ବାସ୍ତବତ୍ବବ୍ୟୁରୋ:ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆକୁ ୨୦୧୯ ରେ ୫୦ ଓଭର ବିଶ୍ୱକପ୍ ଏବଂ ପରେ ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଖରାପ ଫର୍ମ ଏବଂ ଆଇସିସି ଇଭେଣ୍ଟରେ ବାରମ୍ବାର ବିଫଳତା ପରେ କୋହଲି କ୍ରିକେଟ୍ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ତୁରନ୍ତ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ୫୦ ଓଭର ଫର୍ମାଟରେ ଚାମ୍ପିଅନ୍ ହେବାର ସ୍ୱପ୍ନ (ଏବଂ ପରେ ଟେଷ୍ଟ) ଭାଙ୍ଗିଗଲା, […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୦୮।୧୧ – ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର(କାର୍ଟୁନିଷ୍ଟ) କିଶୋର ରଥଙ୍କ ଆଉ ନାହାନ୍ତି।ଦେଖିବାକୁ ମିଳିବନି ସମ୍ବାଦ ଖବର କାଗଜରେ “କିଶୋର କଟାକ୍ଷ” ।ତାଙ୍କର ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ଆଜି(ସୋମବାର) ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ସଂଗେ ସଂଗେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୭/୧୧-ରାଜ୍ୟର ମୁଖୁଆଙ୍କ ନିର୍ଦ୍ଦେଶ ରାଜ୍ୟରେ କେହି ରହିବେନି କଚା ଘରେ , ତାହାର ବାସ୍ତବତାକୁ ଫୁ କରି ଉଡ଼େଇ ଦେଇଛନ୍ତି ଚାନ୍ଦବାଲି ଏନ ଏ ସି ଅଧିକାରୀ ଯୋଗ୍ୟ ହେଉ କିମ୍ବା ଅଯୋଗ୍ୟ ହେଉ ଯିଏ ଶାଷକ ଦଳର କର୍ମୀ ସେମାନଙ୍କୁମିଳୁଛି ଆବାସ ଯୋଜନାରେ ଘର । ଏନ ଏ ସି କିଛି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଦଳୟ କୋଟାରେ ଘର ପ୍ରଦାନ । ପରେ ଏହାକୁ ବିରୋଧ […]

ବାସ୍ତବବ୍ୟୁରୋ:କେନ୍ଦ୍ରାପଡା) ପଂଚାୟତ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ସେତେ ସେତେ ଶୀତରେ ବି ଗରମ ଭରିଲାଣି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ |ଏହି ପରିପେକ୍ଷୀରେ ରାଜନଗର ରାଜନୀତିରେ କଡ ଲେଉଟାଇଲେଣି ସାଧାରଣ ଭୋଟର |ବୁଝିଲେଣି ହାତୀ ଦେବି ଘୋଡା ଦେବିର ରାଜନୀତିକୁ | ଏହି ପରିପେକ୍ଷିରେ ରାଜନଗର ନିର୍ବାଚନ ମଣ୍ଡଳୀର,ରାଜନଗର ବ୍ଲକ ଡେରା ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ |ଏହି ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଦିଲ୍ଲୀପ […]

ବାସ୍ତବବ୍ୟୁରୋ(କୋଲକତା):କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ତାଙ୍କୁ ସବୁବେଳେ କହିଥିଲେ ଯେ ଯଦି ସେ ଯଥେଷ୍ଟ ପରିଶ୍ରମ କରନ୍ତି ତେବେ ସେ ଆକାଶକୁ ଛୁଇଁ କରିପାରିବେ। ସେ ଚାହୁଁଥିଲେ ତାଙ୍କ ଝିଅ ଶିକ୍ଷକ ହେଉ । ତାଙ୍କ ଝିଅ କଠିନ ଅଧ୍ୟୟନ କରିଥିଲେ ଏବଂ ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଏବଂ ଇଂରାଜୀରେ ଏମଏ । କିନ୍ତୁ ଏମଏ ଡିଗ୍ରୀ ହାସଲ କରିବା ସତ୍ୱେ ଟୁକଟୁକି ଚାକିରି ପାଇପାରିଲେ ନାହିଁ। […]

