ପ୍ରଭାତ ସାହା(ମାଲକାନଗିରି) ୩୦/୦୮ ସମ୍ପ୍ରତି କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବର୍ଷ କେବଳ ଦଶମ ଓ ଯୁକ୍ତ ୨ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ କୁ ଯାଇ ଅଧ୍ୟୟନ କରିବା ସୁବିଧା ଯୋଗାଇ ଦେଇଛନ୍ତି କିନ୍ତୁ ଅନ୍ୟ କ୍ଲlସ ଗୁଡ଼ିକ ଅନଲାଇନ ମାଧ୍ୟମରେ ପଢ଼ାଯିବ ବୋଲି ସରକାର ନିୟମ କରିଛନ୍ତି ହେଲେ ମାଲକାନଗିରି ଜିଲ୍ଲାର […]
ବାସ୍ତବବ୍ୟୁରୋ:ଆମେରିକାର ଜଣେ ବ୍ୟକ୍ତି ମଜାକ୍ ରେ ନିଜ ପୁଅର ଡିଏନ୍ଏ ପରୀକ୍ଷା କରିବା ପରେ ସେ ଯାହା ଜାଣିବାକୁ ପାଇଲେ ଆପଣବି ଜାଣିଲେ ହଇରାଣ ହୋଇଯିବେ। ୧୨ ବର୍ଷର ପୁଅର ପରୀକ୍ଷା ରିପୋର୍ଟ ଆସିବା ପରେ ସେ ତାଙ୍କ ସହ କାହିଁକି ଏପରି ଘଟିଲା ସେ ବୁଝିପାରୁ ନାହାଁନ୍ତି | ବାସ୍ତବରେ, ତାଙ୍କ ଡିଏନ୍ଏ ଟେଷ୍ଟରେ ସତ୍ୟ ଅନ୍ୟ କିଛି ହୋଇଗଲା, ଯାହାକୁ ସେ ନିଜ ପୁଅ ବୋଲି ଭାବୁଥିଲେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୦୨୧-ଧାମରା ରେଳଲାଇନ୍ କଟି ୪୦ବର୍ଷ ର ବ୍ଯକ୍ତି ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଛି, ସୂଚନା ଯୋଗ୍ୟ ମୃତ ବ୍ୟକ୍ତିଙ୍କ ଘର ନୂଆଗାଁଆଡିଆ ବୋଲି ଯଣାପଡି ଥିବାବେଳେ ,ମୃତ ବ୍ୟକ୍ତିଙ୍କ ନାମ କୁହ୍ଲ ଖିଲାର ବୋଲି ସୂଚନା ମିଳିଛି। କୁହ୍ଲ ଖିଲାର ଚିଙ୍ଗୁଡ଼ି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ ଗତକାଲି ବିଳମ୍ବିତ ରାତ୍ରିରେ ନିଜ ଘରକୁ ଖାଇବା ପାଇଁ ଆସିଥିଲେ ଖାଇସାରି ଘରୁ ଚିଙ୍ଗୁଡ଼ି ଘେରିକୁ ଫେରୁଥିବା […]
ପ୍ରଦୀପ ନାୟକ (ଭୁବନେଶ୍ୱର)ଅଭିନଵ ଢଙ୍ଗରେ ଗଂଜେଇ ଚାଲାଣର ପର୍ଦାଫାସ ।ଗଂଜେଇ ଚାଲାଣର ନୂଆ ଟ୍ରେଣ୍ଡ, କୋରିଅର ମାଧ୍ୟମରେ ଭୁବନେଶ୍ୱରରୁ ୪୫ କିଲୋ ଗଂଜେଇ ଦିଲ୍ଲୀ ଚାଲାଣ ହେଉଥିବାବେଳେ ପୋଲିସ କବ୍ଜାରେ ଅଭିଯୁକ୍ତ । ପ୍ରଥମେ ଗଂଜେଇକୁ ଏକ କାର୍ଟୁନ ରେ ଭାଗ ଭାଗ କରି ପ୍ୟାକେଟ କରି ରଖୁଛନ୍ତି ଏହାପରେ ଉଭୟ ପାର୍ଶ୍ୱରେ ଶାର୍ଟ , କପଡା ରଖୁଛନ୍ତି । କେହି ଯେଭଳି ସନ୍ଦେହ ନକରିବେ ଉପରେ ତଳେ ନୂଆ […]
ଭଣ୍ଡାରିପୋଖରୀ- ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧା ମନ ଗର୍ ଛକ ବ୍ରିଜ ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରେ ନିଆଁ ଲାଗିଥିବା ବେଳେ ଭଣ୍ଡାରି ପୋଖରୀ ଅଗ୍ନିଶମ ବିଭାଗ ଆସି ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ମେଡିକାଲ୍ ପଠାଇବା ସହ ଗାଡ଼ି କୁ ଏକ ବଡ଼ ଧରଣର ଦୁର୍ଘଟଣା ରୁ ଉଦ୍ଧାର କରିଥିଲେ ।ଏବଂ ସୂଚନା ଥାଉ କି ସେ ଗାଡ଼ିର ନିଆଁ ଲାଗିବା ର ତତ୍ […]
