ଦେବାଶିଷ ମିଶ୍ର(କଟକ)କଟକ ରେଳ ଷ୍ଟେସନ ର ଭିତ୍ତିଭୂମି ସମ୍ପ୍ରସାରଣ ସମ୍ବନ୍ଧରେ ଭାଜପା କଟକନଗର ଶାଖା ତରଫରୁ ଦୋଳମୁଣ୍ଡାଇ ସ୍ଥିତ ସାଗର ଶ୍ରୀ ହୋଟେଲରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ଛୋଟ ଟିମ ଦିଲ୍ଲୀରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଗତ ୬ ଅଗଷ୍ଟ ରେ ରେଳ ଭବନ […]
ନବୀନ କୁମାର୍ ସାହୁ(ଜଳେଶ୍ୱର)ମାକିଡିଆ ରେ ଥିବା ସମବାୟ ସମିତି ପ୍ରାଙ୍ଗଳରେ ନାବାର୍ଡ ତରଫରୁ, ଜାତୀୟ ହ୍ୟାଣ୍ଡଲୁମ୍ ସପ୍ତାହ ପାଳନ ସହିତ୫୦ ଜଣ ବୁଣାକାର ଙ୍କୁ ଭରଚୁଆଲ ମୋଡ ମାଧ୍ୟମରେ ତାଲିମ ମଧ୍ୟ ଦିଆଯାଇଛି। ଏହି ଶିବିରକୁ ବାଲେଶ୍ୱର ଜିଲ୍ଲାର ନାବାର୍ଡ ର ମୁଖ୍ୟ ତାପସ କୁମାର୍ ପ୍ରଧାନ, ବାଲେଶ୍ୱର ଓ ଭଦ୍ରକ ସମବାୟସମିତି ର ସେକ୍ରେଟାରୀ ନାରାୟଣ ମୋଡ଼ି, ବାଲେଶ୍ୱର ଜିଲ୍ଲାର ହାଣ୍ଡିକ୍ରାପଟ ର, ଯୋଗୀ ଯୋଗେଶ ପ୍ରଦୀପ ଉଜ୍ଜଳନ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ବଜାରରେ ପୁଣି ସକ୍ରିୟ ହୋଇ ଜାଲ ନୋଟ କାରବାର । ପୂର୍ବବର୍ଷ ଜାଲ ନୋଟ କାରବାରରେ ମତେ ବଜାରରେ ୨ ଜଣ ଗରଫ ହୋଇଥିଲେ । ଆଜି ପୁଣି ଜଣେ ଫଳ ବ୍ୟବସାୟୀଙ୍କୁ ୨ ହଜାର ଟଙ୍କା ଜାଲ ନୋଟ ଦେଇ ଠକି ନେଇଛନ୍ତି ଦୃବୁତ। ମତୋ ବଜାରରେ ଫଳ ବ୍ୟବସାୟୀ ଦେବାସିଷ ରାଉତଙ୍କ ନାବାଳକ ପୁଅ ଫଳ ଦୋକାନରେ ବସିଥିବା ବେଳେ ୨ ଜଣ ଦୃବୁତ […]
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଚାନ୍ଦବାଲିରେ ଡ଼େଥ ଜୋନ ଭାବେ ଜଣାସୁଣା ଚାନ୍ଦବାଲି ଗେମନ ବ୍ରଜିରେ ପୁଣି ଆଜି ଘଟିଛି ଅଘଟଣ । ଆଜି ଚାନ୍ଦବାଲି ବୈତରଣୀ ନଦୀର ଗମନ ବ୍ରଜି ଉପରୁ ଡେଇଁ ଜଣେ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବୟସ୍କ ବ୍ୟକ୍ତି ଜଣକ ଚାନ୍ଦବାଲି ଗମନ ବ୍ରିଜ ଉପରୁ ଡେଇଁ ଭାସୁଯାଉଥିବା ବେଳେ ସ୍ଥାନିୟ ମତ୍ସ୍ୟଜୀବୀ ସୁକାନ୍ତ କୁମାର ଦାସ ତାଙ୍କୁ ଏକ ମଛଧରା ଛୋଟିଆ […]
ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଉତ୍କଳୀୟ ଜନଜୀବନର ମାର୍ଗଦର୍ଶକ, ସମାଜର ପ୍ରତିଷ୍ଠାତା, ନବଉତ୍କଳର ଅନ୍ୟତମ ନିର୍ମାତା, ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋପବନ୍ଧୁଙ୍କ ସହିତ ତାଙ୍କ ସତୀର୍ଥମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବୃକ୍ଷରୋପଣ ,ପ୍ରଦୀପ ପ୍ରଜ୍ୱଳନ ପରେ ସଭା ଆରମ୍ଭ ହୋଇଥିଲା ।ଏଥିରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୩୫୭୯ ଜଣ ସୁସ୍ଥ […]
କଟକ ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଭାଜପା ତରଫରୁ କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ,ବିଜୁ ଜନତା ଦଳ ନେତା ଓ କର୍ମୀଙ୍କ ଦ୍ୱାରା ସଦ୍ୟ କେନ୍ଦ୍ରାପଡାର ବାଳକାଟିରେ ନବଘନ ମଲ୍ଲିକ ଙ୍କ ପରିବାର ଓ ଜଗତସିଂହପୁର ର ନାଉଗାଁରେ ଦଳିତ ମହିଳାଙ୍କ ଉପରେ ରାତି ଅଧରେ ହୋଇଥିବା ବର୍ବର ଆକ୍ରମଣ ଓ ଅତ୍ୟାଚାର ରେ ବିରୁଦ୍ଧରେ ଶାସକ ଓ ପୋଲିସ କର୍ଣ୍ଣପାତ ନକରିବା ବିରୁଦ୍ଧରେ କଟକ […]
ପ୍ରଭାତ ସାହୁ(ସାକ୍ଷୀଗୋପାଳ)କାଲିଠାରୁ ଖୋଲିବ କାଳିଆ ଦୁଆର,କରୋନା ମହାମାରୀର ହା ହା କର ଭିତରେ,କାଳିଆବି ନିରବି ଯାଇଥିଲା | ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡିଥିଲା ଦୁଆର |କାଲିଠାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି । ପୁରୀବାସୀ କାଳିଆ ଦର୍ଶନ କରିବା ନିମନ୍ତେ,ନୂଆ ଏସ୍ଓପି ଅନୁଯାୟୀ, ଆଧାର କାର୍ଡ ଦେଖାଇ ପ୍ରବେଶ ବ୍ୟବସ୍ଥା ହୋଇଥିବା ବେଳେ, ବାହାର ଲୋକଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ […]
କଟକ:(ଦୀପକ୍ କୁମାର ବେଉରା) ମହାମାରୀ କରୋନ। ସାରା ରାଜ୍ୟକୁ କବଳିତ କରିସାରିଥିବା ବେଳେ ଆଗକୁ ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁ ପାଇଁ ସୋମବାର ଦିନ ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିନା ଭକ୍ତରେ କେବଳ ରୀତିନୀତି ପାଇଁ ପର୍ବ ପାଳନ ହେବ । ସରକାର ଏହି ନିର୍ଦ୍ଦେଶନାମା ଜାରି କରିଥିବା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୦୦୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୮୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୨୭୧୦ ଜଣ ସୁସ୍ଥ […]