ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୫-୮-୨୦୨୧ ଚାନ୍ଦବାଲିରୁ ରାଜନଗର ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ପ୍ରସଙ୍ଗକୁ ନେଇ ଚାନ୍ଦବାଲିରେ କଂଗ୍ରେସ ଦଳ ପକ୍ଷରୁ ତିବ୍ର ବିରୋଧ କରାଯିବା ସହ ଏଥିନେଇ ଏକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବ୍ଲକ ସଭାପତି କିଣୁରାମ ଜେନାଙ୍କଅଧ୍ୟକ୍ଷତାରେଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମଳିଳୀରେ କଂଗ୍ରେସ ଦଳର ନିର୍ବାଚନ ମଣ୍ଡଳୀର ନେତା ଦିଗମ୍ବର ଦାସଙ୍କସହ ଦଳର ବହୁ ଛାମୁଆ ନେତା […]
ଦୀପକ କୁମାର ସାହୁ(କଳାହାଣ୍ଡି) ଗୋଲାମୁଣ୍ଡା ବ୍ଲକ ରେ ନୀତିଦିନ କିଛି ନା କିଛି ଦୁର୍ନୀତି ର ଅଭିଯୋଗ ହୋଇ ଆସୁଛି l ଏହି ବ୍ଲକ ର ଜନ ସାଧାରଣ ତଥା ପଛୁଆ ଅଂଚଳ ହୋଇ ଥିବାରୁ ଏହି ବ୍ଲକ ର ସରକାରୀ କର୍ମଚାରି ଲୋକଙ୍କୁ ଭକୁଆ ବନାଇ ସରକାର ଙ୍କ ବିଭିନ୍ନ ଯୋଜନା କୁ ନିଜ ମନମୁଖୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି l ଏଠିକାର ବିଭିନ୍ନ ଯୋଜନା ରୁ […]
ପ୍ରଭାତ ସାହା(ମାଲକାନଗିରି)ଆଜି ୫ମଁ ଦିନରେ ମାଲକାନଗିରି ବ୍ଳକର ଗୌଡ଼ ଗୁଡା ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ହିତାଧିକାରୀ ଙ୍କୁ ଵିଜୁ ସ୍ଵସ୍ଥ୍ୟକଲ୍ୟାଣ ଡିଜିଟାଲ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି । ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ,ଓଡିଶା ସରକାର ଶ୍ରୀମତୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂନ୍ମନୀତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ମାଲକାନଗିରି ବ୍ଳକ ଚେର୍ମେନ୍ନ ଅକ୍ଷୟ ନାୟକ, ଜିଲ୍ଲା ଯୁବ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ୧୩୧ ଜଣ ସଂକ୍ରମିତ । ଗୋଟିଏ ଦିନ ବ୍ୟବଧାନରେ ୫୧ ଜଣ ପିଲାଙ୍କ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଅର୍ଥାତ ଗତକାଲି ଟୋଟାଲ ସଂକ୍ରାମିତଙ୍କ ମଧ୍ୟରେ ୮୦ ଜଣ ୧୮ ବର୍ଷରୁ କମ ରୋଗୀ ଥିବା ବେଳେ ଆଜି ଏହି ସଂଖ୍ୟା ହଠାତ୍ ଶହେ ଏକତିରିଶ, ଯାହାକି ସମସ୍ତଙ୍କ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୬୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୩୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୨୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୭୩୬୯ ଜଣ ସୁସ୍ଥ ହୋଇ […]
ଦିପକ ସାହୁ(କଳାହାଣ୍ଡି) ଟିଙ୍ଗିପଦର ଠାରେ ଏକ ବାଘ ଛାଲ ଜବତ କଲେ କେଗାଁ ବନ ବିଭାଗ, ବିକ୍ରି କରୁଥିବା ଲୋକ ମଧ୍ୟ ପ୍ରଦେଶ ର ବୋଲି ଜଣାପଡିଛି। କଳାହାଣ୍ଡି ଜିଲା ଉତ୍ତର ବନ ଖଣ୍ଡ ଅଧିନ କେଗାଁ ରେଞ୍ଜ୍ ଅଧିନ ଟିଙ୍ଗିପଦର ଠାରେ ଏକ ବାଘ ଛାଳ ଓ ବାଘ ନଖ କୁ ଜବତ କରିଛି କେଗାଁ ବନ ବିଭାଗ । ଟିଙ୍ଗିପଦର ଠାରେ ବିକ୍ରି କରୁଥିବା ବେଳେ କୌଣସି […]
ବବିତା ସାମଲ(ଭଦ୍ରକ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ରେଡ଼ ଭିଜିଲାନ୍ସ ର 4ଗୋଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟ ର ସୁପର ଭାଇଜର ଙ୍କ ଘରେ ଚଢ଼ାଉ ହୋଇଛି ସୁପରଭାଇଜର ହେଉଛନ୍ତି ମଲ୍ଲିଲତା ଦାସ ତେବେ ଭଦ୍ରକ ସହର ର ଆରଡ଼ି ଛକ ସ୍ଥିତ ବାସଭବନ ସହ ଆମ୍ୱରୋଲୀ ସ୍ଥିତ ଗାଁ ରେ […]
ବବିତା ସାମଲ(ଭଦ୍ରକ)ମହାନ ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ,କୃଷକ ନେତା ତଥା କଲେଇ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ, ସ୍ବର୍ଗତ ହୃଦାନନ୍ଦ ରାଉତ ଙ୍କ ଦେହାନ୍ତ ରେ କଳେଇ ଗ୍ରାମ ପଞ୍ଚାୟତ ବାସୀ ଅତ୍ୟନ୍ତ ମର୍ମାହତ | ତାଙ୍କ ଦେହାନ୍ତ ଭଦ୍ରକ ମାଟି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି |ଆଜି ତାଙ୍କ ମରଶରୀରକୁ ପଞ୍ଚାୟତ ଭ୍ରମଣ କରାଇ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଜାତୀୟ ପତାକା ଦ୍ଵାରା ସମ୍ମାନିତ […]
ନବୀନ ସାହୁ(ଜଳେଶ୍ବର) ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ।ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସର ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମର ବ୍ରାଉନ ସୁଗାର ସହିତ ଜଣେ ମହିଳା ଙ୍କୁ ଅଟକ ରଖିଛନ୍ତି । ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି […]
ପ୍ରକାନ୍ତ କୁମାର ମିଶ୍ର (ବୁଗୁଡା)ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ମଧ୍ୟରେ ଥିବା ଠଣାପଲ୍ଲୀ ଛକଠାରୁ ଡାକରା ବାଡି ଛକ ପର୍ଯ୍ୟନ୍ତ ୫୦୦ ଶହ ମିଟର ପାଖାପାଖି ରାସ୍ତା କାହାର କାମ କରିବ କିଏ ? ଏ ନେଇ ଏବେ ବ୍ଳକ ଏବଂ ଆରଡି ମଧ୍ୟରେ ଲାଗିଛି ଛକାପଞ୍ଝା | ମରଣଯନ୍ତା ପାଲଟିଛି ରାସ୍ତା, ଯାହାଫଳରେ ରାତିପାହିଲେ ଏହି ରାସ୍ତାଦେଇ ଶହଶହ ଗାଡିମୋଟର ଓ ବହୁଲୋକେ ହନ୍ତସନ୍ତ ହେଉଛନ୍ତି […]


