ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୨୩ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୯୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୫୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୨୩୧୯ […]
୨୩ରେ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ପ୍ରତି ଶନିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। କୋଭିଡ-୧୯ ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ୬୫ବର୍ଷରୁ ଉର୍ଦ୍ଧ ବ୍ଯକ୍ତିଙ୍କୁ ମନ୍ଦିର ମଧ୍ଯକୁ ପ୍ରବେଶ ମନା। ଶ୍ରଦ୍ଧାଳୁଙ୍କ ଭୋଗଡାଲା ଓ ପୂଜାର୍ଚ୍ଚନା ଉପରେ ବଳବତ୍ତର ରହିବ କଟକଣା। ସକାଳ ୬ଟା ରୁ ସଂଧ୍ଯା ୮ଟା ଯାଏଁ ଦର୍ଶନ ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ଦିର୍ଘ ୪ମାସ ପରେ ଅର୍ଥାତ ଆସନ୍ତା ୨୩ରେ କୋଭିଡ କଟକଣା ମଧ୍ଯରେ ଖୋଲିବ […]
ନନ୍ଦିନୀ ପ୍ରଧାନ(ସମ୍ବଲପୁର)ସମ୍ବଲପୁର ଠାରେ ଶିଶୁ ଯୈ।ଡ ଉତ୍ପିଡନ ମାମଳା ରୋକିବା ପାଇଁ କାଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ନେଇ ବିଶେଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜେଜେବି ସଭ୍ୟ ମାନଙ୍କୁ କିଭଳି ସେମାନଙ୍କ କାଯ୍ୟଦକ୍ଷତା ବୄଦ୍ଧି କରାଯିବ । ସେନେଇ ବିଶେଷ ଆଳୋଚନା କରାଯିବା ସହ ତାଲିମ ଦିଆଯାଇଥିଲା । ସମ୍ବଲପୁର […]
ନବୀନ କୁମାର ସାହୁ(ଜଳେଶ୍ୱର) କଙ୍ଗାରୁ କୋର୍ଟ ର କରୁଣ ପରିଣତି। ପରିଣତ ବୟସରେ ନ୍ୟାୟପାଇଁ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି, ଥାନା ,ପୋଲିସ, ଏସ୍ପି,ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ , ମାନବ ଅଧିକାର କମିଶନର ଙ୍କୁ ଅବଗତ କରାଇ ନୟାନ୍ତ ହୋଇପଡି ଲେଣି ଏହି ଅସହାୟ ବୃଦ୍ଧ ଦମ୍ପତି। ସରକାର ଓ ପୋଲିସ, ପ୍ରଶାଶନ କୁ ଅବଗତ କରରାଇ ନ୍ୟାୟ ନମିଳିବାରୁ,ନ୍ୟାୟ ବ୍ୟବସ୍ଥା ଉପରୁ ଭରଷା ଉଠି ଯାଉଛି। ଆଉ ନ୍ୟାୟ […]
ଶ୍ରୀକାନ୍ତ ଚୌଧୁରୀ(ପଟାଙ୍ଗି) କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ର ୯ ଗୋଟି ଅଞ୍ଚଳର ଜଙ୍ଗଳଜମି କୁ ଅଣଜଙ୍ଗଳଜମି ରେ ପରିବର୍ତ୍ତନ ନିମନ୍ତେ ଆଜି ୯ ଟି ସ୍ଥାନରେ ହୋଇଥିବା ପଲିସଭାକୁ ବିରୋଧ କଲେ ନିଜ ନିଜ ଅଞ୍ଚଳବାସୀ । ସୂଚନା ଅନୁଯାଇ ଗତ ୧୦ ରିଖ ଦିନ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ ଓ ଉଦ୍ୟୋକ୍ତା ଜିଲ୍ଲା ସ୍ତରୀୟ କମିଟି ଜଙ୍ଗଲ ଅଧିକାରୀ ସ୍ୱୀକୃତି ଆଇନ ର ପ୍ରକଳ୍ପ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୮୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୬୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୧୩୧୬ ଜଣ […]
ମାନସୀ ମିଶ୍ର(ମାହାଙ୍ଗା)-ଦୁର୍ନୀତି ର ଡିଆଁ ବେଙ୍ଗ ମାହାଙ୍ଗା ରେ ଡେଇଁ , ଡେଇଁ ସବୁ ଚଳୁ କରିବାରେ ଲାଗିଛନ୍ତି l ଦୁର୍ନୀତି ର ଭୋକ ଏତେ ବଢିଯାଇଛି ଯେ, ଗରିବ ଦଳିତ ମନରେଗା ଶ୍ରମିକ ମାନଙ୍କ ପାରିଶ୍ରମିକ ବି ଖାଇ ହଜମ କରିଦେଉଛନ୍ତି l କରୋନା ସମୟରେ ସରକାର ଗରିବ ଖଟିଖିଆ ଦିନ ମଜୁରିଆ ଙ୍କୁ କାମ ଯୋଗାଇ ଦେବା ନିମନ୍ତେ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟ ଯୋଜନା କରିଛନ୍ତି। କିନ୍ତୁ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ଚଷାଖଣ୍ଡ ଗ୍ରାମ ରେ ମୃତ୍ତିକା ସ୍ବାସ୍ଥ୍ୟ ଉପରେ ଆଲୋଚନାରେ ,କୃଷକ ଭାଇ ଓ ଭଉଣୀ ମାନେ କିପରି ନିଜ ର ଚାଷ ଜମି ର ଜତ୍ନ ନେଇ ପାରିବା ସହ କିପରି ଅଧିକରୁ ଅଧିକ ଅମଳ କରିପାରିବେ, ମୃତ୍ତିକା ହ୍ରାସ ନହୋଇ ଅଧିକ ଅମଳ ହୋଇପାରିବ ସେବିଷୟରେ ରାଣିତାଲର କୃଷି ବୈଜ୍ଞାନିକ ଭଗବାନ କବାଟ କୃଷକ ମାନଙ୍କ ସହ ବିସ୍ତୃତ ଆଲୋଚନା […]
ଦିନକ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୭୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଗତ ଜୁଲାଇ ମାସ ୨୮ତାରିଖ ରାତିରେ କପାଳେଶ୍ୱର ନୂଆସାହି ର ମନୋଜ କୁମାର ବେହେରା ଙ୍କ ଘରେ କେହି ନଥିବା ର ସୁଯୋଗ ନେଇ କିଛି ଦୃବୃତ୍ତ ଘରେ ପଶି ସବୁ ଗହଣା ଓ ନଗଦ ଟଙ୍କା ଚୋରି କରି ନେଇଥିଲେ।ଏହି ଅଭିଯୋଗ ଚୌଦ୍ଵାର ପୁଲିସ କୁ ଲିଖିତ ଆକାର ରେ ଦିଆ ଯାଇଥିଲା।ଏହି କେସ କୁ ଦୃଷ୍ଟି ରେ ରଖି ଚୌଦ୍ଵାର ପୁଲିସ ଆରମ୍ଭ […]


