ଦେବକାନ୍ତ ମହାନ୍ତି, ଚାନ୍ଦବାଲି,୦୯/୦୮/୨୦୨୧। ଆଙ୍କର-ଚାନ୍ଦବାଲି ଥାନା ଅଧିନ ମତୋ ମାଧପୁର ମୁଖ୍ୟରାସ୍ତା କଲେଜ ଛକ ନିକଟରେ ଜଣେ ଯୁବକ ଙ୍କ ସଂନ୍ଦେହେ ଜନକ ମୃତ୍ୟୁ ହୋଇଛି lଯୁବକଙ୍କ ବାଇକ ରାସ୍ତା ତଳକୁ ପଡ଼ିଥିବା ବେଳେ ଯୁବକ ଜଣକ ରାସ୍ତା ତଳକୁ ଅଳ୍ପ ପାଣିରେ ଓ କାଦୁଅରେ ତଳକୁ ମୁହଁ ମାଡି ପଡିଛନ୍ତି l ଘଟଣା ସ୍ଥଳରେ ଦୁର୍ଘଟଣାର ଚିହ୍ନ ନ ଥିବାରୁ ସ୍ଥାନୀୟ ଲୋକେ ହତ୍ୟା ସନ୍ଧେହ କରିଛନ୍ତି l […]
ନନ୍ଦିନ ପ୍ରଧାନ(ସମ୍ବଲପୁର)ସମ୍ବଲପୁରରେ ବଡ ଧରଣର ନକଲି ନୋଟ ରାକେଟର ପର୍ଦାଫାଶ | ୧୩ ଲକ୍ଷ ୮୫ ହଜାର ଟଂକାର ନକଲି ନୋଟ ଜବତ କରିଛି ସମ୍ବଲପୁର ପୋଲିସ | ତେବେ ଏହି ନକଲି ନୋଟ ଜବତ ଘଟଣାରେେ ବରଗଡ ଓ ଛତିଶଗଡର ୬ଜଣଙ୍କୁ ଗିରଫ କରିବା ସହ ନକଲି ନୋଟ ଛପାଯାଉଥିବା ମେସିନ ଜବତ କରିଛି ସମ୍ବଲପୁର ପୋଲିସ | ଗିରଫ ଅଭିଯୁକ୍ତମାନେ ହେଲେ ବରଗଡର ଭଟଲି ଗୋପାଲପୁରର ସାଗର […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ଜାରି କରିଛନ୍ତି ଗାଇଡଲାଇନ। କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାର ପାର୍ବଣର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜାଠାରୁ ଆରମ୍ଭ ହୋଇଯିବ ପାର୍ବଣର ଋତୁ , ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପାଖେଇ ଆସୁଥିବାରୁ ରାଜ୍ୟ ସରକାର ବିଭିନ୍ନ କଟକଣା ସହିତଜାରି କରିଛନ୍ତି ଗାଇଡଲାଇନ ।ତେବେ ଆସନ୍ତୁ ଜାଣିବା … .କୋଭିଡି କଟକଣା ସହ ପୂଜା […]
କଟକ:(ଦୀପକ୍ କୁମାର ବେଉରା) ଗତ କାଲି ଏକାସାଙ୍ଗରେ ଜନ୍ମ ନେଇଥିବ ୪ ଶିଶୁଙ୍କ ମଧ୍ୟରୁ ୨ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।SCB ମେଡିକାଲରେ ଜଣେ ଗର୍ଭବତୀ ମହିଳା ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ୨ ଜଣ ଅବଜରଭେସନରେ ଅଛନ୍ତି । ପ୍ରସୂତିଙ୍କର ବନ୍ଧ୍ୟା […]
ଦୀପକ ସାହୁ(କଳାହାଣ୍ଡି)ଗଞ୍ଜେଇ ଚାଲାଣ ଖବର ପାଇ କୋକସରା ପୋଲିସ ଶନିବାର ଏନ ଏଚ ୨୬ ରେ ର ଆମପାଣି ରୁ ମୋଟେର ମଧ୍ୟରେ ଛକି ରହିଥିଲେ ସେହି ସମୟରେ ଆମପାଣି ପଟୁ ୨ ଗୋଟି ଦାମି କାର ଅତି ଦ୍ରୁତ ଗତି ରେ ଆସୁଥିବା ଦେଖି ପୋଲିସ ପିଛା କରିଥିଲେ ତେବେ ଏହା ମଧ୍ୟରୁ ଗୋଟେ ଧଳା ରଙ୍ଗ ର ମାରୁତି ସୁଜୁକି ଇଏକ୍ସ ୪ ଗାଡି ନମ୍ବର ଓ […]
