ପ୍ରଭାତ ସାହା(ମାଲକାନଗିରି)ତା:୩୧/୮/୨୧ ରିଖ,ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ଵଣ୍ଟନ କରିଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୁଡୁମୁଲୁଗୁମ୍ମା ର ଭାରପ୍ରାପ୍ତ ତହସିଲଦାର ରାମଚନ୍ଦ୍ର ନାୟକ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ସାଧୁ ହନ୍ତାଳ, ସରପଞ୍ଚ ପହଲା ପାଙ୍ଗି, ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି ପ୍ରମୁଖ ଯୋଗଦେଇ କାର୍ଡ ବଣ୍ଟନ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)୩୧-୮-୨୦୨୧-ଚାନ୍ଦବାଲି ଏନ ଏ ଏସିରେ ସ୍ଵାୟତ ଶାସନ ଦିବସ ପାଳିତ ହୋଇଯାଇଛି । ସ୍ଵାୟତ ଶାସନ ଦିବସରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼. ବ୍ୟମୋକେଶ ରାଏ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ରାମଚନ୍ଦ୍ର ପଣ୍ଡା ଏବଂ ଏନ ଏ ସି ଅଧିକାରୀ ଭାଗିରଥ ପ୍ରଧାନ ,ସାଂସଦ ଙ୍କ ପ୍ରତିନିଧି ଅଶୋକ ବଳ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ବିଜବର ରାଉତ, ଯୁବନେତା ପ୍ରିନ୍ସ ରାକେଶ ନାୟକ, ରଞ୍ଜନ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସେପ୍ଟେମ୍ବର ମାସ ପାଇଁ ରାଜ୍ୟବାସୀଙ୍କ ମନରେ ନାନା କଳ୍ପନା ଜଳ୍ପନା ଲାଗିରହିଥିଲା କୋଭିଡ ଗାଇଡ଼ ଲାଇନ୍କୁ ନେଇ,ଯାହା ଆଜି ସରକାରୀ ସ୍ତରରେ ସେପ୍ଟେମ୍ବର ମାସକୁ ନେଇ କୋଭିଡ୍ ଗାଇଡଲାଇନ ଜାରି କରାଯାଇଛି । ଦୀର୍ଘ ୪ମାସ ଧରି ଜାରି ରହିଥିବା ରାଜ୍ୟବ୍ୟାପୀ ସାପ୍ତାହିକ ଶଟଡାଉନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ବିବାହ ଓ ବ୍ରତଘରରେ ସର୍ବାଧିକ ୨୫୦ଜଣ ଏବଂ ବର ରୋଷଣୀ ବା ବର […]

ପ୍ରଦୀପ ନାୟକ(ଭୁବନେଶ୍ୱର)ଗୀତସହିତ ମିତ ବସିଗଲା ପରେ ଜୀବନଟା ମଧୁର ହୋଇଯାଏ ।ଫଗୁଣ ବଉଳ, କୋଇଲି , ଫୁଲ ମଳୟ ,ଜହ୍ନ ,ତାରା ଆପଣା ପଣରେ କୋଳେଇ ନିଅନ୍ତି ବର୍ଷା ବସନ୍ତ ବୈଶାଖ ଶୀତ କାକର ନିଜର ହୋଇ ଯାଆନ୍ତି ।ଝଡ ବାତ୍ୟା ଆଉ ଜୀବନର କଠୋର ସମୟ କେଉଁ ବାଟେ ବାଟ ଭାଙ୍ଗି ଯାଆନ୍ତି ଭାବିଲା ବେଳକୁ ସମୟ ତା ବାଟରେ ନିଗିଡି ଯାଇଥାଏ ।କଳିର କରାଳରେ କଳଙ୍କିତ ପୃଥିବୀ […]

ଦେବାଶିଷ ମିଶ୍ର (କଟକ)ଓଡିଶା ର ଶ୍ରେଷ୍ଠ ସହର ଭାବେ ଜଣାଶୁଣା ‘କଟକ ସହର’ ଆଜି ଏତେ ଅବହେଳିତ ହୋଇ ପଡିଛି ତାହାର ହିସାବ ନାହିଁ। କଟକ ମହାନଗର ନିଗମ ଅଧୀନ ରେ ଥିବା ଏହି ସହରରେ ନାଳ ନର୍ଦ୍ଦମା ସଫା ନହେବା କାରଣରୁ ଡେଂଗୁ ଜ୍ବର ବ୍ଯାପିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ। ଅନ୍ୟ ପକ୍ଷରେ ନିଗମର ସ୍ବାସ୍ଥ୍ଯ ବିଭାଗରେ ମ୍ଯାଲେରିଆ ନିରୀକ୍ଷକ ନାହାଁନ୍ତି। ଜଣେ ମାତ୍ର […]

