କଟକ:(ଦୀପକ୍ କୁମାର ବେଉରା) OSSC କର୍ମଚାରୀ ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ । ଜାମିନ ମଞ୍ଜୁର କଲେ ମାନ୍ୟବର ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ପ୍ରଥମେ ବିରଞ୍ଚି ଙ୍କ ସଢୁଙ୍କ ଆଗୁଆ ଜାମିନ ଆବେଦନ ପରେ, ବିରଞ୍ଚିଙ୍କ ପତ୍ନୀ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୭/୦୮/୨୦୨୧-ଯୁବସମାଜସେବୀ ତଥା କ୍ରିକେଟର ସ୍ବର୍ଗତ ଉପେନ୍ଦ୍ର ପରିଡାଙ୍କୁ ମୃତ୍ୟୁ ବେଳକୁ ୨୭ ବର୍ଷ ବୟସ ହୋଇଥିଲା, ସ୍ବର୍ଗତ ପରିଡା ଅଜଣା ରୋଗ ରେ ପୀଡିତ ହୋଇ କଟକ ରେ ଏକ ଘରୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥା ରେ ତାଙ୍କ ର ଗତ ଦୁଇଦିନ ହେବ ଦେହାନ୍ତ ହୋଇଥିଲା ,ସ୍ବର୍ଗତ ପରିଡାଙ୍କ ଦେହାନ୍ତ ଖବର ଶୁଣି ବା ପରେ ସାରା ଅଞ୍ଚଳ ରେ ଶୋକ ର […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୬୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୯୪୦୭ ଜଣ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ୧୭/୦୮/୦୨୧-ଚାନ୍ଦବାଲି ଉଦ୍ୟାନ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ କାର୍ଯ୍ୟାଳୟକୁଆସୁନାହାନ୍ତି , ଚାଷୀ ମାନେ ବାରମ୍ବାର ନିରାଷ ହୋଇ ଫେରିବା ପରେ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି । ଚଳିତ ବାତ୍ୟା ୟାଷ ପରେ ଚାଷୀମାନେ କଦଳୀ ଚାଷ, ଅମୃତଭଣ୍ଡା ଚାଷ, ଛତୁ ଚାଷ , ଗେଣ୍ଡୁଫୁଲ ଚାଷ,ଇନପୁଟ ସବସିଡି ଚାରା ଆଦି ଚାଷରେ ସରକାର ଠାରୁ ଚାଷୀ ମାନେ ପ୍ରୋତ୍ସାହନ ନେଇ ଅଧିକ ଲାଭବାନ ହୋଇପାରିବେ […]

କଟକ:(ଦୀପକ୍ କୁମାର ବେଉରା) ଏସି ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ଦରଘା ବଜାର ପୋଲିସ । ଲକଡାଉନ୍ ସମୟରେ ଗୋଦାମରୁ ଚୋରି ହୋଇଥିବା ଏସି ଜବତ କରିଛି ପୋଲିସ । ଏଥିସହ ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛନ୍ତି ।୧୯ଟି ଦାମିକିଆ ଏସି ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଦରଘା ବଜାର ପୋଲିସ । କଟକ ଏକ ଏସି ଗୋଦାମରୁ ଗୋଦାମର ଜଣେ କର୍ମଚାରୀ ବିକ୍ରମ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୫୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୮୨୪୦ ଜଣ ସୁସ୍ଥ […]

ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତରେ ଜାତୀୟ ପତାକାକୁ ଅସନ୍ନମାନ ।ଭାରତ ଆଜି ୭୫ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଜାତୀୟ ପତାକାକୁ ଏଭଳି ଅବମାନନା ଯାହାକି ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ଏକ ଲଜ୍ୟାର ଵିଷୟ । ଭାରତର ସମ୍ବିଧାନରେ ବନ୍ଧା ହୋଇ କାର୍ଯ୍ୟରତ ସରପଞ୍ଚ ଜାତୀୟ ପତାକାର ଅପମାନ କରିବା ସହ ସମ୍ବିଧାନର ନିୟମାବଳୀକୁ ମଧ୍ୟ ଅବମାନନା କରିଛନ୍ତି […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୪୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୭୧୯୭ ଜଣ ସୁସ୍ଥ […]

ନନ୍ଦିନ ପ୍ରଧାନ(ସମ୍ବଲପୁର) ରାଜ୍ୟ ରେ ସମ୍ଭାବ୍ୟ କୋଭିଡ ର ତୄତିୟ ଲହରୀ ର ଆଶଙ୍କା ମଧ୍ୟରେ ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡିଛି । ଭିମସାର ମେଡ଼ିକାଲ ରୁ ସୁଚନା ମିଲିଛି ଯେ ମେଡ଼ିକାଲ କୁ ଜଣେ ୮ ମାସର ଶିଶୁ ଆଉ ଜଣେ ୫ ବର୍ଷର ଶିଶୁ କୋଭିଡ ପଜିଟିପ ହେବାପରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ଭୀମସାର ଅଧୀକ୍ଷକ […]

ସ୍ବାଧୀନତା ଦିବସ ପୂର୍ବରୁ ଓଡିଶା ସରକାରଙ୍କ ପକ୍ଷରୁ କୋଟିଆ ରେ ଲାଗିଲା ନାମ ଫଳକ ଶ୍ରୀକାନ୍ତ ଚୌଧୁରୀ(କୋରାପୁଟ)-କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଓଡିଶା ଆନ୍ଧ୍ରପ୍ରଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ କୋଟିଆ ପଞ୍ଚାୟତ ର  ବିବାଦୀୟ ୨୧ ଗୋଟି ଗ୍ରାମରେ ଲାଗିଲା ଓଡ଼ିଆରେ ଲେଖା ଯାଇଥିବା ନାମ ଫଳକ। ସୂଚନାଅନୁଯାଇ କୋଟିଆ ଗ୍ରାମ ପଞ୍ଚାୟତ ର ବିବାଦୀୟ ୨୧ ଖଣ୍ଡ ଗ୍ରାମଠାରେ ଓଡିଶା ସରକାରଙ୍କ ନିର୍ଦ୍ଧେଶ କ୍ରମେ […]

Pin It on Pinterest