ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଦିଲ୍ଲୀ ବିଧାନସଭାରେ ଏକ ଗୁପ୍ତ ସୁଡଙ୍ଗ ।ଏହି ସୁଢ଼ଙ୍ଗ ବିଧାନସଭାରୁ ଲାଲକିଲାକୁ ସଂଯୋଗ କରାଯାଇଥିଲା । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ANIକୁ ସାକ୍ଷାତକାର ଦେଇ ଏ କଥା କହିଛନ୍ତି ।ସ୍ୱାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀମାନଙ୍କ ଦୃଷ୍ଟି ଆଢୁଆଳରେ ଶାସନ ଚଳାଇବାକୁ ବ୍ରିଟିଶମାନେ ଏହି ସୁଡଙ୍ଗକୁ ବ୍ୟବହାର କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯେତେବେଳେ ମୁଁ ୧୯୯୩ ରେ ଜଣେ […]

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୯୨୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୨୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୩୯୦୧ ଜଣ […]

ବାସ୍ତବଟିଭି:ଆଖି ତଳେ ଡାର୍କ ସର୍କଲର ସମସ୍ୟା ପାଇଁ, ସାଧାରଣତ ଅନେକ ସମୟରେ ଲୋକଙ୍କୁ ସଂଘର୍ଷ କରିବାକୁ ପଡେ |ବେଳେ ବେଳେ ଏହା ମୁଣ୍ଡବିନ୍ଧାର କାରଣ ପାଲଟି |ଯିଏ ଯାହା କହେ କରିବାକୁ ମାଣକହେ, କାରଣ ଡାର୍କ ସର୍କଲଗୁଡିକ କାମ ବୟସର ଯୁବକ ଯୁବତୀଙ୍କୁ,ବୟସ୍କ ବନେଇ ଦିଏ | ସବୁଠାରୁ ଖରାପ ପରିସ୍ଥିତିରେସେତେବେଳେ ଆସେ ଯେତେବେଳେ ସତ ଚେଷ୍ଟା ରେ ମଧ୍ୟ ଏହି କଲା ଦାଗ ଠାରୁ ମୁକ୍ତି ପାଇବା କଷ୍ଟସାଧ୍ୟ […]

ହେମନ୍ତ କୁମାର ଜେନା(କେନ୍ଦ୍ରାପଡା) କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନଶିକ୍ଷକ ଉପେନ୍ଦ୍ର ନାଥ ସ୍ଵାଇଁଙ୍କୁ ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୋ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଶ୍ଵପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବର୍ଷୀୟାନ ସମାଜସେବୀ ତଥା ମୁକ୍ତିସଂଗ୍ରାମୀ ଈଶ୍ବର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ । ୟୁଟିଆର ସମ୍ପାଦକ ତଥା […]

ଦେବାଶିଷ ମିଶ୍ର(କଟକ)ଆଜି କଟକ ମହାନଗର ହିନ୍ଦୁ ସେନା ପକ୍ଷରୁ ରାଜ୍ଯ ସଭାପତି ଶ୍ରୀ ଦେବାଶିଷ ରାଉତଙ୍କ ନେତୃତ୍ବ ରେ ଜିଲ୍ଲା ସଭାପତି ଶ୍ରୀ ଆଶିଷ ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କଟକ ମହାନଗର ଅଧୀନରେ ଥିବା ଦରଘା ବଜାର, ତିନିକୋଣିଆ ବଗିଚା, ହାତୀ ପୋଖରୀ ଇତ୍ୟାଦି ଅଂଚଳରେ ସଂପ୍ରତି ସଂକ୍ରମଣ କରୁଥିବା ମହାମାରୀ ଡେଂଗୁ ଲାଗି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସେନାର ସଦସ୍ଯ ଶ୍ରୀ ଜ୍ଯୋତି ପ୍ରକାଶ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧-୯-୨୦୨୧-ଚାନ୍ଦବାଲି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ ହୋଇଛି , ଚାନ୍ଦବାଲି ବିଡ଼ିଓ ଯୋତି ବିକାଶଦାସ ଓ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧ ରଂଜନ ସାହୁ ସବୁଜ ପତାକା ଦେଖାଇ ଏହାର ସୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧକାରୀ ରଘୁନାଥ ପତି ,ଚାନ୍ଦବାଲି ସହ କୃଷି ଅଧିକାରୀ ଦେବସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃଷି […]

