଚାଶ କର୍ମୀଙ୍କୁ ଧରି ବିଜେଡ଼ିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ।ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଚାନ୍ଦବାଲି ରେ ଶଙ୍ଖ ର ଶବ୍ଦ ସେତେ ଯୋରରେ ଶୁଭିଲାଣି ଅନ୍ଯଦଳରୁ ଲୋକମାନେ ମୁଁହ ଫେରାଇ ନେଉଥିବାର ଦେଖିବାକୁ ମିଳିଛି । ଏଥିନେଇ ଚାନ୍ଦବାଲି ବିଜୁ […]
ବାସ୍ତବବ୍ୟୁରୋ:ରାଜନଗର ବ୍ଲକ ରାଜପୁର ପଂଚାୟତ ରେ ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣପର୍ବ,ଅନୁଷ୍ଠିତ ହୋଇଯାଇଛି |ଉକ୍ତ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ,ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନର କଳଙ୍କିତ ଅଧ୍ୟାୟର ଯବନିକା ଟାଣିବା ପାଇଁ,କୃଷକ ଯୁବକ ମହିଳା ସହ ପଂଚାୟତର ପ୍ରତେକ ନାଗରିକ ଏକଜୁଟ ହେବାର ସମୟ ଆସିଛି | ଶ୍ରୀ ଜେନା ଆହୁରିମଧ୍ୟ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):୨୪/୧୧- ମୋଦୀ ସରକାର ସଂସଦର ଶୀତକାଳୀନ ଅଧିବେଶନ ପାଇଁ ୨୬ ଟି ବିଲ୍ ତାଲିକାଭୁକ୍ତ କରିଛନ୍ତି। ସମସ୍ତ ତିନୋଟି କୃଷି ନିୟମ, କ୍ରିପ୍ଟୋକ୍ୟୁରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ନିୟାମକ ବିଲ୍ ପ୍ରତ୍ୟାହାର କରିବା ପାଇଁ ବିଲ୍ ପ୍ରସ୍ତୁତ | ମଙ୍ଗଳବାର ଲୋକସଭା ସଚିବାଳୟ ଏହି ସୂଚନା ଦେଇଛନ୍ତି। ଲୋକସଭା ସଚିବାଳୟ ଅନୁଯାୟୀ ,କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ନିୟାମକ ବିଲ୍ ୨୦୨୧ ଆରବିଆଇ ଦ୍ୱାରା ଜାରି ହେବାକୁ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୨ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୬ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୯୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୬୭୪୬ ଜଣ ସୁସ୍ଥ ହୋଇଛନ୍ତି । […]
ବବିତା ସାମଲ(ଭଦ୍ରକ):ବହୁ ପ୍ରତିକ୍ଷିତ ତିନିଟି କୃଷି ଆଇନ କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପରେ ସାରା ଦେଶରେ କୃଷକ ମାନଙ୍କ ତରଫରୁ ଖୁସି ଜାହିର କରାଯାଇ କୃଷକ ବିଜୟ ଦିବସ ମଧ୍ୟ ପାଳନ କରାଯାଉଛି |ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଜିଲ୍ଲା କଂଗ୍ରେସ ତରଫରୁ ସବୁ କର୍ମୀ ଏକ ହୋଇ କେନ୍ଦ୍ର ସରକାର ଙ୍କ କୃଷି […]
କଣାସ(ତ୍ରିନାଥ ବାରିକ):୨୨/୧୧ -ବିଶ୍ୱ ଶିଶୁ ଦିବସ କୁ ଏକ ଅଭିନବ ପ୍ରୟାସ ରେ ପାଳନ କରାଯାଇଛି । କଣାସ ଅଞ୍ଚଳ ରେ ଥିବା ରେଡିଓ ଅଭିନନ୍ଦନ କେନ୍ଦ୍ର ଠାରେ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଶ୍ୱ ପାଳନ କରୁଛି ୬୭ ତମ ବିଶ୍ୱ ଶିଶୁ ଦିବସ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କଣାସ ର ରେଡ଼ିଓ ଅଭିନନ୍ଦନ କେନ୍ଦ୍ର ଠାରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୨-୧୧-କେନ୍ଦ୍ର ସରକାରଙ୍କ ରନ୍ଦନ ଗ୍ୟାସ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଚାନ୍ଦବାଲିରେ ଆଜି ବିଜୁ ମହିଳା ଦଳ, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ସହ ଧାରଣା ଦିଆଯାଇଥିଲା। ଏଥିନେଇ ମହିଳାଙ୍କ ବିଜେଡ଼ି ଦଳର ଏକ ପ୍ରତିବାଦ ରାଲି ଚାନ୍ଦବାଲି ମା କାଳି ମନ୍ଦିର ନିକଟରୁ ବାହାରି ନାରୀସଭାନେତ୍ରୀ ମାନସୀ ପାଢ଼ୀଙ୍କ ନେତ୍ଵତ୍ବରେ ଶତାଧିକ ମହିଳା କର୍ମୀ ମାନେ […]
ବବିତା ସାମଲ(ଭଦ୍ରକ): ଧାର ଟଙ୍କାକୁ ନେଇ ଧମକ ଚମକ, ଥାନାରେ ଅଭିଯୋଗ କରିବାରୁ ଘରେ ନିଆଁ ଲଗେଇ ଦେଲେ। ଏଭଳି ଘଟଣା ଦେଖି ବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପାଞ୍ଚପଡା ଗାଁରେ। ଏହି ଗାଁ ହରିଶ ରାଓଙ୍କ ଭିନ୍ନକ୍ଷମ ପୁଅ ପାଣିରେ ପଡିଯାଇଥିଲା। ପୁଅର ଅସୁସ୍ଥତା ପାଇଁ ସେହି ଗ୍ରାମର ବିରେନ୍ଦ୍ର ମହାନ୍ତିଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଠିକ ସମୟରେ ପରିଶୋଧ କରି ପାରିନଥିଲେ। […]