ବବିତା ସାମଲ(ଭଦ୍ରକ) ଆଜି ରାଜ୍ୟ ବିଜେପି ସଂଖ୍ୟାଲଘୁ ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ରାଜ୍ୟ ସଭାପତି ଓ ଉପ ସଭାପତି ଏକ ପ୍ରେସମିଟ କରିବା ସହିତ ଭଦ୍ରକ ର ବହୁ ସଂଖ୍ୟାଲଘୁଙ୍କୁ ନେଇ ଏକ ବୈଠକ କରିଛନ୍ତି l ପ୍ରେସମିଟ ରେ ନବୀନ ସରକାର ଙ୍କ ଉପରେ ବର୍ଷିଲେଥିଲେ ରାଜ୍ୟ ସଭାପତି l ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁଙ୍କ ପାଇଁ ବହୁ ଯୋଜନା ଓଡ଼ିଶା […]
ବବିତା ସାମଲ(ଭଦ୍ରକ)ଭଦ୍ରକ କୁ ଆଜି ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାର ପତି ଏସ ମୁରଲୀଧର ଙ୍କ ଗସ୍ତ କରିଛନ୍ତି ,ଗତକାଲି ବାଲେଶ୍ୱର କୋର୍ଟ ପରିଦର୍ଶନ ପରେ ଆଜି ଭଦ୍ରକ ଜିଲ୍ଲା ରେ କୋର୍ଟ ପରିଦର୍ଶନ ଓ ଅଭିଲେଖ କକ୍ଷ ଯାଞ୍ଚ କରିଥିଲେ ମୁଖ୍ୟ ବିଚାରପତି ଏସ ମୁରଲୀଧର,ଏବେ ସମସ୍ତ ଜୁଡିସିଆଲ କୋର୍ଟରେ ରେ ଇ ଫାଇଲିଙ୍ଗ ସୁବିଧା ଉପଲବ୍ଧ ହେବ, ସେଥି ନିମନ୍ତେ ଓଡିଶା ହାଇ କୋର୍ଟ ମୁଖ୍ୟ ବିଚାରପତି ଶ୍ରୀ ଏସ […]
ଦୀପକ ସାହୁ(କଳାହାଣ୍ଡି)ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ଉତ୍ସବରେ କୋଭିଡ ପାଇଁ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀ ଓ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷିଣପଶ୍ଚିମାଚଳ ରେଞ ର ମୋଟ ୨୭ ଜଣଙ୍କୁ ସାମ୍ମାନିତ କରାଯାଇଛି। ଡ୍ୟୂଟି ରେ ଥାଇ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ୪ ଜଣ କର୍ମଚାରୀ ଙ୍କୁ ଆର୍ଥିକ ସହାୟତା ସହ ପୋଲିସ […]
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଟ୍ୟୁସନରୁ ଫେରୁଥିବାବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଠେଲିପେଲି ଅପହରଣ କରି ନେଇଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର ଲୋକେ ଝିଅକୁ ଅପହରଣ କରିନେଇଥିବା ନେଇ ଗତ […]
ମାନସ ନାୟକ(କଟକ) କରୋନା ମହାମାରୀ ଜୀବନ ଜୀବିକା ବିପନ୍ନ କରିଦେଇଥିବା ବେଳେ,ଏବେବି ଜନମାନସ ଭୟର ବାତାବରଣ ଭିତରେ ଗତି କରୁଛନ୍ତି ।ପୁଣି କରୋନା ସାଙ୍ଗକୁ ଡେଙ୍ଗୁ ତା ରୂପ ଦେଖେଇବା ଆରମ୍ଭ କରିବାକୁ ବସିଲାଣି, ନା ସରକାରଙ୍କ ନିଦ ଭାଙ୍ଗୁଚି ନା କଟକ ମୁନିସିପାଲର । ଏହି ଡେଙ୍ଗୁ ମହାମାରୀରୁ ଜନସାଧାରଣଙ୍କୁ ସଚେତନ କରିବାପାଇଁ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ ଙ୍କ ପରାମର୍ଶ କ୍ରମେ […]