ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୯/୧୧-ଧାମରା ବନ୍ଦର କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟ କଳାପ ବିରୋଧରେ ଆଜି ମା ଧାମରେଈ ମଣ୍ଡଳ ତରଫରୁ ମତୋ ବିଜେପି କାର୍ଯାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ଧାମରା ବନ୍ଦର( ଆଦାନୀ) ବିରୋଧରେ ବିଜେପି ରଣହୁଙ୍କାର ଦେଇଛି।ଯେତେବେଳେ ଧାମରାରେ ଆଦାନୀ କମ୍ପାନୀ ସ୍ଥାପିତ ହେଲା ସେତେବେଳେ ଚୁକ୍ତି ହୋଇଥିଲା ଯେ ପ୍ରଥମେ ଭଦ୍ରକ ଜିଲ୍ଲା ର ଥିବା ବେକାରୀ ଯୁବକ ଯୁବତୀ […]

ବାସ୍ତବବ୍ୟୁରୋ:ମେନୋପାଜ୍ ପରେ ସ୍ୱାସ୍ଥ ସମସ୍ୟା: ସ୍ୱାଭାବିକ ଭାବରେ,ଯେତେବେଳେ ମହିଳାଙ୍କ ରୁତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ସେତେବେଳେ ସେହି ପର୍ଯ୍ୟାୟକୁ ମେନୋପୋଜ କୁହାଯାଏ | ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, କିନ୍ତୁ ଅବଧି ବନ୍ଦ ହେବା ପରେ, ମହିଳାମାନଙ୍କର ନିତ୍ୟକର୍ମ ବହୁତ ବିଚଳିତ ହୋଇଯାଏ|ମହିଳାମାନଙ୍କଠାରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ | ୪୦ ବର୍ଷ ବୟସ ପରେ ମହିଳାମାନଙ୍କଠାରେ ମେନୋପାଜ୍ ସମସ୍ୟା ଆରମ୍ଭ ହୁଏ | ହରମୋନର […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)-କର୍ଣ୍ଣାଟକର ୭୨ ବର୍ଷୀୟ ଆଦିବାସୀ ମହିଳା ତୁଲସୀ ଗୌଡାଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସୋମବାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଖାଲି ପାଦରେ ଏବଂ ପାରମ୍ପାରିକ ଧୋତି ପରି ପୋଷାକ ପିନ୍ଧି ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ସମାରୋହରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ଗ୍ରହଣ କରିଥିଲେ। କର୍ଣ୍ଣାଟକର ହାଲାକି ଆଦିବାସୀ ଜନଜାତିର ତୁଲସୀ ଗୋୱଡା ଏକ ଗରିବ ଏବଂ […]

ଦୀପକ ସାହୁ(ଭବାନୀପାଟଣା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣା ଗସ୍ତରେ ଯାଇ,ଆଜି ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି ।ପ୍ରାୟ ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦିଆଯାଇଛି।ଏହା ସହିତ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ।ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନବକିଶୋର ଦାସ ଓ […]

ଆଶିଷ ନାୟକ(ରାଜକନିକା)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶଙ୍କୁ ତଦନ୍ତ ପରିସରକୁ ଆଣିବା ସହ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି ଉଠିଛି | ମମିତା ମେହେରଙ୍କ ନ୍ୟାୟ ପାଇଁ ଦୁଇ ଜଣ ମନ୍ତ୍ରୀ ଙ୍କର ବହିଷ୍କୃତକୁ ନେଇ ସାରା ରାଜ୍ୟରେ ବିଜେପି ର ଆନ୍ଦୋଳନ ଜାରି ରହିଛି | ଏହି ପରିପେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ବିଜେପି ତରଫରୁ ରାଜକନିକା ବ୍ଲକ […]

