ବାସ୍ତବବ୍ୟୁରୋ:କରୋନା ବିରୋଧରେ ଲଢେଇରେ ଭାରତ ଆଉ ଏକ ନୂଆ ଅସ୍ତ୍ର ପାଇବାକୁ ଯାଉଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ କରୋନା, ମଲନୁପିରଭିରର ଜି ବଟିକା ଉପରେ ତଥ୍ୟ ସମୀକ୍ଷା କରୁଛି। ସନ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍ କହିଛି ଯେ ମଲକ୍ସଭିର ବ୍ରାଣ୍ଡ ନାମରେ ମର୍କ ଶାର୍ପ ଡୋହମେ (ଏମଏସଡି) ଏବଂ ରିଜବ୍ୟାଙ୍କ ର ମଲ୍ଲିପୁରଭିରର ମଲକସବୀର ବ୍ରାଣ୍ଡ ଦେବା ପାଇଁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ। କରୋନାର ଏହି ଔଷଧ ଏହି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୩ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୩୬୫୨ଜଣ ସୁସ୍ଥ ହୋଇଛନ୍ତି […]
ବଂଶଡା ଥାନା ଅଧିନ ପଞ୍ଚୁଟିକ୍ରୀରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା,ତହସିଲଦାର ଫେରୀ ଯାଅ ନାରା ଦେଲେ ସ୍ଥାନୀୟ ବାସୀ, ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭଙ୍ଗିଲା ପ୍ରଶାସନ l ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୧/୧୧-ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ବାଂଶଡା ଥାନା ପଞ୍ଚୁଟିକ୍ରୀ ମହାଦେବ ପଡ଼ିଆରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖା ଦେଇଛି। ସେଠାରେ ଥିବା ସରକାରୀ ଜମି ସହିତ ସ୍ଥିତିବାନ ଜମିରେ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଆସନ୍ତା କଲି କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣା କରିଥିଲା କଂଗ୍ରେସ ।କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହରତାଳ କରି ପାରିବେ ହେଲେ,ବନ୍ଦ କରାଯାଇ ପାରିବ ନାହିଁ ବୋଲି ଆଜି ହାଇକୋର୍ଟ କହିଛନ୍ତି।ହାଇକୋର୍ଟ ସିଧାସିଧା କହିଛନ୍ତି ଯେ, ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ […]
ବାସ୍ତବବ୍ୟୁରୋ:ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପାଇଥିବା ମଞ୍ଜମା ଯୋଗତୀ ଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ପଦ୍ମଶ୍ରୀ ପାଇବା ପରେ ଯୋଗତୀ ତାଙ୍କ ଜୀବନର ସେହି ଦୁଖଦଃ ପର୍ଯ୍ୟାୟ ବିଷୟରେ କହିଛନ୍ତି, ଯାହା ବୋଧହୁଏ ଖୁବ୍ କମ୍ ଲୋକ ଜାଣନ୍ତି | ଯେତେବେଳେ ଯୋଗତୀ ଙ୍କୁ ପନ୍ଦର ବର୍ଷ ହୋଇଥିଲା, ଟ୍ରାନ୍ସଜେଣ୍ଡର ହୋଇଥିବାରୁ ତାଙ୍କ ପରିବାର ତାଙ୍କୁ ଘରୁ ବାହାର କରି ଦେଇଥିଲେ। ପରିବାର ସଦସ୍ୟ […]
ବବିତା ସାମଲ(ଭଦ୍ରକ): ଭଦ୍ରକ ସହରରେ ମାତିଛନ୍ତି ମନ୍ଦିର ଲୁଟେରା| ପୁରୁଣା ବଜାର ଥାନା କାନ୍ଥକୁ ଳାଗି ଥିବା କଦମ୍ବେସ୍ୱର ମନ୍ଦିରରେ ହୋଇଛି ଚୋରି |ସୂଚନା ଅନୁଯାଇ ଗତକାଲି ପୁରୁଣା ବଜାର ଥାନା ପାଖରେ ଥିବା କଦମ୍ବେସ୍ୱର ମନ୍ଦିର ରେ ତାଲା ଭାଙ୍ଗି ମନ୍ଦିରରେ ଥିବା ଟଙ୍କା ଓ ସମସ୍ତ ପୂଜା ସାମଗ୍ରୀ ସହ ପିତ୍ତଳ ବାସନ ସବୁ ଚୋରି ହୋଇଯିବାର ଅଭିଯୋଗ ହୋଇଛି|ଥାନା ପାଖରେ ଏପରି ଘଟଣା କୁ ନେଇ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୦/୧୧-ଚାନ୍ଦବାଲି ବ୍ଲକର ତୋଟାପଡା ଓ ବଜରାପୁର ପଂଚାୟତରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବ୍ଲକର ଦୁଇ ପଂଚାୟତର ୪୪ ପରିବାର ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏଥିନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ […]
ବାସ୍ତବବ୍ୟୁରୋ(ମୟୁରଭଞ୍ଜ)ସାନ୍ତାଳୀ ଭାଷା କୁ ଓଡିଶା ର ଦ୍ବିତୀୟ ରାଜ ଭାଷା ସହିତ ଭାଷା ଭୀତିକ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଆସନ୍ତା ୨୯ ନଭେମ୍ବର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଘୋଷଣା କରାଯାଇଛି l ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ କୁ ସଫଳ […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନାନୁଯାଇ, ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍। ଆସନ୍ତା ନଭେମ୍ବର ୧୫ ତାରିଖରୁ ପୁଣି ସ୍କୁଲ ଯିବେ ଛାତ୍ର ଛାତ୍ରୀ । କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ଯେଉଁ ସୂଚନା ମିଳିଥିଲା, ତାହା ଆଜି ଶେଷରେ […]
ଡ଼.ନବକିଶୋର ମିଶ୍ର-ଜ୍ୟୋତିଷ ଶାସ୍ତ୍ରରେ ରବିଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି | ରବିଙ୍କ ଚଳନ ଅବଧି ୩୦ ଦିନ ଅଟେ | ପ୍ରତି ମାସରେ ରବି ଗୋଟିଏ ରାଶି ରୁ ଅନ୍ୟଟିରେ ପ୍ରବେଶ କରନ୍ତି | ନଭେମ୍ବର ୧୬ ରେ,ରବି ବିଛା ରାଶିକୁ ଚଳନ କରିବେ ଏବଂ ଡିସେମ୍ବର୧୬ ପର୍ଯ୍ୟନ୍ତ ଏହି ରାଶିରେ ରହିବେ | ଏହା ପରେ ଏହା ଧନୁ ରାଶିକୁ ଚଳନ କରିବେ | କିଛି ରାଶି […]


