ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ । ୫ ଦିନର ବ୍ରେକ୍ ପରେ ରାଜ୍ୟରେ ପୁଣି ଗୋଟିଏ ଦିନରେ ୫୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରାମିତଙ୍କ ମଧ୍ୟରେ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି। ଗତ ୨୪ ଘଣ୍ଟାରେ ୫୪୯ କରୋନା ଆକ୍ରାନ୍ତ ମଧ୍ୟରୁ ୩୧୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ, ବାକି ୨୩୧ ଜଣ ହେଉଛି […]
ଆର୍ଜେଣ୍ଟିନାର ଲାଟିନ୍ ଆମେରିକୀୟ ଦେଶରେ ୧୦୦ ରୁ ଅଧିକ ଡାଇନୋସର ଅଣ୍ଡା ମିଳିଛି ଆର୍ଜେଣ୍ଟିନାର ଡାଇନୋସରର ଏକ ଶ୍ମଶାନରେ ଏହି ପୁରାତନ ଅଣ୍ଡା ଥିଲା | ଏହି ଅଣ୍ଡାଗୁଡ଼ିକ ପ୍ରଥମ ଥର ପାଇଁ ଡାଇନୋସରରେ ରହିବାର ଆଚରଣ ପ୍ରକାଶ ପାଇବ | ବାସ୍ତବବ୍ୟୁରୋ:ଲକ୍ଷ ଲକ୍ଷ ବର୍ଷ ପୂର୍ବେ ବିଶାଳ ଡାଇନୋସରମାନେ ପୃଥିବୀ ଉପରେ ଶାସନ କରିଥିଲେ, କିନ୍ତୁ ଏକ ଗ୍ରହର ଧକ୍କା ପରେ ଏହି ଜୀବମାନେ ବିନଷ୍ଟ ହୋଇଥିଲେ ।ବର୍ତ୍ତମାନ […]
ବାସ୍ତବବ୍ୟୁରୋ:ମମିତା ମେହେର ହତ୍ୟା ଘଟଣାକୁ ନେଇ ସମ୍ବିତ ପାତ୍ରଙ୍କ ଜାତୀୟ ସାମ୍ବାଦିକ ସମ୍ମିଳନୀ । ବିଜେପି ରାଷ୍ଟ୍ରୀୟ ମୁଖ୍ୟ କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସମ୍ବିତ ପାତ୍ର । ଏପରି ମର୍ମନ୍ତୁତ ସ୍ପର୍ଶକାତର ଘଟଣାକୁ ଜାତୀୟ ଗଣମାଧ୍ୟମ ଆଗରେ ରଖିଛନ୍ତି ଶ୍ରୀ ପାତ୍ର । ସମ୍ମିଳନୀରେ ଶ୍ରୀ ପତ୍ର ଅଭିଯୋଗ ଆଣିଛନ୍ତି କି, ଦେଶର ଯେ କୌଣସି ରାଜ୍ୟର କିଛିବି ଘଟଣା ହେଉ ବା ଅଘଟଣ ଘଟୁଛି ତାହା ଜାତୀୟ […]
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୩୦ ରେ ୬ ଘଣ୍ଟିଆ ଭଦ୍ରକ ବନ୍ଦ ବବିତା ସାମଲ(ଭଦ୍ରକ): ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ଅପହରଣ ପରେ ଅମାନୁଷିକ ଭାବେ ହତ୍ୟା କରାଯିବା ପରେ ରାଜ୍ୟରେ ଦେଖା ଦେଇଛି ଅଶାନ୍ତି , ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ମଧ୍ୟ କରାଯାଉଛି । ନିରୀହ ମମିତା ମେହେର ଙ୍କୁ ଯେଉଁପରି ଭାବେ ହତ୍ୟା […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୬ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୯୨୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୬୨୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୬୨୭୭ଜଣ ସୁସ୍ଥ ହୋଇଛନ୍ତି । ବୁଧବାର […]
ନର୍ଲା(ସନ୍ତୋଷ ପାତ୍ର):କବି ତଥା ନାଟ୍ୟକାର ପଦ୍ମଲୋଚନ ଭୋଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ କବି ସାମ୍ବିଳନୀ,ନର୍ଲା ବ୍ଲକ ଅଧିନସ୍ଥ ରେଖପୁର କବି ନାଟ୍ୟକାର କଥା କାର ତଥା ସହତ୍ୟ ନାଟକ କଳା ପରିଷଦ ରେଖପୁର ର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ପଦ୍ମଲୋଚନ ଭୋଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କବି ସ୍ବର୍ଗତ ଭୋଇ ଙ୍କ ତିରୋଧାନ ଦିବସ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ରେଖପୁର ଠାରେ ସାହିତ୍ୟ ନାଟକ […]
ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି-ଥୁଆମୁଳ ରାମପୁର ଆଇ.ସି.ଡ଼ି.ଏସ ସିଡିପିଓ ପୁଷ୍ପାଞ୍ଜଳି ରଥ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଅଙ୍ଗନୱାଡି କର୍ମୀ ଚୟନ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା। ଭବାନୀପାଟଣା ବଡପଡା ବାସଭବନ ରେ ବୀର ସିଂ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟଙ୍କା ସହ ଧରିଲା। ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ […]
ବିମଲ ଯୋଷୀ(ବଲାଙ୍ଗୀର):ବହୁ ଚର୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ,ଆଜି ସକାଳୁ ସକାଳୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି । ଗତକାଲି ସାରିଥିଲା ଗୋବିନ୍ଦର ରିମାଣ୍ଡ,ତେଣୁ ଆଜି ସକାଳୁ ତାକୁ ବଙ୍ଗମୁଣ୍ଡା ଏସ୍ଡିଜଏମ୍ କୋର୍ଟରେ ହାଜର କରିଥିଲା ପୁଲିସ୍। ଏହାପରେ ତାକୁ କଣ୍ଟାବାଞ୍ଝି ଜେଲ୍କୁ ପଠାଇ ଦିଆଯାଇଛି। ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧୀ ଗତ ରାତିରେ ସରୁଥିଲା। ତେଣୁ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୮୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୫୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୫୯୧୭ଜଣ ସୁସ୍ଥ ହୋଇଛନ୍ତି । ଆଜି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୯ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୪୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୮୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୫୫୦୭ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର […]


