କଳାହାଣ୍ଡି:(ଦୀପକ କୁମାର ସାହୁ)କଲମପୁର ବ୍ଲକ ସଦର ମହକୁମା ରେ ଶୁକ୍ରବାର ବ୍ଲକ ବିଜୁ ଛାତ୍ର ଜନତା ଦଳର ବ୍ଲକ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି । ବିଜୁ ଛାତ୍ର ଜନତା ଦଳ ବ୍ଲକ ସଭାପତି ମିଳନ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅଭିନାଶ […]

କଳାହାଣ୍ଡି (ଦୀପକ କୁମାର ସାହୁ)ରାଜ୍ୟ ସରକାରଙ୍କ ୫ ଟି ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ ମୋ ସ୍କୁଲ ଅଭିଯାନରେ ରାଜ୍ୟର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଦେବାପାଇଁ ପ୍ରତି ବ୍ଲକରେ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିଭଳି କଳାହାଣ୍ଡି ଜିଲ୍ଲା- କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ ସ୍କୁଲର କାର୍ଯ୍ୟ ଜାରି ରହିଥିବା ବେଳେ,ଆଜି ଧର୍ମଗଡ ବିଧାୟକ […]

କଟକ:(ଦୀପକ୍ କୁମାର ବେଉରା)ନକଲି କାରଖାନାର ଭୁସ୍ୱର୍ଗ ପାଲଟିଥିବା କଟକ ରୁ କିଛିଦିନର ବ୍ୟବଧାନ ପରେ ପୁଣି ନକଲି ସାମଗ୍ରୀ ଠାବ । ମାଲଗୋଦାମ ଅଞ୍ଚଳରୁ ଜବତ ହେଲା ୭ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟଖା ।କଟକର ନକଲି ଗୁଟଖା କାରଖାନାରେ ଚଢାଉ । ୧୦ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସାମଗ୍ରୀ ଜବତ କରିଛି କମିଶନରେଟ ପୋଲିସ ଓ ସିଏମସି ଏନଫୋର୍ସମେଣ୍ଟ ଟିମ । ସମୁଦାୟ ୩ଟି ଗୋଦାମ ଉପରେ ଚଢ଼ାଉ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୩୫କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୭୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୧୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୮୪୫୩ ଜଣ […]

କଟକ:(ଦୀପକ୍ କୁମାର ବେଉରା)କଟକ ମାଲଗୋଦାମ ଓଭରବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ସରକାରୀ ରେଳବାଇ ପୁଲିସ ମୃତଦେହକୁ ଉଦ୍ଧାର କରି କଟକ ମେଡିକାଲରେ ବ୍ୟବଚ୍ଛେଦ କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ଶନିବାର ସକାଳେ ମାଲଗୋଦାମ ଓଭରବ୍ରିଜ ତଳ ରେଳ ଧାରଣା କଡରେ ଜଣେ ଯୁବକଙ୍କ ମୃତଦେହ ପଡି ଥିବାର ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ […]

ବବିତା ସାମଲ(ଭଦ୍ରକ)୦୭/୦୮ ଭଦ୍ରକ ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତର ତୋରଣ ପଦା ଗ୍ରାମର ଗତକାଲି ଜମିବାଡ଼ି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା.ଦିବ୍ୟ ପ୍ରସନ୍ନ ତ୍ରିପାଠୀ ନାମକ ଏକ ଇଟାଭାଟି ର ମାଲିକକୁ ଗୋରମାଟିର ସରପଞ୍ଚଙ୍କ ଭାଇ କରୁଣାକର ମଳିକ ଯେ କି ଜଣେ ସ୍କୁଲ ଶିକ୍ଷକ ମାଡମାରିଥିଲେ ଇଟାଭାଟି ମାଲିକ ଭଦ୍ରକ ଚିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଏବାବଦ ଏକ ଅଭିଯୋଗ ମଧ୍ୟ ସାବରଙ୍ଗ ଥାନାରେ […]

ଦୀପକ ସାହୁ(କଳାହାଣ୍ଡି)କୋକସରା ବ୍ଲକ ସାନପୋଡ଼ାଗୁଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଅଲ୍ପ ବର୍ଷା ହେଲେ ରାସ୍ତା ଟି କାଦୁଅ ପଚପଚ ହୋଇପଡେ । ଗ୍ରାମବାସୀ ଅନେକ ବର୍ଷ ହେବ ପକ୍କା ରାସ୍ତା କରିବା ପାଇଁ ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି ହେଲେ ଫଳ ଶୁନ। ପ୍ରତିବର୍ଷ ବର୍ଷା ଦିନ ଆସିଲେ ଦୁର୍ବିସହ ହୋଇପଡେ ମଙ୍ଗଳପୁର […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୩୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୫୮୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୪୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୬୯୨୮ ଜଣ ସୁସ୍ଥ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୪୭୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୦୦୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୫୩୭୦ ଜଣ […]

କଟକ:(ଦୀପକ୍ କୁମାର ବେଉରା) କିଛି ଦିନ ପୂର୍ବରୁ ନିଖୋଜ ହୋଇଥିବା ତୁଷାରକାନ୍ତ ସାହୁଙ୍କ ମିଳିଲା ମୃତଦେହ । ଯୋବ୍ରା ବ୍ୟାରେଜ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା । ଗତ ୪ ତାରିଖରୁ କ୍ୟାଣ୍ଟନମେଣ୍ଟ ଥାନାରେ ନିଖୋଜ ମାମଲା ଦାୟର ହୋଇଥିଲାବେଳେ ଆଜି ଯାଏଁ ତୁଷାରକାନ୍ତଙ୍କୁ ଖୋଜୁଥିଲା ପୋଲିସ । […]

Pin It on Pinterest