ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୩ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୬୨୩୦ ଜଣ ସୁସ୍ଥ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୦-୧୧-ଭଦ୍ରକ ବନଖଣ୍ଡ ବନ ବିଭାଗ ଓ ଚାନ୍ଦବାଲ ବନ ବିଭାଗ ପକ୍ଷରୁ ଏସିଏଫ ସାଧନା ବେହେରାଙ୍କ ନେତୃତ୍ବରେ ଚାନ୍ଦବାଲି ଶାସ୍ତ୍ରୀ ନଗରରେ ୩ ଟି କାଠ ଡ଼ିପୋ ଉପରେ ଚଢ଼ାଉ କରି ବିପୁଳ ପରିମାଣରେ କାଠକୁ ଜବଦ କରିଛି ବନ ବିଭାଗ । ସେହି ୩ ଟି ଡ଼ିପୋରେ ଲାଇସେନ୍ସ ନଥିବା ବେଳେ ସେମାନେ ଚୋରାରେ କାଠ ବ୍ୟବସାୟ କରୁଥିଲେ ,ବନ ବିଭାଗ ଖବର ପାଇ ଅଚାନକ ଚଢ଼ାଉ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍ । ଆଜି ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ସରକାରଙ୍କ ଅନୁମତି । ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁଅନୁଷ୍ଠାନ ଖୋଲି ସାରିଥିଲା ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି) ପକ୍ଷରୁ ନୂଆ ଗାଇଡଲାଇନ୍‌ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଆଗକୁ ପଂଚାୟତ ନିର୍ବାଚନ ସାଙ୍ଗକୁ ପୌରନିର୍ବାଚନ ପାଇଁ ଜୋରଦାର ସଜ ହେଲେଣି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ବଭିନ୍ନ ଜିଲ୍ଲା ଗସ୍ତ କରି, ସ୍ମାର୍ଟ ହେଲଥ କାର୍ଡ,ସହ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ଥର ସ୍ଥାପନ ତ କିଛି ଉଦ୍ଘାଟନ କରି ଭୋଟରଙ୍କୁ ଆକୃଷ୍ଠ କରିବାରେ,ଶାସକଦଳ ଲାଗିପଡ଼ିଛି । ପଂଚାୟତ ପରେ ପୌରାଞ୍ଚଳ ପାଇଁ ପୌର ନିର୍ବାଚନ | ତେଣୁ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ,ନାଳ […]

ସୋମ୍ୟ ରଞ୍ଜନ(କୋଣାର୍କ)- ଆଜି ଠାରୁ ସାତ ଦିନ ଧରି ପାଳିତ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ।ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ମଧ୍ୟ ଏହାକୁ ପାଳନ କରାଯାଇଛି । ASI ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ମନ୍ଦିର କୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର୍ଯ୍ୟଟକ ମାନେ ବିନା ଟିକେଟ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମମିତା ହତ୍ୟା ମାମଲାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ ।ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିବା ବେଳେ, କୁଆଡେ ଗଲା ଆପଣଙ୍କ ନୈତିକତା ?ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି।ହେଲେ ଆଜି ଏ ନୀରବତା ପଛର କାରଣ କଣ ? ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତିକି, ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା’ ଥାନା ଥାନା […]

ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ ସମ୍ପନ୍ନ ହେବ କାର୍ତ୍ତିକ ପୂର୍ଣ୍ଣିମା ନୀତି:ମଧ୍ଯାହ୍ନ ୧ଟାରେ ପଞ୍ଚାନନ ବେଶ :ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶ;ପୀଠରେ ୧୪୪ଧାରା ଜାରୀ ; :ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ମନା:_ ଜଳପଥ ଓ ସ୍ଥଳପଥରେ କଡା ସୁରକ୍ଷା ବ୍ଯବସ୍ଥା। ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୯\୧୧-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ। ହେଲେ କୋଭଡ-୧୯ ଭୟଭୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ […]

ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସାକ୍ଷୀଗୋପାଳ ସରକାରୀ କୃଷି ଫାର୍ମ ପରିସରରେ ଆତ୍ମ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ । କୃଷି ବିଭାଗର ଏକ ସଚେତନତା ରଥ କୃଷି ଫାର୍ମ ପରିସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସମାନ୍ତରାୟ ସବୁଜ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୮/୧୧-ଚାନ୍ଦବାଲି ଶାଖା ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ଜନୀତବୀମା ରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର ଭଦ୍ରକ ସେବା ସମବାୟବ୍ୟାଙ୍କ ଚାନ୍ଦବାଲି ଶାଖା ଅଧନ ଓରାସାହି ସେବା ସମବାୟ ସମିତିର ଚାଷୀପ୍ରଫୁଲ ରାଉତ, ଓ ମତୋ ସେବା ସମବାୟର ଚାଷୀ ଚନ୍ଦ୍ରମଣୀ ମହାଳିକ ମୃତ୍ୟୁ ବରଣ କରିଥିଲେ , ଆଜି ଚାନ୍ଦବାଲି ସମବାୟ ବ୍ୟାଙ୍କର ଶାଖା ପରିଚାଳକଗୁରୁପ୍ରସାଦ ମିଶ୍ର ଯୋଗ ଦେଇ ମୃତ ଚାଷୀଙ୍କ ସ୍ତ୍ରୀ ପ୍ରମିଳା […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୧୮/୧୧-ଚାନ୍ଦବାଲି ବ୍ଲକ ମୌସୁଧା ଫଚାୟତ ସିଙ୍ଗିଟି ଗାଁରେ ୧ ବର୍ଷର ଶିଶୁ ପୁତ୍ରର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଶିଶୁଟି ଗାଁରେ ଖେଳୁଥିବା ସମୟରେ ପୋଖରୀରେ ପଡ଼ିଯାଇଥିଲା , ପରିବାର ଲେକେ ଖୋଜାଖୋଜି କରିବା ପରେ ପୋଖରୀ ମଧ୍ୟରୁ ଉଦ୍ଧାର କରି ତାକୁ ୧୦୮ ଗାଡ଼ିରେ ଆଣି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ଶିଶୁ ଟିକୁ ମୃତ ଘୋଷଣା କରିଛନ୍ତି ,ମୃତ ଶିଶୁ […]

Pin It on Pinterest