ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଆସନ୍ତା କଲି କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣା କରିଥିଲା କଂଗ୍ରେସ ।କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହରତାଳ କରି ପାରିବେ ହେଲେ,ବନ୍ଦ କରାଯାଇ ପାରିବ ନାହିଁ ବୋଲି ଆଜି ହାଇକୋର୍ଟ କହିଛନ୍ତି।ହାଇକୋର୍ଟ ସିଧାସିଧା କହିଛନ୍ତି ଯେ, ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ […]

ବାସ୍ତବବ୍ୟୁରୋ:ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପାଇଥିବା ମଞ୍ଜମା ଯୋଗତୀ ଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ପଦ୍ମଶ୍ରୀ ପାଇବା ପରେ ଯୋଗତୀ ତାଙ୍କ ଜୀବନର ସେହି ଦୁଖଦଃ ପର୍ଯ୍ୟାୟ ବିଷୟରେ କହିଛନ୍ତି, ଯାହା ବୋଧହୁଏ ଖୁବ୍ କମ୍ ଲୋକ ଜାଣନ୍ତି | ଯେତେବେଳେ ଯୋଗତୀ ଙ୍କୁ ପନ୍ଦର ବର୍ଷ ହୋଇଥିଲା, ଟ୍ରାନ୍ସଜେଣ୍ଡର ହୋଇଥିବାରୁ ତାଙ୍କ ପରିବାର ତାଙ୍କୁ ଘରୁ ବାହାର କରି ଦେଇଥିଲେ। ପରିବାର ସଦସ୍ୟ […]

ବବିତା ସାମଲ(ଭଦ୍ରକ): ଭଦ୍ରକ ସହରରେ ମାତିଛନ୍ତି ମନ୍ଦିର ଲୁଟେରା| ପୁରୁଣା ବଜାର ଥାନା କାନ୍ଥକୁ ଳାଗି ଥିବା କଦମ୍ବେସ୍ୱର ମନ୍ଦିରରେ ହୋଇଛି ଚୋରି |ସୂଚନା ଅନୁଯାଇ ଗତକାଲି ପୁରୁଣା ବଜାର ଥାନା ପାଖରେ ଥିବା କଦମ୍ବେସ୍ୱର ମନ୍ଦିର ରେ ତାଲା ଭାଙ୍ଗି ମନ୍ଦିରରେ ଥିବା ଟଙ୍କା ଓ ସମସ୍ତ ପୂଜା ସାମଗ୍ରୀ ସହ ପିତ୍ତଳ ବାସନ ସବୁ ଚୋରି ହୋଇଯିବାର ଅଭିଯୋଗ ହୋଇଛି|ଥାନା ପାଖରେ ଏପରି ଘଟଣା କୁ ନେଇ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୦/୧୧-ଚାନ୍ଦବାଲି ବ୍ଲକର ତୋଟାପଡା ଓ ବଜରାପୁର ପଂଚାୟତରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବ୍ଲକର ଦୁଇ ପଂଚାୟତର ୪୪ ପରିବାର ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏଥିନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ […]

ବାସ୍ତବବ୍ୟୁରୋ(ମୟୁରଭଞ୍ଜ)ସାନ୍ତାଳୀ ଭାଷା କୁ ଓଡିଶା ର ଦ୍ବିତୀୟ ରାଜ ଭାଷା ସହିତ ଭାଷା ଭୀତିକ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଆସନ୍ତା ୨୯ ନଭେମ୍ବର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଘୋଷଣା କରାଯାଇଛି l ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ କୁ ସଫଳ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନାନୁଯାଇ, ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍। ଆସନ୍ତା ନଭେମ୍ବର ୧୫ ତାରିଖରୁ ପୁଣି ସ୍କୁଲ ଯିବେ ଛାତ୍ର ଛାତ୍ରୀ । କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ଯେଉଁ ସୂଚନା ମିଳିଥିଲା, ତାହା ଆଜି ଶେଷରେ […]

ଡ଼.ନବକିଶୋର ମିଶ୍ର-ଜ୍ୟୋତିଷ ଶାସ୍ତ୍ରରେ ରବିଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି | ରବିଙ୍କ ଚଳନ ଅବଧି ୩୦ ଦିନ ଅଟେ | ପ୍ରତି ମାସରେ ରବି ଗୋଟିଏ ରାଶି ରୁ ଅନ୍ୟଟିରେ ପ୍ରବେଶ କରନ୍ତି | ନଭେମ୍ବର ୧୬ ରେ,ରବି ବିଛା ରାଶିକୁ ଚଳନ କରିବେ ଏବଂ ଡିସେମ୍ବର୧୬ ପର୍ଯ୍ୟନ୍ତ ଏହି ରାଶିରେ ରହିବେ | ଏହା ପରେ ଏହା ଧନୁ ରାଶିକୁ ଚଳନ କରିବେ | କିଛି ରାଶି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୯/୧୧-ଧାମରା ବନ୍ଦର କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟ କଳାପ ବିରୋଧରେ ଆଜି ମା ଧାମରେଈ ମଣ୍ଡଳ ତରଫରୁ ମତୋ ବିଜେପି କାର୍ଯାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ଧାମରା ବନ୍ଦର( ଆଦାନୀ) ବିରୋଧରେ ବିଜେପି ରଣହୁଙ୍କାର ଦେଇଛି।ଯେତେବେଳେ ଧାମରାରେ ଆଦାନୀ କମ୍ପାନୀ ସ୍ଥାପିତ ହେଲା ସେତେବେଳେ ଚୁକ୍ତି ହୋଇଥିଲା ଯେ ପ୍ରଥମେ ଭଦ୍ରକ ଜିଲ୍ଲା ର ଥିବା ବେକାରୀ ଯୁବକ ଯୁବତୀ […]

ବାସ୍ତବବ୍ୟୁରୋ:ମେନୋପାଜ୍ ପରେ ସ୍ୱାସ୍ଥ ସମସ୍ୟା: ସ୍ୱାଭାବିକ ଭାବରେ,ଯେତେବେଳେ ମହିଳାଙ୍କ ରୁତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ସେତେବେଳେ ସେହି ପର୍ଯ୍ୟାୟକୁ ମେନୋପୋଜ କୁହାଯାଏ | ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, କିନ୍ତୁ ଅବଧି ବନ୍ଦ ହେବା ପରେ, ମହିଳାମାନଙ୍କର ନିତ୍ୟକର୍ମ ବହୁତ ବିଚଳିତ ହୋଇଯାଏ|ମହିଳାମାନଙ୍କଠାରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ | ୪୦ ବର୍ଷ ବୟସ ପରେ ମହିଳାମାନଙ୍କଠାରେ ମେନୋପାଜ୍ ସମସ୍ୟା ଆରମ୍ଭ ହୁଏ | ହରମୋନର […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)-କର୍ଣ୍ଣାଟକର ୭୨ ବର୍ଷୀୟ ଆଦିବାସୀ ମହିଳା ତୁଲସୀ ଗୌଡାଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସୋମବାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଖାଲି ପାଦରେ ଏବଂ ପାରମ୍ପାରିକ ଧୋତି ପରି ପୋଷାକ ପିନ୍ଧି ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ସମାରୋହରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ଗ୍ରହଣ କରିଥିଲେ। କର୍ଣ୍ଣାଟକର ହାଲାକି ଆଦିବାସୀ ଜନଜାତିର ତୁଲସୀ ଗୋୱଡା ଏକ ଗରିବ ଏବଂ […]

Pin It on Pinterest