ଦୀପକ କୁମାର ସାହୁ(କଲମପୁର)ଘରେ ଘରେ ଜଳ ଯୋଗାଣ ପାଇଁ,ଦୀର୍ଘ ଦିନ ଧରି ଜନସାଧାରଣ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପାଖରେ ଦାବୀ କରିଆସୁଥିଲେ। ତେବେ ଏହାକୁ ଗୁରୁତ୍ୱ ଦେଇ ବିଭାଗ ତଥା ବିଧାୟକଙ୍କ ପ୍ରଚେଷ୍ଟାରେ ଦେପୁର ଏବଂ ବଡ଼କୁଟୁରୁ ଗ୍ରାମପଂଚାୟତ ରେ ଚାରି କୋଟିରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟ ଅଟକଳରେ ୨ ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରି ପାଖାପାଖି ଦଶ ହଜାର ଲୋକଙ୍କୁ ପାଣି […]
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଙ୍କର-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ କମିଟି ତରଫରୁ ଆଜି କ୍ରାନ୍ତି ଦିବସ ପାଳନ କରାଯାଇଛି ଉକ୍ତ କାର୍ଯ୍ୟକ୍ରମରେ ସିପିଆଇ ର ରାଜ୍ୟ ପରିଷଦ ସଭ୍ୟ ଆଇନଜୀବୀ ଉପେନ୍ଦ୍ର ରାଉଳ ଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ ପ୍ରତ୍ୟାହାର, ସାଧାରଣ ଖାଉଟି ଦ୍ରବ୍ୟ ର ଦରଦାମ ନିୟନ୍ତ୍ରଣ ,ସମସ୍ତ କୃଷି ଯାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ପାଇଁ ଦାବି […]
ସନ୍ତୋଷ ପଣ୍ଡା(ଭୁବନେଶ୍ୱର) ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକ,ଅଗଷ୍ଟ ୨୩ ତାରିଖରୁ ଖୋଲିବ। ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ ଅନୁଯାଇ କୋଭିଡ୍ ପ୍ରୋଟୋକଲ୍ ଭିତରେ ଏହି ସମସ୍ତ ଧର୍ମାନୁଷ୍ଠାନ ଖୋଲିଯିବ । ହେଲେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲାଯିବା ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ । ଜାରି ଗାଇଡ୍ଲାଇନ୍ ଅନୁଯାଇ,ମନ୍ଦିର ଭିତରକୁ ଦର୍ଶନ ପାଇଁ ଭକ୍ତମାନେ ଯାଇ ପାରିବେ, ହେଲେ ଗର୍ଭଗୃହ ଭିତରକୁ […]
ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୮୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୮୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୧୩୯୧ ଜଣ […]
ବବିତା ସାମଲ (ଭଦ୍ରକ) କ୍ରାନ୍ତି ଦିବସରେ ପାଞ୍ଚ ଦଫା ଦାବିନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା |ଭଦ୍ରକ ଜିଲ୍ଲାରେ ସାତଟି ସଂଗଠନରେ ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |ଦାବି ଅନୁସାରେ ଅବସରକାଳୀନ ବୟସ ବୃଦ୍ଧି, ଖାଲି ପଡ଼ିଥିବା ପଦବୀ ପୁରଣ,ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ତୁରନ୍ତ ଚାକିରୀ ସର୍ତାବାଳି ପ୍ରଦାନ, […]