ବାସ୍ତବବ୍ୟୁରୋ(ଭୁବନେଶ୍ବର):ଆଗକୁ ପଂଚାୟତ ନିର୍ବାଚନ,ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଵାଲା କଷାକଷି ।ଆଉ ଏହି ସମୟରେ ତେଲ ଦରକୁ ନେଇ ରାଜନୀତି ସରଗରମ । ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇ ଦୀପାବଳି ଭେଟି ଦେଇଥିବା ମୋଦୀ ସରକାରଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେବା ସହ, ରାଜ୍ୟ ସରକାର ଆଉ ୧୪ ଟଙ୍କା ଭାଟ କମାଇବାକୁ ଦାବି କରିଛି। ବିଜେପି କହିଛି, ପେଟ୍ରୋଲ ଓ ଡିଜେଲ ପାଇଁ ଭାରତ […]

ରାଜ୍ୟରେ ୨୪ ଘଣ୍ଟାରେ ୨୦୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୪ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୩୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୧୪୨୫ଜଣ ସୁସ୍ଥ ହୋଇଛନ୍ତି । […]

ବାସ୍ତବବ୍ୟୁରୋ:ମଣିଷମାନଙ୍କ ପରେ, ବର୍ତ୍ତମାନ କରୋନାର ଆଲଫା ଭାରିଆଣ୍ଟ ମଧ୍ୟ ପଶୁମାନଙ୍କଠାରେ ଦେଖିବାକୁ ମିଳିଛି | ପ୍ରାଣୀ ଚିକିତ୍ସା ରେକର୍ଡ ଗୁଡିକର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ SARS-CoV-2 ର ଆଲଫା ସଂସ୍କରଣରେ ଗୃହପାଳିତ ପଶୁମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି | ଆଲଫା ଭାରିଆଣ୍ଟ ପ୍ରଥମେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ମିଳିଥିଲା ​​ଏବଂ ସାଧାରଣତ ଏହାକୁ ୟୁକେ ଭାରିଆଣ୍ଟ ବା B.1.1.7.1 ଭାବରେ ଜଣାଶୁଣା | ଆଲଫା ଭାରିଆଣ୍ଟ ଇଂଲଣ୍ଡରେ ଏତେ […]

ବବିତା ସାମଲ(ଭଦ୍ରକକଲେଇ)କଲେଇ ଗ୍ରାମ ପଂଚାୟତ ର ବଳଭଦ୍ର ପୁର ରସିକାବାଜ ଗ୍ରାମ ରେ ଗତ ୧ ତାରିଖ ଦିନ ଅଗ୍ନିକାଣ୍ଡ ଘଟିଥିବା ପରିବାରକୁ ସହାୟତା ପାଇଁ ପହଁଚିଲେ ସ୍ବେଛାସେବୀ ସଂଗଠନ ।ସୂଚନା ମୁତାବକ ଆଗି୍ନିକାଣ୍ଡରେ ଉକ୍ତ ଗ୍ରାମ ର ରମାକାନ୍ତ ସାହୁ ଓ ଜୟପ୍ରକାଶ ସାହୁ ଙ୍କ ଘରେ ଅଚାନକ ଦିନ ଦିପହର ପ୍ରାୟ ୨ ଟା ସମୟରେ ନିଆଁ ଲାଗିଥିବା ଘର ଲୋକ ଦେଖିଲେ ହେଲେ ସେତେବେଳକୁ ନିଆଁ […]

ବବିତା ସାମଲ(ଭଦ୍ରକ):ଦୀପାବଳି ଆସିଲେ ମନ ନାଚି ଯାଏ ଭଦ୍ରକର କାଳୀପୂଜା ପାଇଁ,ଉତ୍ସବ ମୁଖର ହୋଇଉଠେ ଭଦ୍ରକର ପୁରପଲ୍ଲୀ, କାହିଁକିନା ଭଦ୍ରକ କାଳୀପୂଜା ହେଉଛି ଓଡିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା,କିନ୍ତୁ ବିଧିର ବିଧାନ କେଡେ ଯେ ବିଚିତ୍ର ତାହା କହିବା ବାହୁଲ୍ୟ ମାତ୍ର | ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନାର ପ୍ରଭାବରେ ଓଡ଼ିଶାର ସମସ୍ତ ପର୍ବପର୍ବାଣି ଫିକା ପଡିଛି ଆଉ ସେଥିରୁ ବାଦ ପଡିନି ଭଦ୍ରକର କାଳୀପୂଜା |ଏବର୍ଷ […]

Pin It on Pinterest