ବାସ୍ତୁ ଶାସ୍ତ୍ରର ଘର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ | ଘରର ପ୍ରତ୍ୟେକ ଦିଗ ଏବଂ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ସକାରାତ୍ମକତା ଅଛି | କେଉଁ ଦିଗରେ ରଖାଯିବା ଉଚିତ ତାହା ମଧ୍ୟ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବାସ୍ତବବ୍ୟୁରୋ:ବାସ୍ତୁ ଶାସ୍ତ୍ର ଘର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ | ଘରର ପ୍ରତ୍ୟେକ ଦିଗ ଏବଂ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ସକାରାତ୍ମକତା ଅଛି | କେଉଁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୧-ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି l ଏହି ରକ୍ତଦାନ ଶିବିରକୁ ବରିଷ୍ଠ ବିଜେଡି ନେତା ସୁଦାମ […]

ପ୍ରଭାତ ସାହା(ମାଲକାନଗିରି) ୩୦/୦୮ ସମ୍ପ୍ରତି କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବର୍ଷ କେବଳ ଦଶମ ଓ ଯୁକ୍ତ ୨ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ କୁ ଯାଇ ଅଧ୍ୟୟନ କରିବା ସୁବିଧା ଯୋଗାଇ ଦେଇଛନ୍ତି କିନ୍ତୁ ଅନ୍ୟ କ୍ଲlସ ଗୁଡ଼ିକ ଅନଲାଇନ ମାଧ୍ୟମରେ ପଢ଼ାଯିବ ବୋଲି ସରକାର ନିୟମ କରିଛନ୍ତି ହେଲେ ମାଲକାନଗିରି ଜିଲ୍ଲାର […]

ବାସ୍ତବବ୍ୟୁରୋ:ଆମେରିକାର ଜଣେ ବ୍ୟକ୍ତି ମଜାକ୍ ରେ ନିଜ ପୁଅର ଡିଏନ୍ଏ ପରୀକ୍ଷା କରିବା ପରେ ସେ ଯାହା ଜାଣିବାକୁ ପାଇଲେ ଆପଣବି ଜାଣିଲେ ହଇରାଣ ହୋଇଯିବେ। ୧୨ ବର୍ଷର ପୁଅର ପରୀକ୍ଷା ରିପୋର୍ଟ ଆସିବା ପରେ ସେ ତାଙ୍କ ସହ କାହିଁକି ଏପରି ଘଟିଲା ସେ ବୁଝିପାରୁ ନାହାଁନ୍ତି | ବାସ୍ତବରେ, ତାଙ୍କ ଡିଏନ୍ଏ ଟେଷ୍ଟରେ ସତ୍ୟ ଅନ୍ୟ କିଛି ହୋଇଗଲା, ଯାହାକୁ ସେ ନିଜ ପୁଅ ବୋଲି ଭାବୁଥିଲେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୦୨୧-ଧାମରା ରେଳଲାଇନ୍ କଟି ୪୦ବର୍ଷ ର ବ୍ଯକ୍ତି ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଛି, ସୂଚନା ଯୋଗ୍ୟ ମୃତ ବ୍ୟକ୍ତିଙ୍କ ଘର ନୂଆଗାଁଆଡିଆ ବୋଲି ଯଣାପଡି ଥିବାବେଳେ ,ମୃତ ବ୍ୟକ୍ତିଙ୍କ ନାମ କୁହ୍ଲ ଖିଲାର ବୋଲି ସୂଚନା ମିଳିଛି। କୁହ୍ଲ ଖିଲାର ଚିଙ୍ଗୁଡ଼ି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ ଗତକାଲି ବିଳମ୍ବିତ ରାତ୍ରିରେ ନିଜ ଘରକୁ ଖାଇବା ପାଇଁ ଆସିଥିଲେ ଖାଇସାରି ଘରୁ ଚିଙ୍ଗୁଡ଼ି ଘେରିକୁ ଫେରୁଥିବା […]

Pin It on Pinterest