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ୦୯//୦୮//୨୦୨୧। ଆଙ୍କର-ଚାଷୀ ବିରୋଧୀ ୩ଟି କଳା କୃଷି ଆଇନ -୨୦୨୦ ବାତିଲ କରିବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ରଦ୍ଦ କରିବା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ରେ ବର୍ଷ କୁ ୨୦୦ଦିନର କାମ ଯୋଗାଇ ଦେବା ଓ ମଜୁରୀ ଦୈନିକ ୬୦୦ଟଙ୍କା ଲେଖାଏଁ ପ୍ରଦାନ କରିବା , ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ରେ ହୋଇଥିବା […]
ବବିତା ସାମଲ(ଭଦ୍ରକ)ଭଦ୍ରକ ଜିଲ୍ଲା ଯାତ୍ରା କଳାକାର ସଂଘ, ସ୍ପା, ବିଉଟିପାର୍ଲର ବ୍ୟବସାୟୀ ସଂଘ ଆଜି ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଛନ୍ତି, କିଛି ଦିନ ପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କଳାକାର ସଂଘ ଜୀବିକା ନିର୍ବାହ ପାଇଁ ସରକାରଙ୍କୁ ଏକ ୧୧୦୦ କୋଟିର ପ୍ୟାକେଜ ପାଇଁ ଦାବିକରିଆସୁଛି କିନ୍ତୁ ସରକାରଙ୍କ କଳାକାରଙ୍କ ପ୍ରତି ବୈମାତୃକ ମୋନଭାବ ପାଇଁ ଆଜି […]
ଦେବକାନ୍ତ ମହାନ୍ତି, ଚାନ୍ଦବାଲି,୦୯/୦୮/୨୦୨୧। ଆଙ୍କର-ଚାନ୍ଦବାଲି ଥାନା ଅଧିନ ମତୋ ମାଧପୁର ମୁଖ୍ୟରାସ୍ତା କଲେଜ ଛକ ନିକଟରେ ଜଣେ ଯୁବକ ଙ୍କ ସଂନ୍ଦେହେ ଜନକ ମୃତ୍ୟୁ ହୋଇଛି lଯୁବକଙ୍କ ବାଇକ ରାସ୍ତା ତଳକୁ ପଡ଼ିଥିବା ବେଳେ ଯୁବକ ଜଣକ ରାସ୍ତା ତଳକୁ ଅଳ୍ପ ପାଣିରେ ଓ କାଦୁଅରେ ତଳକୁ ମୁହଁ ମାଡି ପଡିଛନ୍ତି l ଘଟଣା ସ୍ଥଳରେ ଦୁର୍ଘଟଣାର ଚିହ୍ନ ନ ଥିବାରୁ ସ୍ଥାନୀୟ ଲୋକେ ହତ୍ୟା ସନ୍ଧେହ କରିଛନ୍ତି l […]
ନନ୍ଦିନ ପ୍ରଧାନ(ସମ୍ବଲପୁର)ସମ୍ବଲପୁରରେ ବଡ ଧରଣର ନକଲି ନୋଟ ରାକେଟର ପର୍ଦାଫାଶ | ୧୩ ଲକ୍ଷ ୮୫ ହଜାର ଟଂକାର ନକଲି ନୋଟ ଜବତ କରିଛି ସମ୍ବଲପୁର ପୋଲିସ | ତେବେ ଏହି ନକଲି ନୋଟ ଜବତ ଘଟଣାରେେ ବରଗଡ ଓ ଛତିଶଗଡର ୬ଜଣଙ୍କୁ ଗିରଫ କରିବା ସହ ନକଲି ନୋଟ ଛପାଯାଉଥିବା ମେସିନ ଜବତ କରିଛି ସମ୍ବଲପୁର ପୋଲିସ | ଗିରଫ ଅଭିଯୁକ୍ତମାନେ ହେଲେ ବରଗଡର ଭଟଲି ଗୋପାଲପୁରର ସାଗର […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ଜାରି କରିଛନ୍ତି ଗାଇଡଲାଇନ। କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାର ପାର୍ବଣର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜାଠାରୁ ଆରମ୍ଭ ହୋଇଯିବ ପାର୍ବଣର ଋତୁ , ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପାଖେଇ ଆସୁଥିବାରୁ ରାଜ୍ୟ ସରକାର ବିଭିନ୍ନ କଟକଣା ସହିତଜାରି କରିଛନ୍ତି ଗାଇଡଲାଇନ ।ତେବେ ଆସନ୍ତୁ ଜାଣିବା … .କୋଭିଡି କଟକଣା ସହ ପୂଜା […]