ପ୍ରଶାନ୍ତ ନାୟକ(ଭୁବନେଶ୍ୱର)ଆଜି ଭୋର ୫ ଘଟିକା ସମୟରେ ସ୍ଥାନୀୟ ପଳାସପଲ୍ଲୀ ଅଞ୍ଚଳରେ ଏକ ଗୋରୁ ବୋଝେଇ ଟ୍ରକ କୁ ସ୍ଥାନୀୟ ଲୋକମାନେ ଜବତ କରିଛନ୍ତି ।ଉକ୍ତ ଟ୍ରକରେ ୪୦ ରୁ ଉର୍ଦ୍ଧ୍ବ ଗୋରୁ ନେଇ ଯାଉଥିବା ସମୟରେ ଗାଡି ଆଗ ଟାୟାର ପମ୍ପଚର ହୋଇଯିବା ଯୋଗୁଁ ଦ୍ରୁତ ଗତିରେ ଯାଉଥିବା ଗାଡି ଆଗକୁ ଯାଇ ପାରିନଥିଲା ।ଚାଳକ ତୁରନ୍ତ ସେଠାରୁ ଫେରାର ହୋଇଥିଲା । ଏଆରଫିଲଡ଼ ଥାନା ପୋଲିସ ଗାଡିକୁ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୭୯୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୪୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୯୯୧୬ ଜଣ […]
ଦେବାଶିଷ ମିଶ୍ର (କଟକ)ବିଜୁପଟ୍ଟନାୟକ ଛକ ଠାରେ ଥିବା ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା କାର୍ଯ୍ୟାଳୟରେ,କଟକନଗର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ, ଅନୁଷ୍ଠିତ ହୋଇଥିଲା।ଏଥିରେ କଟକନଗର ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଅଧ୍ୟକ୍ଷତା କରିଥିଲେ।କଟକନଗର ଭାଜପା ସଭାପତି ସମସ୍ତଙ୍କର ପରିଚୟ ପ୍ରଦାନ କରି ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀଙ୍କୁ ବକ୍ତବ୍ୟ ରଖିବାକୁ ଅନୁରୋଧ କରିଥିଲେ। କେନ୍ଦ୍ରର ମୋଦି ସରକାର ସଂଖ୍ୟା ଲଘୁଙ୍କ […]
କଟକ:(ଦୀପକ୍ କୁମାର ବେଉରା) ଭାରତୀୟ ଚିକିତ୍ସା ଇତିହାସରେ ବିରଳ ଘଟଣା । ଏକାସାଙ୍ଗରେ ଜନ୍ମ ନେଇଛନ୍ତି ୪ ଶିଶୁ । ଆଉ ସବୁଠୁ ବଡ କଥା ହେଉଛି କୌଣସି ଅସ୍ତ୍ରୋପଚାର ପରିବର୍ତ୍ତେ ୪ ଜଣ ଶିଶୁଙ୍କର ହୋଇଛି ସ୍ବାଭାବିକ ପ୍ରସବ । କଟକ ବଡ଼ ମେଡିକାଲରେ ଜଣେ ଗର୍ଭବତୀ ମହିଳା ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରସୂତିଙ୍କର […]
ସମ୍ବଲପୁର:(ନନ୍ଦିନୀ ପ୍ରଧାନ)ସମ୍ବଲପୁର ଠାରେ ହରିଜନ ମାନଙ୍କୁ ଜାତିଆଣ ଆକ୍ଷେପ କରିଥିବା ବ୍ୟକ୍ତି ଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଜନ ଆନ୍ଦୋଳନ କରିବାକୁ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ପରିଷଦ ଅଭିଯୋଗ କରିଛି ଯେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ର ପୁର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ ଜିଲ୍ଲାର ହରିଜନ ମାନଙ୍କ ବିଷୟରେ ଜାତିଆଣ ଆକ୍ଷେପ କରିଥିବାରୁ ତାଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ […]