ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୩୫୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୩୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୫୯୯୯ ଜଣ […]

ନନ୍ଦିନ ପ୍ରଧାନ(ସମ୍ବଲପୁର) ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଜ଼ୀଲ୍ଲାର ତିନଟି ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨୦ଟି ବାଇକ ଜବତ ହେବା ସହ ବ୍ରଜରାଜନଗର ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବୋଲେର ମଧ୍ୟ ଜବତ କରିଛି ସମ୍ବଲପୁର ପୋଲିସ। ଏହି ଚୋରି ମାମଲାରେ ୧୫ ଜଣକୁ ଗିରଫ କରିଛି ଟାଉନ ଥାନା, ଧନୁପାଲି ଥାନା ଓ ରେଙ୍ଗାଲି ଥାନାର ପୋଲିସ। ଏହି ଚୋରି କାରବାରରେ ୩ […]

କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ ତୀବ୍ର ହେଲା ମଦ ବିରୋଧୀ ଆନ୍ଦୋଳନ । ପ୍ରଥମ ବିଭିନ୍ନ ଦଳର ନାରାବାଜୀ ପରେ ଏବେ ତାତିଛନ୍ତି କଟକିଆ । ରାଜାବଗିଚା ଲେବର କଲୋନୀରେ ଥିବା ବିଦେଶୀ ମଦକୁ ସେଠାରୁ ଉଠେଇବା ପାଇଁ ଜୋର ଧରିଛି ସ୍ଥାନୀୟ ବାସିନ୍ଦାଙ୍କ ସ୍ବର ।କାରଣ ବର୍ତ୍ତମାନ ସମୟରେ ଯୁବବର୍ଗଙ୍କୁ ବିପଥଗାମୀ କରୁଛି ଏହି ମଦ । ତେବେ ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି । […]

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ରେ ଭଦ୍ରକ ଶାଖା ତରଫରୁ ଏଆଇଏସଏଫ ର ୮୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି, ଉକ୍ତ ଦିବସ ରେ ଆଇନଜୀବୀ ଉପେନ୍ଦ୍ର ରାଉଳ ଏଆଇଏସଏଫ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ୮୫ ବର୍ଷ ର ଲମ୍ବା ଲଢେଇ, ଶାନ୍ତି,ପ୍ରଗତି, ବୈଜ୍ଞାନିକ,ସମାଜବାଦ,ପାଇଁ ଶିକ୍ଷା ର ଅଗ୍ରାଧିକାର ଶୋଷଣ ମୁକ୍ତ ସମାଜ ନିର୍ମାଣ ପାଇଁ କୁସଂସ୍କାର ଅନ୍ଧ […]

ଶାନ୍ତନୁ ପଣ୍ଡା(ସୁବର୍ଣ୍ଣପୁର) ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ମୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରଚେଷ୍ଟା କ୍ରମେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ବିନିକା ସ୍ପୋର୍ଟସ କ୍ଲବକୁ ଆସିଥିବା ଖେଳ ଉପକରଣ ସାମଗ୍ରୀ ବଣ୍ଟନ କରିବା ଅବସରରେ ଆଜି ବିନିକା ସ୍ପୋର୍ଟସ କ୍ଲବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା କିଟସକୁ ଉନ୍ମୋଚିତ କରିବା ସହ ଖେଳାଳୀ ମାନଙ୍କୁ ବଣ୍ଟନ କରିଥିଲେ l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୨୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୦୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୪୭୫୬ ଜଣ […]

ବବିତା ସାମଲ (ଭଦ୍ରକ)ବଜ୍ରାଘାତ ନେଲା ଯୁବକଙ୍କ ଜୀବନ,ଯୁବକ ଜଣକ ବିଲକୁ କାମ କରିବାକୁ ଯାଇଥିଲା ବେଳେ ଘଟିଛି ଅଘଟଣ।ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ବାରୀକପୁର ବରଡ଼େଶ୍ୱର ଅଂଚଳର ରାକେଶ ଦାସ । ତାଙ୍କର ମୃତ୍ୟୁ ଖବର ବାରିକ୍ ପୁର ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛି । ସୁଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଏପରି ଅଘଟଣ ଘଟିଛି ।

ଦେବାଶିଷ ମିଶ୍ର(କଟକ)କଟକ ରେଳ ଷ୍ଟେସନ ର ଭିତ୍ତିଭୂମି ସମ୍ପ୍ରସାରଣ ସମ୍ବନ୍ଧରେ ଭାଜପା କଟକନଗର ଶାଖା ତରଫରୁ ଦୋଳମୁଣ୍ଡାଇ ସ୍ଥିତ ସାଗର ଶ୍ରୀ ହୋଟେଲରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ଛୋଟ ଟିମ ଦିଲ୍ଲୀରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଗତ ୬ ଅଗଷ୍ଟ ରେ ରେଳ ଭବନ […]

ନବୀନ କୁମାର୍ ସାହୁ(ଜଳେଶ୍ୱର)ମାକିଡିଆ ରେ ଥିବା ସମବାୟ ସମିତି ପ୍ରାଙ୍ଗଳରେ ନାବାର୍ଡ ତରଫରୁ, ଜାତୀୟ ହ୍ୟାଣ୍ଡଲୁମ୍ ସପ୍ତାହ ପାଳନ ସହିତ୫୦ ଜଣ ବୁଣାକାର ଙ୍କୁ ଭରଚୁଆଲ ମୋଡ ମାଧ୍ୟମରେ ତାଲିମ ମଧ୍ୟ ଦିଆଯାଇଛି। ଏହି ଶିବିରକୁ ବାଲେଶ୍ୱର ଜିଲ୍ଲାର ନାବାର୍ଡ ର ମୁଖ୍ୟ ତାପସ କୁମାର୍ ପ୍ରଧାନ, ବାଲେଶ୍ୱର ଓ ଭଦ୍ରକ ସମବାୟସମିତି ର ସେକ୍ରେଟାରୀ ନାରାୟଣ ମୋଡ଼ି, ବାଲେଶ୍ୱର ଜିଲ୍ଲାର ହାଣ୍ଡିକ୍ରାପଟ ର, ଯୋଗୀ ଯୋଗେଶ ପ୍ରଦୀପ ଉଜ୍ଜଳନ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ବଜାରରେ ପୁଣି ସକ୍ରିୟ ହୋଇ ଜାଲ ନୋଟ କାରବାର । ପୂର୍ବବର୍ଷ ଜାଲ ନୋଟ କାରବାରରେ ମତେ ବଜାରରେ ୨ ଜଣ ଗରଫ ହୋଇଥିଲେ । ଆଜି ପୁଣି ଜଣେ ଫଳ ବ୍ୟବସାୟୀଙ୍କୁ ୨ ହଜାର ଟଙ୍କା ଜାଲ ନୋଟ ଦେଇ ଠକି ନେଇଛନ୍ତି ଦୃବୁତ। ମତୋ ବଜାରରେ ଫଳ ବ୍ୟବସାୟୀ ଦେବାସିଷ ରାଉତଙ୍କ ନାବାଳକ ପୁଅ ଫଳ ଦୋକାନରେ ବସିଥିବା ବେଳେ ୨ ଜଣ ଦୃବୁତ […]

Pin It on Pinterest