ପ୍ରଭାତ ସାହା(ମାଲକାନଗିରି) ୦୧/୦୯- ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ସହ ଦାବିପତ୍ର ପ୍ରଦାନ କଲେ ଶହ ଶହ ଗ୍ରାମସାଥି । ରାଜ୍ୟରେ ପ୍ରତ୍ୟେକ ଗାଁର ବିକାଶ ପାଇଁ ସରକାର ଯୋଜନା ଉପରେ ଯୋଜନା ମାନ ପ୍ରସ୍ତୁତ କରିବା ସହ ସେହି ଯୋଜନାକୁ କିପରି ଭାବେ କାର୍ଯ୍ୟକାରୀ କରାଯିବ ସେ ନେଇ ପ୍ରତ୍ୟେକ ଗ୍ରାମରେ ଗ୍ରାମ ରୋଜଗାର ସେବକ , ପି.ଇ.ଓ ଙ୍କ ବ୍ୟତିତ ଗାଁ ସାଥଙ୍କୁ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୮୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୫୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୩୨୩୫ ଜଣ […]

ବାସ୍ତବବ୍ୟୁରୋ:ସର୍ବପ୍ରଥମେ,ଆପଣ ଜାଣିବା ଉଚିତ୍ ଯେ ଆମପାଇଁ ଡାଲଚିନି କାହିଁକି ଏତେ ଲାଭଦାୟକ ବୋଲି ବିବେଚନା କରାଯାଏ | ଆୟୁର୍ବେଦରେ ପ୍ରତ୍ୟେକଙ୍କ ପାଇଁ ଡାଲଚିନି ଖାଇବାକୁ ପରାମର୍ଶ ଦିଆଯାଇଛି। ମହୁ ଏବଂ ଡାଲଚିନି ଚିନ୍ତା ହ୍ରାସ କରିଥାଏ ଏବଂ ଆଲର୍ଜି ସମସ୍ୟା ମଧ୍ୟ ଶେଷ କରିଥାଏ | ମହୁ ଡାଲଚିନି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ | ଚା’ରେ ମହୁ ଏବଂ ଡାଲଚିନି ମିଶାଇ ପିଇଲେ ଆପଣ […]

ଦେବାଶିଷ ମିଶ୍ର(କଟକ) ପବିତ୍ର ନନ୍ଦୋତ୍ସବ ଅବସରରେ ପ୍ରତି ବର୍ଷ ଭଳି ଏବଂ ରୌପ୍ୟ ନଗରୀ କଟକର ଅନ୍ୟ ସାହି ଭଳି ବିଡାନାସୀ ଦୁର୍ଗାପୁଜା କମିଟି ପକ୍ଷରୁ ଆସନ୍ତା ମା’ଦୁର୍ଗାଂକର ଦଶହରା ପୁଜା ଲାଗି ପୂଣ୍ଯତୋୟା ମହାନଦୀ କୁଳରୁ ମାଟି ଅନୁକୁଳ ବିଧି କୋଭିଡ୍ କଟକଣାକୁ ମାନି ମହାସମାରୋହରେ ପଣ୍ଡିତ ଶ୍ରୀ ପ୍ରଦୀପ୍ତ କୁମାର ଦେବତା ଓ ପଣ୍ଡିତ ଶ୍ରୀ ବଳରାମ ମିଶ୍ରଂକ ମନ୍ତ୍ରୋଚାରଣ ମଧ୍ଯରେ ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର […]

Pin It on Pinterest