ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ରେ ପହଞ୍ଚି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଆଜି ଆମେ ଜଣେ ଦକ୍ଷ ନେତାଙ୍କୁ ହରାଇଛୁ।ଏହି ଅପୂରଣୀୟ କ୍ଷତି ପୁରାଣପାଇଁ ତାଙ୍କର ମୂଲ୍ୟ ଏବଂ ସଂକଳ୍ପ ସମାଧାନ ନେଇ ଆମେ ଯଥାସମ୍ଭବ ଚେଷ୍ଟା କରିବା ଉଚିତ୍ | ତାଙ୍କର ସ୍ୱପ୍ନକୁ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ପ୍ରତିଦିନ ହଜାର ହଜାର ଲୋକଙ୍କୁ ବିମାନ ବନ୍ଦରରେ ଦେଶ ଛାଡିବାକୁ ଦେଖାଯାଏ | ଆଫଗାନିସ୍ତାନରେ ଏକ ଗଭୀର ମାନବିକ ସଙ୍କଟ ଦେଖାଦେଇଛି | ଆଫଗାନିସ୍ତାନ ବିଷୟରେ ଆନ୍ତର୍ଜାତୀୟ ସଂଗଠନ ଏକ ଚେତାବନୀ ଦେଇଛନ୍ତି ଯେ ତାଲିବାନ ଦଖଲ ହେବା ପରଠାରୁ ଦେଶ ଅନେକ ମାନବିକ ସଙ୍କଟ ଆରମ୍ଭ କରିଛି, ଯେଉଁଥିରେ ସ୍ୱାସ୍ଥ୍ୟ ବ୍ୟତୀତ ଅନେକ ଜିନିଷ ମଧ୍ୟ ରହିଛି। […]

ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଏହି ଦିନ ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି । ଭଗବାନଙ୍କୁ ପୂଜା କରିସାରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କରୋନା […]

ପ୍ରଭାତ ସାହା(ମାଲକାନଗିର):୨୧/୦୮/୨୦୨୧ ପବିତ୍ର ଅଗଷ୍ଟ କ୍ରାନ୍ତି ସପ୍ତାହର ଆନୁକୂଲ୍ୟରେ ମାଥିଲି ଗୁଳିକାଣ୍ଡ ଦିବସ, ଶହୀଦ ପୀଠ ମାଥିଲି ଠାରେ ଶ୍ରଧା ଓ ଭାବପୂର୍ଣ ହୃଦୟ ରେ ପାଳିତ ହୋଇଯାଇଛି ।ମହାପୁରୁଷ ଜାତି ର ପିତା ମହାତ୍ମା ଗାନ୍ଧୀ କଂ ଅସହଯୋଗ ଆନ୍ଦୋଳନ ଓ “କର ବା ମର “ଡାକରା ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜାତି ଓ ଜନଜାତି ଆଦିବାସୀ ଭାଇ ମାନଙ୍କୁ ଦେଶପ୍ରେମ ରେ ଉଦ୍ ବୃଦ୍ଧ କରିଥିଲା […]

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଚୌଦ୍ୱାର ରେ ଥିବା ଇମ୍ଫା କମ୍ପାନୀର ସାମାଜିକ ଓ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲ୍ଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚୌଦ୍ୱାର ରେ ଥିବା ବୈଦେଶ୍ୱର କଲୋନୀରେ ମା ଦକ୍ଷିଣେ ଶ୍ୱର କାଳୀ ମନ୍ଦୀର ପ୍ରାଙ୍ଗଣରେ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଶୌଚାଳୟ ଉଦ୍ଘାଟନ କରାଯାଇ ଅଛି । ଇମ୍ଫା ର ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ରାଓ […]

ଦୀପକ ସାହୁ(କଳାହାଣ୍ଡି) କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିରେ ପହଞ୍ଚିବାପରେ ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ। ଏହାପରେ ମନ୍ତ୍ରୀ ବୈଷ୍ଣବ ଜନ […]

ପ୍ରଭାତ ସାହା(ମାଲକାନଗିରି) ମାଲକାନଗିରି ଜିଲ୍ଲା ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଁଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି ୪୦ । ବର୍ତ୍ତମାନ ଦିର୍ଘ ତିନି ମାସ ହେବେ ସେ ଜିହ୍ୱା କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଭଲରେ ଚିକିତ୍ସା ମଧ୍ୟ୍ୟ ହୋଇ ପାରୁନାହାନ୍ତି ।ଘରର […]

ଆଶିଷ (ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ର ଉଭୟ ବ୍ଲକ ରେ ଥିବା ଖରସ୍ରୋତା ନଦୀ ର ମଧୁର ପାନୀୟ ଜଳ ଯୋଗାଣ ପାଇଁ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଜାରି ରହିଛି ତେଣୁ ଖରସ୍ରୋତା ନଦୀ ର ତଟବର୍ତି ଗ୍ରାମ ଭାରିଗଦା କୂଳକୁ ୧୪୪ଧାରା ଜାରି କରାଯାଇଛି । ଉକ୍ତ ସ୍ଥାନରେ ୧୬ରୁ ୨୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି […]

ପ୍ରଭାତ ସାହା(ମାଲକାନଗିରି):ବହୁ ଚର୍ଚ୍ଚିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ହୋଇଛି । ମାଲକାନଗିରି ସଂସ୍କୃତି ଭବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର (BSKY )ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ଓଡ଼ିଆର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶରେ ଗରିବ ରାଜ୍ୟ ଭାବେ ପରିଗଣିତ ଓଡିଶାରେ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । […]

କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ କୌଣସି ଗୋଟିଏ ବି କଲ୍ୟାଣ ମଣ୍ଡପ ନିୟମ ମାନୁ ନଥିବା ନେଇ ଉଚ୍ଚ ନ୍ୟାୟାଳୟରେ ସିଏମସି ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଯାଞ୍ଚ ସମୟରେ ୭୪ଟି କଲ୍ୟାଣମଣ୍ଡପ ମଧ୍ୟରୁ ୧୩ଟି ତାଲା ବନ୍ଦ ଥିଲା । ଗୋଟିଏ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ୬୦ଟି ମଣ୍ଡପର ଯାଞ୍ଚ କରାଯାଇ ଥିବାବେଳେ […]

Pin It on Pinterest