ବାସ୍ତବତ୍ବବ୍ୟୁରୋ:ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆକୁ ୨୦୧୯ ରେ ୫୦ ଓଭର ବିଶ୍ୱକପ୍ ଏବଂ ପରେ ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଖରାପ ଫର୍ମ ଏବଂ ଆଇସିସି ଇଭେଣ୍ଟରେ ବାରମ୍ବାର ବିଫଳତା ପରେ କୋହଲି କ୍ରିକେଟ୍ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ତୁରନ୍ତ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ୫୦ ଓଭର ଫର୍ମାଟରେ ଚାମ୍ପିଅନ୍ ହେବାର ସ୍ୱପ୍ନ (ଏବଂ ପରେ ଟେଷ୍ଟ) ଭାଙ୍ଗିଗଲା, […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୦୮।୧୧ – ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର(କାର୍ଟୁନିଷ୍ଟ) କିଶୋର ରଥଙ୍କ ଆଉ ନାହାନ୍ତି।ଦେଖିବାକୁ ମିଳିବନି ସମ୍ବାଦ ଖବର କାଗଜରେ “କିଶୋର କଟାକ୍ଷ” ।ତାଙ୍କର ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ଆଜି(ସୋମବାର) ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ସଂଗେ ସଂଗେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୭/୧୧-ରାଜ୍ୟର ମୁଖୁଆଙ୍କ ନିର୍ଦ୍ଦେଶ ରାଜ୍ୟରେ କେହି ରହିବେନି କଚା ଘରେ , ତାହାର ବାସ୍ତବତାକୁ ଫୁ କରି ଉଡ଼େଇ ଦେଇଛନ୍ତି ଚାନ୍ଦବାଲି ଏନ ଏ ସି ଅଧିକାରୀ ଯୋଗ୍ୟ ହେଉ କିମ୍ବା ଅଯୋଗ୍ୟ ହେଉ ଯିଏ ଶାଷକ ଦଳର କର୍ମୀ ସେମାନଙ୍କୁମିଳୁଛି ଆବାସ ଯୋଜନାରେ ଘର । ଏନ ଏ ସି କିଛି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଦଳୟ କୋଟାରେ ଘର ପ୍ରଦାନ । ପରେ ଏହାକୁ ବିରୋଧ […]

ବାସ୍ତବବ୍ୟୁରୋ:କେନ୍ଦ୍ରାପଡା) ପଂଚାୟତ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ସେତେ ସେତେ ଶୀତରେ ବି ଗରମ ଭରିଲାଣି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ |ଏହି ପରିପେକ୍ଷୀରେ ରାଜନଗର ରାଜନୀତିରେ କଡ ଲେଉଟାଇଲେଣି ସାଧାରଣ ଭୋଟର |ବୁଝିଲେଣି ହାତୀ ଦେବି ଘୋଡା ଦେବିର ରାଜନୀତିକୁ | ଏହି ପରିପେକ୍ଷିରେ ରାଜନଗର ନିର୍ବାଚନ ମଣ୍ଡଳୀର,ରାଜନଗର ବ୍ଲକ ଡେରା ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ |ଏହି ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଦିଲ୍ଲୀପ […]

ବାସ୍ତବବ୍ୟୁରୋ(କୋଲକତା):କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ତାଙ୍କୁ ସବୁବେଳେ କହିଥିଲେ ଯେ ଯଦି ସେ ଯଥେଷ୍ଟ ପରିଶ୍ରମ କରନ୍ତି ତେବେ ସେ ଆକାଶକୁ ଛୁଇଁ କରିପାରିବେ। ସେ ଚାହୁଁଥିଲେ ତାଙ୍କ ଝିଅ ଶିକ୍ଷକ ହେଉ । ତାଙ୍କ ଝିଅ କଠିନ ଅଧ୍ୟୟନ କରିଥିଲେ ଏବଂ ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଏବଂ ଇଂରାଜୀରେ ଏମଏ । କିନ୍ତୁ ଏମଏ ଡିଗ୍ରୀ ହାସଲ କରିବା ସତ୍ୱେ ଟୁକଟୁକି ଚାକିରି ପାଇପାରିଲେ ନାହିଁ। […]

Pin It on Pinterest